ପାକିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ, ହଟିବେ ଜର୍ଦ୍ଦାରୀ? ପ୍ରଥମଥର ମୁହଁ ଖୋଲିଲେ ମୁନିର
ଇସଲାମାବାଦ,୧୭।୮: ପାକିସ୍ତାନର ଫିଲ୍ଡ ମାର୍ଶାଲ ଜେନେରାଲ ଅସୀମ ମୁନିର ଏକ ବିଦ୍ରୋହ କରିପାରନ୍ତି, ଅନେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦାବି କରାଯାଇଛି ଯେ ଅସୀମ ମୁନିର ଆସିଫ ଅଲି ଜର୍ଦ୍ଦାରୀଙ୍କୁ ହଟାଇ ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଧାନମନ୍ତ୍ରୀ…
ପ୍ରକୃତିର ତାଣ୍ଡବ, ବାଦଲ ଫଟା ବର୍ଷାରେ ଧୋଇଗଲା ଅନେକ ଘର
କଠୁଆ,୧୭।୮: ପ୍ରତିବର୍ଷ ମୌସୁମୀ ଋତୁ ପାହାଡିଆ ରାଜ୍ୟଗୁଡ଼ିକ ପାଇଁ ବିପର୍ଯ୍ୟୟ ଆଣିଥାଏ। ଏଥର ମଧ୍ୟ ମୌସୁମୀ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି। ଜମ୍ମୁ-କା=ଶ୍ମୀରର କିସ୍ତୱାରରେ ବାଦଲ ଫଟା ଘଟଣା ପରେ ହଠାତ ବନ୍ୟାରେ ଏପର୍ଯ୍ୟନ୍ତ ୬୦ ରୁ…
ପୁଣି ମାନବିକତା ଦେଖାଇଲେ ଦାରିଙ୍ଗବାଡିବାସୀ: ତିଆରି କରିଲେ ବାଉଁଶ କୋକେଇ ବୋହିନେଲେ …
ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): ପୂର୍ବ ଶତ୍ରୁତାଥିଲେ, ଅନେକ ସମୟରେ ଗାଁ କିମ୍ବା ପରିବାର ମଧ୍ୟରେ କାହାର ମୃତ୍ୟୁ ଘଟିଲେ ମୃତଦେହକୁ ଶ୍ମଶାକୁ ନେବା ପାଇଁ କାନ୍ଧ ଦିଅନ୍ତି ନାହିଁ। ମାତ୍ର ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ିରେ। ଅଜଣା ଅଶୁଣା ଲୋକଙ୍କ…
ସରକାରଙ୍କ ବଡ଼ ଘୋଷଣା : ନୂଆନୀତିରେ ସରକାର ଆଣିଲେ ପରିବର୍ତ୍ତନ
ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) – ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀଚି ଜଟିଳ ହୋଇଥିବା ଅଭିଯୋଗ କରି ବିଭିନ୍ନ ଚାଷୀ ସଂଗଠନ ସମେତ ବିରୋଧୀ ରାଜନୈତିକ ଦଳ ଗୁଡିକ ସରକାରଙ୍କୁ ଘେରି ବସିଥିଲେ। ଏହାକୁ ନେଇ…
SBIର ବଡ଼ ଘୋଷଣା: ୫ହଜାରରୁ ଅଧିକ ପଦବୀରେ ନିଯୁକ୍ତି, ମିଳିବ ଏତେ ଦରମା
ନୂଆଦିଲ୍ଲୀ,୧୭।୮:ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଯୁବପିଢିଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ (ଗ୍ରାହକ ସେବା ଏବଂ ସହାୟତା) ପାଇଁ 5,583 ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପଦବୀ…
ଭୋଟ ଚୋରି ପ୍ରସଙ୍ଗ: ୩ ମାସ ପଦଯାତ୍ରା କରିବ ଯୁବ କଂଗ୍ରେସ
ଭୁବନେଶ୍ୱର, ୧୭।୮(ସୁନିତ୍ ମିଶ୍ର): ଭାଜପା ଭୋଟ ଚୋରିକରି ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା କଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତଥ୍ୟ ରଖିଥିଲେ। ଏଥିରେ ନିର୍ବାଚନ କମିଶନଙ୍କ ଭୂମିକା ବାବଦରେ ସେ ପ୍ରଘଟ କରିଥିଲେ। ଯେତେବେଳେ…
ବଙ୍ଗୋପସାଗରରେ ଲଘୁଚାପ: କାଲିଠାରୁ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୭ା୮(ଅନୁରାଧା ମହାରଣା):ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ହେଉଛି। ତେବେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ…
LICରେ ନିଯୁକ୍ତି ସୁଯୋଗ: AAO-AE ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଗ୍ରାଜୁଏଟ୍ମାନେ ଏଭଳି…
ନୂଆଦିଲ୍ଲୀ,୧୬।୮: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସହକାରୀ ପ୍ରଶାସନିକ ଅଧିକାରୀ (ଏଏଓ) ଏବଂ ସହକାରୀ ଇଞ୍ଜିନିୟର (ଏଇ) ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜି, ୧୬ ଅଗଷ୍ଟ ୨୦୨୫ରୁ ଆରମ୍ଭ…
ଆଉ ଏକ ଲଘୁଚାପ, ୨୧ ଯାଏ ପ୍ରବଳ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି କଲା..
ଭୁବନେଶ୍ୱର,୧୬ା୮(ଅନୁରାଧା ମହାରଣା) – ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ହେଉଛି। ତେବେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୧ ତାରିଖ…
କାହିଁକି ଜେଲେନ୍ସକିଙ୍କୁ ଧନ୍ୟବାଦ ଦେଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ
ନୂଆଦିଲ୍ଲୀ/କ୍ୱିଭ,୧୬।୮: ଶନିବାର ଭାରତ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତକୁ ସ୍ବାଗତ କରିଛି। ଏହି ବୈଠକ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା କିନ୍ତୁ ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରତି ଉପରେ କୌଣସି ଠୋସ…
ବେଇମାନ ଚାଇନା: ଭାରତକୁ କେବଳ ବନ୍ଧୁତ୍ୱର ହାତ ବଢାଇଲା, ହେଲେ ପାକିସ୍ତାନକୁ କରୁଛି ଆବଶ୍ୟକତାଠାରୁ ଅଧିକ ସାହାଯ୍ୟ
ବେଜିଂ/ନୂଆଦିଲ୍ଲୀ,୧୬।୮: ଚାଇନା ପାକିସ୍ତାନକୁ ତୃତୀୟ ଆଧୁନିକ ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ହସ୍ତାନ୍ତର କରିଛି। ଏହା ଚାଇନା ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ଆଠଟି ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ମଧ୍ୟରୁ ତୃତୀୟ। ବିଶ୍ୱାସ କରାଯାଏ ଯେ ଏହି ବୁଡ଼ାଜାହାଜ ଦେଇ ଚାଇନା ଭାରତ ମହାସାଗରରେ…
୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ, କୃତିକା ପୁଣି ଗର୍ଭବତୀ ହେବା ପରେ ଏମିତି କହିଲେ ପ୍ରଥମ ପତ୍ନୀ…
ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପୁଣି ଥରେ ଖବରରେ ଅଛନ୍ତି। ଅରମାନ ପଞ୍ଚମ ଥର ଲାଗି ବାପା ହେବେ। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ ଅଛନ୍ତି।…
Archives


