ଜନ୍ମାଷ୍ଟମୀରେ ଜ୍ୱାଳାମୁଖୀ ରାଜଯୋଗ: ଏସବୁ ରାଶିର ଆରମ୍ଭ ହେବ ଗୋଲ୍ଡେନ ଟାଇମ୍, ପ୍ରଭୁ ଶ୍ରୀକୃଷ୍ଣ…
ରାତି ପାହିଲେ ଜନ୍ମାଷ୍ଟମୀ। ହିନ୍ଦୁ ଧର୍ମରେ ଏହି ପର୍ବକୁ ବେଶ ଧୁମ୍ଧାମରେ ପାଳନ କରାଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ହୋଇଥିବା ବେଳେ ଧାର୍ମିକ ସହ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମହତ୍ୱପୂର୍ଣ୍ଣ ଦିନ। ଏହି ଦିନର ପ୍ରଭାବ ସମସ୍ତ ରାଶି ଉପରେ…
ଭାରତର କଡ଼ା ଚେତାବନୀ: ପାକିସ୍ତାନର ଯେକୌଣସି ଅଭିସନ୍ଧିରେ ହେବ ଗୁରୁତର ପରିଣାମ
ନୂଆଦିଲ୍ଲୀ,୧୪।୮: ଭାରତ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ଭାରତ ବିରୋଧୀ ବୟାନକୁ ତୀବ୍ର ନିନ୍ଦା କରିଛି। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ପାକିସ୍ତାନୀ ନେତୃତ୍ୱରୁ ଭାରତ ବିରୋଧୀ ବେପରୁଆ, ଯୁଦ୍ଧ ଉସକାଇବା ଓ ଘୃଣାଜନକ…
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ: ଫାଇଲେରିଆ ଔଷଧ ନେଲା ଜୀବନ
ସୁବର୍ଣ୍ଣପୁର,୧୪।୮: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିକଲପାଲି ଗାଁରେ ଗୁରୁବବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫାଇଲେରିଆ ଔଷଧ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଙ୍ଗନଓ୍ବାଡି ଏବଂ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଯୁବକ ଜଣକ…
ସ୍ୱାଧୀନତା ଦିବସରେ ୧୦୯୦ ପୋଲିସ କର୍ମଚାରୀଙ୍କୁ ସମ୍ମାନ, ଓଡ଼ିଶାରୁ ୩୧ ଜଣ
କଟକ,୧୪ା୮: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ ସଂଶୋଧନ ସେବାରେ କାର୍ଯ୍ୟ କରୁଥିବା ୧୦୯୦ ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଥିବା ତାଲିକା…
ସଜେଇ ହେଉଛି କଫି ବଗିଚା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେଲ୍ଫି ପଏଣ୍ଟ
ଦାରିଙ୍ଗବାଡି, ୧୪।୮ (ଅରୁଣ ସାହୁ): ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାକୁ ଏବେ ବିଭାଗ ଦୃଷ୍ଟି ଦେବା ଆରମ୍ଭ କରିଛି। ଯେଉଁ ବଗିଚାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସନ୍ତି। ତାର ରକ୍ଷଣବେକ୍ଷଣ…
ଅର୍ଜୁନଙ୍କ ପରେ ସାରା ତେନ୍ଦୁଲକର ଦେଲେ ଖୁସିଖବର: ପ୍ରଥମଥର….
ନୂଆଦିଲ୍ଲୀ,୧୪।୮:କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ହୋଇଛି। ଏହା ପରେ ସଚିନଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ଏକ ପାଇଲେଟ୍ସ ଏକାଡେମୀ ଖୋଲିଛନ୍ତି। ଅର୍ଜୁନ ନିର୍ବନ୍ଧ ପରେ ଏହାର…
ଅଚାନକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଯୋଗଦାନକୁ ନେଇ ଜୋର୍ଦାର ଚର୍ଚ୍ଚା
କଟକ ସଦର,୧୪ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବିଧାନସଭାର ୪୨ ମୌଜାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତ୍ରିରଙ୍ଗା ରାଲି ରଣେ ଷଣ୍ଢ ମନ୍ଦିରରୁ ବାହାରିବାର ଥିଲା। କଟକ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ହଠାତ୍ ୧୧ଟାବେଳେ ୪୨ ମୌଜା ମୁଖେ ଗଡ଼ିଥିଲା। ଏକଥା…
ଶିକ୍ଷକଙ୍କ ସହ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ, ପୀଡ଼ିତା କହିଲେ ଚମକିପଡିବା ଭଳି କାହାଣୀ
ଜୟନଗର,୧୪।୮: ବିହାରର ମଧୁବନୀ ଜିଲାର ଜୟନଗରରେ ଏକ ଘରୋଇ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ଛାତ୍ରୀଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ମାମଲାରେ ପୋଲିସ କଠୋର ଥିବା ଦେଖାଯାଉଛି। ପୀଡିତାଙ୍କ ବୟାନ ଉପରେ ମଙ୍ଗଳବାର…
ଭାରତର ଶକ୍ତି ଦେଖି ଦୋହଲିଗଲାଣି ପାକିସ୍ତାନର କଲିଜା, ସେନାଠାରୁ ବଞ୍ଚିବାକୁ ଗଠନ କଲାଣି ନୂଆ ଫୋର୍ସ
ନୂଆଦିଲ୍ଲୀ/ଇସଲାମାବାଦ,୧୪।୮: ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ S-400 ପ୍ରତିରକ୍ଷା ପ୍ରଣାଳୀର ଶକ୍ତି ଦେଖି ପାକିସ୍ତାନୀ ସେନାର ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ଯେ ଏବେ ଏହା ଏକ ନୂତନ ରକେଟ ବାହିନୀ ଗଠନ କରିବାକୁ ଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ…
ବଢୁଛି ସେଲ୍ଫି ପଏଣ୍ଟ ପ୍ରତି ଆଗ୍ରହ, ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ହୋଇଛି…
ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ…
ଶିକ୍ଷକଙ୍କ ଅବସରକୁ ବିତିଲାଣି ୧୩ ବର୍ଷ, ହେଲେ ଏଯାଏ ମିଳୁନି ଏରିୟର, ତୁରନ୍ତ ସମାଧାନ ନ ହେଲେ…
କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରି ଛାତ୍ରୀଛାତ୍ରଙ୍କୁ ଅନ୍ଧାରୁ ଆଲୋକିତ କରି ମଣିଷ କରିଥିବା ଶିକ୍ଷକଙ୍କୁ ଏରିୟର ମିଳିବାରେ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରୁ…
ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ମାକ୍ସ ପିକଅପ
ମୋହନା,୧୪।୮ ( ମନ୍ମଥ ମିଶ୍ର ): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ଗାଡ଼ି ଚଳାଇବାର ଅସୁବିଧା ସହ ଧନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ଆଜି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି…
Archives


