Home Left

ଡବଲ୍‌ ଲଘୁଚାପ: ଓଡ଼ିଶାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି, ଚେତାବନୀ ଦେଲେ IMD ଡିଜି

ଭୁବନେଶ୍ୱର,୧୪।୭: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ IMD ଆକଳନ କରିଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୋମବାର ଆକଳନ କରିଛନ୍ତି। ଅବପାତ ଜନିତ ବର୍ଷା ବନ୍ୟା…

ଅଭାବନୀୟ ଘଟଣା: ବିବାହ ଭୋଜିରେ ଅଧିକ ଚିକେନ ମାଗିବାରୁ ବନ୍ଧୁକୁ ଛୁରୀରେ ହାଣି ହତ୍ୟା

ବେଙ୍ଗାଲୁରୁ,୧୪।୭: କର୍ଣ୍ଣାଟକର ବେଲାଗାଭି ଜିଲାରେ ଏକ ଦୁଃଖଦ ଘଟଣାରେ ବିବାହ ଭୋଜିରେ ଅଧିକ ଚିକେନ ମାଗିବା କାରଣରୁ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଛୁରୀରେ ହାଣି ହତ୍ୟା କରାଯାଇଛି। ଘଟଣାର ଶିକାର ହେଉଛନ୍ତି ବିନୋଦ ମାଲାଶେଟ୍ଟୀ, ଯିଏ ବେଲାଗାଭି ଜିଲାର ଯାରାଗାଟ୍ଟି…

ସାହାଯ୍ୟ ପାଇଁ କଙ୍ଗନାଙ୍କ ପାଖକୁ ଯାଇଥିଲେ ବୃଦ୍ଧ: ଏମିତି କଥା କହିଲେ ଅଭିନେତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ମଣ୍ଡି,୧୪।୭: ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବଞ୍ଜାର ଅଞ୍ଚଳ ଗସ୍ତ ସମୟରେ, ଜଣେ ବୟସ୍କ ବ୍ୟକ୍ତି ତାଙ୍କ ପାଖକୁ ଯାଇ ପାର୍ବତୀ ପ୍ରକଳ୍ପ ସହିତ ଜଡିତ ତାଙ୍କର…

8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ…

ପାକିସ୍ତାନରେ ଶୁଭିଲା ଜୟ ଶ୍ରୀରାମ ଧ୍ୱନି

କରାଚି,୧୪।୭: ମୁସଲିମ କଳାକାରମାନେ ପାକିସ୍ତାନର କରାଚୀ ସହରରେ ରାମାୟଣ ମଞ୍ଚସ୍ଥ କରିଥିଲେ, ଏଥିପାଇଁ ପାକିସ୍ତାନୀ ନାଟ୍ୟ ଗୋଷ୍ଠୀକୁ ବହୁତ ପ୍ରଶଂସା କରାଯାଉଛି। ସପ୍ତାହାନ୍ତରେ କରାଚୀ କଳା ପରିଷଦରେ ରାମାୟଣ ମଞ୍ଚସ୍ଥ କରାଯାଇଥିଲା। କରାଚୀର ‘ମୌଜ’ ଗୋଷ୍ଠୀ ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତା (AI)…

କଙ୍ଗାରୁ କୋର୍ଟକୁ ନେଇ ମୁହଁ ଖୋଲିଲେ ଆଇନମନ୍ତ୍ରୀ: ଏଣିକି ମିଳିବ କଡ଼ା ଦଣ୍ଡ

ଭୁବନେଶ୍ୱର,୧୪।୭: ରାଜ୍ୟରେ ହେଉଥିବା କଙ୍ଗାରୁ କୋର୍ଟକୁ ନେଇ ଆଇନମନ୍ତ୍ରୀ ସୋମବାର ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଯୁବତୀଯୁବକଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା, ଆଇନ ହାତକୁ ନେଲେ ଦଣ୍ଡିତ ହେବେ। କଙ୍ଗାରୁ…

ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ନିକଟରେ ବୋହିଲା ରକ୍ତ

ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଉତ୍ତରଦ୍ୱାର ସତ୍ୟନାରାୟଣ ମନ୍ଦିର ନିକଟରେ ଅଟୋଚାଳକଙ୍କୁ ହାଣୀ ରକ୍ତାକ୍ତ କଲେ ଦୃର୍ବୁତ୍ତ। ସିଂହଦାର ପୋଲିସ ପହଞ୍ଚି ଚାଳକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଆଲର୍ଟ ହେଲା ଏହି ଏୟାରଲାଇନ୍ସ, କର୍ମଚାରୀଙ୍କ ପାଇଁ ଜାରି କଲା କଡ଼ା ନିର୍ଦ୍ଦେଶ

ଆବୁଧାବି,୧୪।୭: ଆବୁଧାବିର ପ୍ରମୁଖ ବିମାନ କମ୍ପାନୀ ଏତିହାଦ ଏୟାରୱେଜ ଏହାର ପାଇଲଟମାନଙ୍କୁ ଉଡ଼ାଣ ସମୟରେ ଅତ୍ୟନ୍ତ ସତର୍କତାର ସହିତ ବୋଇଂ ୭୮୭ ବିମାନରେ ଇନ୍ଧନ ନିୟନ୍ତ୍ରଣ ସ୍ବିଚ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ, ଏହି ସ୍ବିଚଗୁଡ଼ିକର ଲକିଂ ସିଷ୍ଟମ…

ମୌଳିକ ସୁବିଧାରୁ ବଞ୍ଚିତ କୁଶୁର୍ଲା କଲୋନୀ ପଡାବାସୀ: ମାଟିଘରେ ବିତୁଛି ଜୀବନ

କର୍ଲାମୁଣ୍ଡା,୧୪।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନୀ ପଡାରେ ଲୋକେ ବସବାସ କରିବାର ଦୀର୍ଘ ୪୦ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ମିଳୁ ନ ଥିବାରୁ ପଡ଼ାବାସୀ ଏବେ ଚିନ୍ତାରେ ଅଛନ୍ତି। ସ୍ଥାୟୀ ପଟ୍ଟା ପାଇବା…

ବୁଗୁଡ଼ା ବ୍ଲକ, ଏନଏସି ପାଇଁ ସାଂସଦ ପ୍ରତିନିଧି ଭାବେ ଉତ୍ତମ କୁମାର ନିଯୁକ୍ତ

ବୁଗୁଡା,୧୪।୭ (କାଳିଚରଣ ଦାଶ): ବୁଗୁଡା ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆସିକା ଲୋକ ସଭା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଆଇନଜୀବୀ ଉତ୍ତମ କୁମାର ଦାସ ନିଯୁକ୍ତ ହୋଇଥିବା ଜଣାଯାଇଛି। ଏ ନେଇ ବିଧିବଦ୍ଧ ଭାବେ…

ତହସିଲ କର୍ମଚାରୀଙ୍କ ମିଳିଲା ଝୁଲନ୍ତା ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ବୈଶିଙ୍ଗା,୧୪।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ସୋମବାର ଜଣେ ତହସିଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ବେତନଟୀର ବିଶ୍ୱଜିତ ପରିଡା ରବିବାର ସାରେ ଘରକୁ ଫେରି ରୁମରେ କବାଟ ବନ୍ଦ…

ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସନ୍ତୁଳିତ ଖାଦ୍ୟ ଆମ ଶରୀର ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ହେଲେ ଏଭଳି ଖାଦ୍ୟର ସୁପ୍ରଭାବ ମାନସିକତା ଉପରେ ମଧ୍ୟ ପଡ଼ିଥାଏ। ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡିଛି। ‘ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା’ ଶୀର୍ଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri