ମାଡ଼ିଲା ବନ୍ୟାଜଳ: ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ
ଧୂଷୁରୀ,୨୭ା୭(ଦୀପ୍ତିରଞ୍ଜନ ନାୟକ): ବୈତରଣୀରେ ବଡ଼ ବନ୍ୟା ଆସିଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ, ସୁନ୍ଦରପୁର, ନାନ୍ଦପୁର ଓ ଆରଡ଼ି ଆଦି ୪ ପଞ୍ଚାୟତର ୨୩ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ବୋଡ଼କ ନିକଟରେ ୨୦ ନଂ…
କାଙ୍ଗାଳ କରିଦେବ ବାସ୍ତୁଦୋଷ, ରୋଗରେ ପଡ଼ି ହେବେ ଖର୍ଚ୍ଚାନ୍ତ, ଜାଣିରଖନ୍ତୁ…
ଘରେ କୌଣସି ଛୋଟମୋଟ ବାସ୍ତୁଦୋଷ ଥିଲେ ଏହାର ଅନେକ କୁ-ପ୍ରଭାବ ପରିବାରର ସୁଖ, ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।ଏହି ସମସ୍ୟାର ସମାଧାନପାଇଁ ଜାଣନ୍ତୁ କିଛିଟା ସରଳ ବାସ୍ତୁ ଟିପ୍ସ… * ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ଗଙ୍ଗାଜଳ…
MGNREGA ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସରପଞ୍ଚ
ଗଞ୍ଜାମ,୨୭ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର(ଏମ୍ଜିଏନ୍ଆର୍ଇଜିଏସ୍) ନରେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମହିଳା ସରପଞ୍ଚ ମମତା ବେହେରା l ମଲାଡ଼ ପଞ୍ଚାୟତ କୁଶପଲ୍ଲୀଠାରେ…
ରାଜନୀତିରେ ହଇଚଇ, ଅମରେଶଙ୍କ ସସ୍ପେଣ୍ଡ ପରେ ମୁହଁ ଖୋଲିଲେ…
ଭୁବନେଶ୍ୱର,୨୭।୭: ବିଜେଡିର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଜିଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ…
ବନ୍ୟାଜଳରେ ଭାସିଗଲା ଗେଙ୍ଗୁଟି ନଦୀ ପୋଲ
ଭଦ୍ରକ,୨୭ା୭(ସନାତନ ରାଉତ): ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ଶନିବାର ରାତିରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି। ଭଣ୍ଡାରିପୋଖରୀ ଷୋଳମପୁର ପଞ୍ଚାୟତରେ ତିଖିଲିଆକୁ ସଂଯୋଗ କରୁଥିବା ଗେଙ୍ଗୁଟି ନଦୀ ଉପରେ…
ଶୁଣ୍ଢରେ ଟେକି ଜଣଙ୍କୁ କଚାଡ଼ି କଚାଡ଼ି ମାରିଲା ଦନ୍ତା, ଏଣେତେଣେ ପଡ଼ିଛି ମୃତଦେହର ସବୁ ଅଂଶ
ଜି.ଉଦୟଗିରି,୨୭ା୭(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଦୀର୍ଘମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ଏକ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପକାଇଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜି.ଉଦୟଗିରିଠାରୁ…
ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ, ଏହିଦିନ ହେବ ପାଳନ…
ବଲାଙ୍ଗୀର,୨୭ା୭(ସୁନୀଲ ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଚଳିତ ବର୍ଷର ନୂଆଖାଇ ପର୍ବ ପାଳନ କରାଯିବ। ବଲାଙ୍ଗୀର ଜିଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ସିନ୍ଧାନ୍ତକ୍ରମେ…
କଟକ OMPରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର: ଖର୍ଚ୍ଚ ହେବ ୬୪୦ କୋଟି ଟଙ୍କା
ଭୁବନେଶ୍ୱର,୨୭।୭: କଟକ ସହରରେ ଯାତାୟାତ ସମସ୍ୟା ଓ ଭିଡ଼କୁ ଦୃଷ୍ଟିରେ ରଖି OMP ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି। ଏହି ସୂଚନା ଦେଇଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ସାଂସଦ ମହତାବ…
ଆକ୍ସନ ମୋଡ୍ରେ ପୋଲିସ: ଥାନା ଚାରିପଟୁ ଆରମ୍ଭ କଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା
ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଚାରିପଟକୁ ଜବରଦଖଲ କରି ଏକାଧିକ ଲୋକ ବସବାସ କରୁଛନ୍ତି। ଏବେ ଉକ୍ତ ଜବରଦଖଲକୁ ଥାନା ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ରବିବାରଠାରୁ କରାଯାଇଛି। ଥାନା ଅଧିକାରୀ ତଥା ଡିଏସ୍ପି କନକ କୁମାର ମାଝୀଙ୍କ ନେତୃତ୍ୱରେ…
୪ ବର୍ଷ ହେଲା ସରୁନି କାମ, ଖାଲଖମାରେ ପୂରିଛି ରାସ୍ତା, ଯନ୍ତ୍ରୀଙ୍କୁ ପଚାରିଲେ…
ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ରାସ୍ତା ସମ୍ପ୍ରସାରଣର ଆରମ୍ଭର ଇତି ମଧ୍ୟରେ ୪ ବର୍ଷ ବିତିଲାଣି ତଥାପି ରାସ୍ତା କାର୍ଯ୍ୟ ଶେଷ ହେଉନି। ଚୁକ୍ତି ଅନୁସାରେ ୨୦୨୩ରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ…
ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା…
ବାସୁଦେବପୁର,୨୭ା୭(କାଳୀପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତରେ ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ ଜେନା…
ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ଅଚଳ: ଉପଭୋକ୍ତା ହଟହଟା
ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍ଏନ୍ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍ଏନ୍ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧ ମାସ…
Archives


