ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର
ବଲାଙ୍ଗୀର,୧୦।୭: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆନ୍ଦୋଳନରତ ଡ୍ରାଇଭର ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ…
BLA କରିଛି ଏମିତି ପ୍ଲାନ ଦୋହଲିଯିବ ପାକିସ୍ତାନ! ବଢିଲା ମୁନିରଙ୍କ ଟେନସନ
ଇସଲାମାବାଦ,୧୦।୭: ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (BLF) ପୁଣି ଥରେ ପାକିସ୍ତାନରେ ଆକ୍ରମଣ ଆରମ୍ଭ କରିଛି। ଏହି ସଂଗଠନ ମଙ୍ଗଳବାର (ଜୁଲାଇ ୦୮, ୨୦୨୫) ବିଳମ୍ବିତ ରାତିରେ ବେଲୁଚିସ୍ତାନର ଅନେକ ସରକାରୀ ବାସଭବନ ଏବଂ ସାମରିକ ଘାଟିକୁ ଟାର୍ଗେଟ କରି ଅନେକ ଜିଲାରେ…
୧୨ରେ ଓଡ଼ିଶା ଫେରିବେ ନବୀନ
ଭୁବନେଶ୍ୱର,୧୦।୭: ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମୁମ୍ବାଇରେ ଅପରେଶନ ପରେ ଓଡ଼ିଶା ଫେରିବେ ବୋଲି ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି।…
ମୋବାଇଲ ଦେଖାଇବା ଆଳରେ ୮ ବର୍ଷର ନାବାଳିକାଙ୍କୁ ଅସଦାଚରଣ, ୬୦ ବର୍ଷ ବୃଦ୍ଧଙ୍କୁ…
ବ୍ରହ୍ମପୁର, ୧୦।୭(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ଡିସେମ୍ବର ମାସରେ ଜନୈକା ୮ ବର୍ଷର ନାବାଳିକାଙ୍କୁ ମୋବାଇଲ ଦେଖାଇବା ଆଳରେ ଘର ଭିତରେ ଅସଦାଚାରଣ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ବତନ୍ତ୍ର ପୋକ୍ସୋ ବିଚାରପତି ପ୍ରଣତି ପଟ୍ଟନାୟକ ଗୁରୁବାର ନାବାଳିକା ଅସଦାଚରଣ ମାମଲାର ଚୂଡାନ୍ତ…
CBI ଜାଲରେ MCL ଜେନେରାଲ ମ୍ୟାନେଜର
ଭୁବନେଶ୍ୱର,୧୦।୭: ସୁନ୍ଦରଗଡ଼ ବସୁନ୍ଧରା ଏରିଆ MCL ଜେନେରାଲ ମ୍ୟାନେଜର(ମାଇନିଂ) ଅଖିଳେଶ କୁମାର ବର୍ମା ଗୁରୁବାର CBI ଜାଲରେ ପଡିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଖିଳେଶ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ଏନେଇ CBI ପକ୍ଷରୁ ଏକ ମାମଲା…
ଭାରତୀୟ ନର୍ସଙ୍କୁ ୟେମେନରେ ହେବନାହିଁ ଫାଶୀ! ଜାଣନ୍ତୁ ସୁପ୍ରିମକୋର୍ଟରେ ହେଉଥିବା ଆଲୋଚନା Blood Money ଟ୍ରିକ କ’ଣ
ସାନା/ନୂଆଦିଲ୍ଲୀ,୧୦।୭: କେରଳର ବାସିନ୍ଦା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଜୀବନ ଏବେ ଏକ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ସ୍ଥିତିରେ ଅଛି। ୟେମେନର ଏକ କୋର୍ଟ ତାଙ୍କୁ ତାଙ୍କ ୟେମେନୀ ବ୍ୟବସାୟିକ ଅଂଶୀଦାରଙ୍କ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ଦେଇଛନ୍ତି ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ ଭୟ
ପୁରୀ,୧୦।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ…
ଶ୍ରାବଣ ମାସରେ ଭୁଲ୍ରେ ବି କରନ୍ତୁ ନାହିଁ ଏସବୁ; ଜାଣନ୍ତୁ ନିୟମ, କ’ଣ କରିବା ଉଚିତ…
ଶ୍ରାବଣ ମାସରେ ଆରମ୍ଭ ହୋଇଛି। ସମସ୍ତ ଶିବ ଭକ୍ତ ଏହାକୁ ନେଇ ଉତ୍ସାହିତ। କାରଣ ଏହି ମାସକୁ ଭଗବାନ ଶିବଙ୍କ ପୂଜା ଏବଂ ଆରାଧନା ପାଇଁ ବିଶେଷ ମନେ କରାଯାଏ। ଏହା ସହିତ ଶ୍ରାବଣ ସୋମବାର ବ୍ରତ ଭଗବାନ ଶିବଙ୍କ ଭକ୍ତମାନଙ୍କ…
ସୁପରଷ୍ଟାର ପାଲଟିଲେ ବୈଭବ ସୂର୍ଯ୍ୟବଂଶୀ, ୬ ଘଣ୍ଟା ଡ୍ରାଇଭ କରି କ୍ରିକେଟରଙ୍କୁ ଭେଟିବାକୁ ପହଞ୍ଚିଲେ ୨ ଯୁବତୀ
ନୂଆଦିଲ୍ଲୀ,୧୦।୭: ସୋସିଆଲ ମିଡିଆ ଦୁନିଆରେ ଲୋକମାନେ ରାତାରାତି ସୁପରଷ୍ଟାର ହେବାର ଦେଖାଯାଇଛି, କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ବଳରେ ଦୁନିଆରେ ନିଜର ସ୍ବତନ୍ତ୍ର ଛାପ ସୃଷ୍ଟି କରନ୍ତି। ଏହା କ୍ରିକେଟ ଦୁନିଆରେ ମଧ୍ୟ ଦେଖାଯାଏ। ଆଜିକାଲି…
ଚଳନ୍ତା ଟ୍ରେନ୍ରେ ଯୁବତୀଙ୍କ ଅଜବ କାଣ୍ଡ, ପିଟି ପିଟି ନିଶା ଛଡ଼ାଇଦେଲେ ମା’! Video ଦେଖିଲେ…
ଆଜିକାଲିର ଯୁବପୀଢ଼ି ରିଲ୍ ନିଶାରେ ଏମିତି ମାତିଛନ୍ତି ଯେ, ସେମାନେ କିଛି ବି କରିପାରନ୍ତି। ଅର୍ଥାତ କିଛିଟା ଲାଇକ୍ ପାଇଁ ସେମାନେ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏଭଳି ଏକ ଭାଇରାଲ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ…
‘ଆପଣ ଗଳିରେ ପଶନ୍ତୁନି, ଆମେ ହାଇଓ୍ବେରେ ଅଛୁ’, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୧୦।୭: ବିହାର ଭୋଟର ତାଲିକା ଯାଞ୍ଚ (Special Intensive Revision SIR) ମାମଲାରେ ସୁପ୍ରିମକୋର୍ଟରୁ ନିର୍ବାଚନ କମିଶନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ SIR ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ମାମଲାର ଶୁଣାଣି ସମୟରେ, କୋର୍ଟର ପରିବେଶ ସେତେବେଳେ…
ଗଞ୍ଜାମର ନୂଆ ଯୋଗାଣ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,୧୦ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୂଆପଡ଼ା ଜିଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଦୋନ୍ନତି ପରେ ଗଞ୍ଜାମ ମୁଖ୍ୟ ଜିଲା…
Archives


