Home Left

ଫାଇନାଲ ମ୍ୟାଚରୁ ବିଦା ହୋଇଥାନ୍ତେ ଅଭିଷେକ ଶର୍ମା! ଏମିତି କରି କ୍ରିକେଟରଙ୍କୁ ରକ୍ଷା କଲେ ସଞ୍ଜୁ ସାମସନ, ଚାରିଆଡେ ଚହଳ

ନୂଆଦିଲ୍ଲୀ,୬।୩: ଟିମ ଇଣ୍ଡିଆ ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଜିତିଛି। ଏହି ବିଜୟ ସହିତ ଦଳ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ ଅଭିଷେକ ଶର୍ମାଙ୍କ ବ୍ୟାଟ ସମଗ୍ର ଟୁର୍ନାମେଣ୍ଟରେ ନୀରବ…

ଜିଲାପରିଷଦ ବୈଠକରେ ହୋ-ହଲ୍ଲା, ‘ହୁ ଆର୍‌ ୟୁ’ କହିବା ନେଇ ତୁମୁଳକାଣ୍ଡ,

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ ନେଇ ଆରୋପ ଏବଂ ପ୍ରତ୍ୟାରୋପ ଚାଲିଲା। କିଛି ସମୟ ପର୍ଯ୍ୟନ୍ତ ବୈଠକ ବନ୍ଦ…

ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଭାରତୀୟ ଦଳରେ ହେବ ବଡ଼ ପରିବର୍ତ୍ତନ: ବରୁଣଙ୍କ ସ୍ଥାନ ନେବେ ଏହି ଅଲରାଉଣ୍ଟର!

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଛି। ଗୁରୁବାର ଟିମ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି। ସଞ୍ଜୁ ସାମସନ ଉତ୍କୃଷ୍ଟ ଫର୍ମରେ ଅଛନ୍ତି, ଲଗାତାର ଦୁଇଟି ଅର୍ଦ୍ଧଶତକ ହାସଲ…

ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ ପାଇଁ ରହିଛି ଷ୍ଟକ୍‌

ନୂଆଦିଲ୍ଲୀ,୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବେ ଖୋଲା ଯୁଦ୍ଧରେ ପରିଣତ ହୋଇଛି, ଆମେରିକା ଏବଂ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଇରାନକୁ ଗଭୀର ଭାବରେ କ୍ଷତି ପହଞ୍ଚାଇଛି। ଇରାନ ସରକାରଙ୍କ ତଥ୍ୟ ଅନୁଯାୟୀ, ଆମେରିକା ଏବଂ ଇସ୍ରାଏଲର ବିମାନ ଆକ୍ରମଣରେ ଏପର୍ଯ୍ୟନ୍ତ 1,145…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି। ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ। ଗୁଜରାଟ…

T20 World Cup 2026 ଫାଇନାଲରେ ପରଫର୍ମ କରିବେ ଏହି ବିଦେଶୀ କଳାକାର, ନାମ ଘୋଷଣା କଲା ICC

ନୂଆଦିଲ୍ଲୀ,୬।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି। ବିଶ୍ୱକପ ସମାପନ ଉତ୍ସବରେ ବିଦେଶୀ କଳାକାରମାନେ ପ୍ରଦର୍ଶନ କରିବେ। ପ୍ୟୁର୍ଟୋରିକାନ ପପ ଷ୍ଟାର ରିକି ମାର୍ଟିନ ଫାଇନାଲ ମ୍ୟାଚରେ…

ଧୋନିଙ୍କ ୧୯ ବର୍ଷର ପୁରୁଣା ରେକର୍ଡ ଦୋହରାଇଲେ ଶିବମ୍‌

ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଶିବମ୍‌ ଦୁବେ ୨୫ ବଲରେ ୪୩ ରନ କରି ରନ୍‌ଆଉଟ୍‌ ହୋଇଥିଲେ। ଚଳିତ ଟି୨୦ ବିଶ୍ୱକପ୍‌ରେ ସେ ତୃତୀୟ ଥର ପାଇଁ ରନଆଉଟ୍‌ ହୋଇଥିଲେ। ଟି୨୦ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ରନଆଉଟ୍‌…

ଯୁଦ୍ଧ ଭିତରେ ଭାରତକୁ ବଡ଼ ବିପଦ, ବଙ୍ଗୋପସାଗରରୁ ହୋଇପାରେ ଆଟାକ୍‌!

ନୂଆଦିଲ୍ଲୀ,୬।୩: ତାଇୱାନ ଉପରେ ଆକ୍ରମଣ କରିବା ପୂର୍ୱରୁ, ଚାଇନା କ’ଣ ଭାରତକୁ ବହୁମୁଖୀ ମୋର୍ଚ୍ଚାରେ ସାମିଲ କରିବାକୁ ଚାହୁଁଛି? କାରଣ ଚାଇନା ଜାଣେ ଯେ ତାଇୱାନ ଉପରେ ଆକ୍ରମଣ ହେଲେ ତା’ ପାଇଁ ସବୁଠାରୁ ବଡ଼ ବିପଦ ଭାରତଠାରୁ ଆସିବ। ଚାଇନା…

ପୂରଣ ହେଲା ସ୍ବପ୍ନ, UPSC ପରୀକ୍ଷାରେ ବାଜି ମାରିଲେ ଭାଜପା ନେତାଙ୍କ ପୁଅ

ନୂଆଦିଲ୍ଲୀ,୬।୩: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୫ ପାଇଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ହରିୟାଣାର ଜଣେ ଭାଜପା ନେତାଙ୍କ ପୁଅ ଏକାଂଶ ଧୂଲ ଦେଶରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଭାଜପା…

ବୁମରାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଉତ୍ସର୍ଗ କଲେ ସଞ୍ଜୁ ସାମସନ

ମୁମ୍ବାଇ,୬।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷେ ମ୍ୟାଚ୍‌ରେ ଠିକଣା ସମୟରେ ଘାତକ ବୋଲିଂ…

‘ଉତ୍ତମ କଳାକାର ହେବା ପାଇଁ ଶିକ୍ଷକ ପ୍ରେରଣାର ଉତ୍ସ ହେବା ଆବଶ୍ୟକ’

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ କଳାଶିକ୍ଷକ ଅକ୍ଷୟ କୁମାର ସେଠୀଙ୍କ…

ଚତୁର୍ଥ ଥର ପାଇଁ ICC ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ, ପୁଣି ‘ଅଶୁଭ’ ନ ହେଉ ନରେନ୍ଦ୍ର ମୋଦି ଷ୍ଟାଡିୟମ

ନୂଆଦିଲ୍ଲୀ,୬।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ହେବାକୁ ଯାଉଛି। ଗୋଟିଏ ମ୍ୟାଚ ପରେ ବିଜୟୀ ଦଳ ନିର୍ଣ୍ଣୟ କରାଯିବ। ରବିବାର, ୮ ମାର୍ଚ୍ଚରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା କରିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri