ଜାତିଭିତ୍ତିକ ଜନଗଣନା: ଆଶା ଓ ସଂଶୟ
ଶେଷରେ କେନ୍ଦ୍ର ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ଅପ୍ରତ୍ୟାଶିତ ଘୋଷଣା। କାରଣ ପୂର୍ବରୁ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ସପକ୍ଷରେ ନାହାନ୍ତି ବୋଲି ଘୋଷଣା କରିଥିଲେ ଓ ସାଧାରଣ ଜନତା ଭାବି ନେଇଥିଲେ…
Googleର ବଡ଼ ଘୋଷଣା: ଅଗଷ୍ଟ ୨୫ରୁ ବନ୍ଦ ହୋଇଯିବ ଏହି ସର୍ଭିସ, ଜାଣନ୍ତୁ ୟୁଜର୍ସ କରିବେ କ’ଣ
ନୂଆଦିଲ୍ଲୀ,୨୮।୭: ଲମ୍ବା ଲିଙ୍କଗୁଡ଼ିକୁ ଛୋଟ ଏବଂ ଶେୟାର କରିବା ସହଜ କରିବା ପାଇଁ ଡିଜାଇନ କରାଯାଇଥିବା ଗୁଗଲର ବହୁତ ଲୋକପ୍ରିୟ ସେବା ଗୁଗଲ URL ସର୍ଟନର ଏବେ ଅଗଷ୍ଟ ୨୫, ୨୦୨୫ ରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଯଦିଓ ଗୁଗଲ ୨୦୧୮ରେ…
୯୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଦୀପିକା
ନୂଆଦିଲ୍ଲୀ, ୨୮ା୭: ଗ୍ଲୋବାଲ କଲ୍ଚରାଲ ପବ୍ଲିକେଶନ ‘ଦି ସିଫ୍ଟ’ର ପ୍ରସିଦ୍ଧ ‘୯୦+ ଓ୍ବମେନ୍ ସେପିଂ କଲ୍ଚର’ ତାଲିକାରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ସାମିଲ କରାଯାଇଛି। ମାନସିକ ସ୍ବାସ୍ଥ୍ୟ ସଚେତନତା ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପ୍ରୟାସ ଯୋଗୁ ଦୀପିକାଙ୍କୁ ଏହି…
ପ୍ରେମିକାଙ୍କୁ ଭେଟିବାକୁ ଯିବାରୁ ନାବାଳକଙ୍କୁ ପିଟି ହତ୍ୟା
ଭୋପାଳ, ୨୮ା୭: ମଧ୍ୟପ୍ରଦେଶର ରତନାମ ଜିଲାର ନାମଲି ଅଞ୍ଚଳସ୍ଥିତ ମେସାଭା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳକ ଆୟୁଷ ମାଲବ୍ୟଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଆୟୁଷ ନିଜ ପ୍ରେମିକାଙ୍କୁ ଭେଟିବାକୁ ମେସାଭା ଗ୍ରାମରେ ଥିବା ତାଙ୍କ ଘରକୁ ଆସିଥିଲେ।…
୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍
ନୂଆଦିଲ୍ଲୀ, ୨୮ା୭: ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆର୍ଥିକ ବର୍ଷ ୨୦୨୬ରେ ନିଜର ୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଟିସିଏସ୍ ସିଇଓ କେ. କ୍ରିତିବାସନ୍ ଏହି ସଙ୍କେତ ଦେଇଛନ୍ତି। ଏପରି ହେଲେ ଟିସିଏସ୍ର…
ଚିଠା ତାଲିକାରୁ ହଟିଲେ ୬୫ ଲକ୍ଷ ବିହାରୀ ଭୋଟର
ନୂଆଦିଲ୍ଲୀ,୨୮ା୭: ବିହାର ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନ କମିଶନ ଚଳାଇଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏସ୍ଆଇଆର୍କୁ ଚ୍ୟାଲେଞ୍ଜ କରି ଦାଖଲ ୧୦ରୁ ଊର୍ଦ୍ଧ୍ୱ ପିଟିଶନ୍ର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବାକୁ…
