ନୀତିଶ ରେଡ୍ଡି ଇଂଲଣ୍ଡ ଗସ୍ତ ପାଇଁ SRH କ୍ୟାପଟେନ୍ ପାଟ୍ କମିନ୍ସଙ୍କର ନେଇଥିଲେ ପରାମର୍ଶ, ଏବେ ସମସ୍ତଙ୍କୁ ଚମକାଇଲେ
ନୂଆଦିଲ୍ଲୀ,୧୧ା୭: ଇଂଲଣ୍ଡର ପ୍ରଥମ ଟେଷ୍ଟ ଗସ୍ତ ପାଇଁ ପ୍ରସ୍ତୁତି ନେବା ପାଇଁ ଭାରତୀୟ ଟେଷ୍ଟ କ୍ରିକେଟର ନୀତିଶ କୁମାର ରେଡ୍ଡି ଆଇପିଏଲ ସଂଯୋଗକୁ ବ୍ୟବହାର କରିଛନ୍ତି। ଅଲ-ରାଉଣ୍ଡର ଭାବେ ପରିଚିତ ରେଡ୍ଡିଙ୍କର ଅଷ୍ଟ୍ରେଲିଆର ବର୍ଡର-ଗାଭାସ୍କର ଟ୍ରଫିରେ ବୋଲିଂ ପ୍ରଦର୍ଶନ ଖରାପ ଥିଲା।…
ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା
ବାସୁଦେବପୁର,୧୧ା୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣ ଗାଁ ପଞ୍ଚାୟତର ପାଢ଼ୀ ସାହିରେ ଶୁକ୍ରବାର ସକାଳେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ସେ ହେଲେ ନେପାଳ କୁମାର ଜେନା(୫୫), ତାଙ୍କ ସ୍ତ୍ରୀ ବାସନ୍ତୀ ଶୌଚ ହେବା…
୮ ବଲ୍ରେ ୬ ଉଇକେଟ୍: କ୍ରିକେଟ୍ରେ ଚମତ୍କାର କଲେ ଏହି ବୋଲର୍
ନୂଆଦିଲ୍ଲୀ,୧୧।୭: କ୍ରିକେଟରେ ପ୍ରତିଦିନ ନୂଆ ରେକର୍ଡ ହୁଏ, କିନ୍ତୁ ଭାରତୀୟ ବଂଶୋଦ୍ଭବ ସ୍ପିନର କିଶୋର କୁମାର ସାଧକ ଇଂଲଣ୍ଡରେ ଯେଉଁ ଚମତ୍କାର କରିଥିଲେ ତାହା ହୁଏତ ବର୍ଷ ବର୍ଷ ଧରି ପୁନରାବୃତ୍ତି ହେବ ନାହିଁ। ଟୁ କାଉଣ୍ଟି ଚାମ୍ପିଅନସିପ ଡିଭିଜନ ସିକ୍ସର…
ୟୁରିଆ, ଡିଏପି ସାର କଳାବଜାର, ତେଜୁଛି ଚାଷୀ ଅସନ୍ତୋଷ
ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଓ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ନିକଟରେ ରବିଧାନ ବିକ୍ରି ନେଇ ଜିଲାର ଚାଷୀମାନଙ୍କୁ ଖୁବ୍ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପଟେ ଏବେ ଖରିଫ୍ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ସାର ଅଭାବ ସମସ୍ୟା…
ତହସିଲ କାର୍ଯ୍ୟାଳୟରେ ସଠିକ୍ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା
ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାର୍ଥୀଙ୍କ…
ସ୍ପେସ୍ ଷ୍ଟେଶନକୁ ଯାଇଥିବା ଶୁଭାଂଶୁ ଶୁକ୍ଳା କେବେ ପୃଥିବୀକୁ ଫେରିବେ? ସ୍ପଷ୍ଟ କଲା NASA
ନୂଆଦିଲ୍ଲୀ,୧୧।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଦଳ ୧୪ ଜୁଲାଇରେ ମହାକାଶରୁ ଫେରିପାରନ୍ତି। ଗୁରୁବାର ଏକ ବିବୃତ୍ତିରେ ନାସା ଏହି ସୂଚନା ଦେଇଛି। ପୂର୍ବରୁ, ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ସୂଚିତ କରିଥିଲା ଯେ ଆକ୍ସିଅମ-୪…