ଆଜିଠୁ ଲୋକ ସଭାରେ ‘ସିନ୍ଦୂର’ ବିତର୍କ
ନୂଆଦିଲ୍ଲୀ,୨୮ା୭: ଅପରେଶନ ସିନ୍ଦୂର ଉପରେ ବିଜର୍କ ଦାବିକରି ବିରୋଧୀ ହଟ୍ଟଗୋଳ କରିବାରୁ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ବେକାର ଯାଇଥିବାବେଳେ ସୋମବାରଠାରୁ ଲୋକ ସଭାରେ ଏ ସମ୍ପର୍କିତ ଆଲୋଚନା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିରୋଧୀ କଂଗ୍ରେସ ଗୃହରେ…
୧୩ ବର୍ଷ ପରେ ମାତୋଶ୍ରୀରେ ରାଜ୍ ଠାକ୍ରେ
ମୁମ୍ବାଇ,୨୮ା୭: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ମୁମ୍ବାଇସ୍ଥିତ ମାତୋଶ୍ରୀରେ ରବିବାର ପ୍ରବେଶ କରିଛନ୍ତି। ଭାଇ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ଜନ୍ମଦିନ ଉତ୍ସବ ପାଳନ…
ମନ୍ଦିରରେ ୩୦ ବର୍ଷର ବର୍ବରତା
ବେଙ୍ଗାଲୁରୁ,୨୮ା୭: ଜୁଲାଇ ୧୧ରେ କର୍ନାଟକର ଧର୍ମଶାଳା ସହରସ୍ଥିତ ବେଲଥାଙ୍ଗଡ଼ି କୋର୍ଟରେ ହାଜର କରାଯିବାବେଳେ ହ୍ବିସିଲବ୍ଲୋୟରଙ୍କ ମୁହଁ କଳା ହୁଡ୍ରେ ଢଙ୍କାଯାଇଥାଏ। ତାଙ୍କ ହାତରେ ଥାଏ କେତୋଟି କଙ୍କାଳର ଅବଶେଷ, ଯାହାକୁ ସେ ବଳାତ୍କାର ପୀଡ଼ିତାଙ୍କୁ ପୋତାଯାଇଥିବା ଏକ ଗଣସମାଧିରୁ ଆଣିଥିବା ଦାବି କରିଥିଲେ।…
ଅସହାୟ ଜେଜେମା’ଙ୍କୁ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା
ନୂଆପଡ଼ା,୨୮।୭ (ମକାରୁ ବେମାଲ):ପରିଣତ ବୟସରେ ଘରେ ବସି ଖାଇବା ଦିନରେ ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅନ୍ୟ ଦ୍ୱାର ଯାଇ ଭିକ୍ଷାବୃତ୍ତି କରିବାକୁ ପଡିଛି। ବୟସ ଅନୁପାତରେ ନିଜକୁ ସମ୍ଭାଳିବା କଷ୍ଟ, ସେଥିରେ ସାତ ବର୍ଷର ନାତୁଣୀ…
ପୋତିହେବାକୁ ବସିଛି ଭତ୍ରା ଡ୍ୟାମ୍: ଆରମ୍ଭରୁ ହୋଇନି ପୁନରୁଦ୍ଧାର
ଭବାନୀପାଟଣା,୨୮।୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଜୁନାଗଡ଼ ବ୍ଲକର ବହୁ ପୁରୁଣା ଭତ୍ରାଡ୍ୟାମ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି। ୭୦ ବର୍ଷହେବ ଏହି ଡ୍ୟାମ ନିର୍ମାଣ ହେଲାଣି କିନ୍ତୁ ଥରେ ମଧ୍ୟ ପୁନରୁଦ୍ଧାର ହୋଇନାହିଁ। ଡ୍ୟାମରେ ୧୫ ଫୁଟ ମାଟି…
ଗିଲ୍, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର
ମାଞ୍ଚେଷ୍ଟର,୨୭।୭: ଅଧିନାୟକ ଶୁବମନ ଗିଲ୍, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦରଙ୍କ ଶତକ ବଳରେ ଭାରତ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟକୁ ଡ୍ର ରଖିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୩୧୧ ରନରେ ପଛୁଆ ଥିବା ଭାରତ…
Archives