ଅଗଷ୍ଟ ୧ରୁ ଯୁବକମାନଙ୍କୁ ମିଳିବ ୧୫,୦୦୦ ଟଙ୍କା: ଜାଣଙ୍କୁ କେଉଁମାନେ ଉଠାଇପାରିବେ ଏହାର ଲାଭ
ନୂଆଦିଲ୍ଲୀ,୧୧।୭: ଅଗଷ୍ଟ ୧ ତାରିଖରୁ ଦେଶରେ ଏମ୍ପୋଲୟମେଣ୍ଟ ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ELI) ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏହା ଅଧୀନରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବେ। ଏହି ଯୋଜନାର ଲକ୍ଷ୍ୟ ହେଉଛି…
ଭୁବନେଶ୍ୱର ବାଇପାସ୍ ପ୍ରକଳ୍ପକୁ ଅନୁମୋଦନ ମିଳିବ, ୧୧୦ କିମି ପାଇଁ ଖର୍ଚ୍ଚ ହେବ ୮,୩୦୦ କୋଟି ଟଙ୍କା
ଭୁବନେଶ୍ୱର,୧୧ା୭: ଭାରତ ସରକାର ଓଡ଼ିଶାରେ ଏକ ବହୁଲକ୍ଷ୍ୟମୂଳକ ଆଧୁନିକ ପ୍ରକଳ୍ପକୁ ଅନୁମୋଦନ ପାଇଁ ପ୍ରସ୍ତୁତ ହେଉଛନ୍ତି। ୧୧୦ କିଲୋମିଟର ଲମ୍ବା ଏହି ଛଅ ସ୍ତରର ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାୟପାସ୍) ପ୍ରକଳ୍ପର ଆସମାନ୍ତା ୮,୩୦୦ କୋଟି ଟଙ୍କା…
ପାକିସ୍ତାନରେ ହେବ ବଡ଼ ବିଦ୍ରୋହ: ମାଷ୍ଟରମାଇଣ୍ଡ ମୁନିର୍
ଇସଲାମାବାଦ୍,୧୧।୭: ଗତ କିଛି ଦିନ ଧରି ପାକିସ୍ତାନରେ ବିଦ୍ରୋହ ହେବାର ଗୁଜବ ଉଠିଛି ଏବଂ ଏବେ ଏହା ଜୋର ଧରିଛି। ଦାବି କରାଯାଉଛି ଯେ, କ୍ଷମତା ହାସଲ କରିବା ପରେ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ…
ବାଲିଗୁଡ଼ାରେ ଚୋର ଭାବି ପୋଲିସକୁ ନିର୍ଧୁମ ମାଡ଼
ବାଲିଗୁଡ଼ା,୧୧ା୭: କଳାହାଣ୍ଡି ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ରେ ଏକ ଅଭାବନୀୟ ଘଟଣାରେ ଚୋର କିମ୍ବା ଅପହରଣକାରୀ ସନ୍ଦେହରେ ଅଞ୍ଚଳବାସୀ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସାଧା ପୋଷାକରେ କୁର୍ତ୍ତମଗଡ଼ ଅଞ୍ଚଳକୁ…
ଗଡ଼ୁନି ଗାଡ଼ି, ବଢ଼ୁଛି ଦୁର୍ଦ୍ଦଶା
ଭୁବନେଶ୍ୱର,୧୧ା୭(ରବିନାରାୟଣ ଜେନା): ତିନିଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ ପରିବହନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ଅନୁଭବ କରି ପ୍ରାୟ…
ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ
ଭଞ୍ଜନଗର,୧୧ା୭(ବାବୁଲା ପ୍ରଧାନ): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୪ ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। କମିଟିର ଚେୟାରମ୍ୟାନ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଜିଲାର…
Archives


