ଭାଉଜଙ୍କୁ ବଳାତ୍କାର କଲେ ଦିଅର: ବିବାହ ପ୍ରଲୋଭନ ଦେଖାଇ ସବୁକିଛି…
ମୋହନା,୧୮।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଭାଉଜଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦିଅର ତାଙ୍କୁ ବିବାହ ପ୍ରଲୋଭନ ଦେଖାଇଥିଲେ।…
ମାଇନିଂ କମ୍ପାନୀ ସହ ମାଓବାଦୀ ଲିଙ୍କ: ମିଳିଛି ସାଙ୍ଘାତିକ ସୁରାଗ
ଭୁବନେଶ୍ୱର,୧୮।୮: ADG ଅପରେସନ ସଞ୍ଜୀବ ପଣ୍ଡା ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମାଇନିଂ କମ୍ପାନୀ ସହ ମାଓବାଦୀଙ୍କ ଲିଙ୍କ ରହିଥିବା ADG ପଣ୍ଡା କହିଛନ୍ତି। ୧୦ ଟନ୍ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ସୁରାଗ ଲାଗିଛି। ଜିଲୋଟିନ୍ରୁ…
ମାତ୍ର ୫ ହଜାର ଟଙ୍କାରେ ଖର୍ଚ୍ଚ କରି ମାଲାମାଲ୍ ହେଲେ ଏହି ମହିଳା: ଏବେ ଘରେ ବସି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା
ୟୁପିର ଫିରୋଜାବାଦର ଜଣେ ମହିଳା ଘରେ ଆଚାର ବ୍ୟବସାୟ ମାଲାମାଲ ହୋଇଯାଇଛନ୍ତି। ଏକ ଗାଁରେ ରହୁଥିବା ଜଣେ ମହିଳା ଘରେ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମହିଳା ଜଣକ ଏଥିପାଇଁ ତାଲିମ ମଧ୍ୟ…
ଅଷ୍ଟ୍ରେଲିଆରେ ବଡ଼ ଦୁର୍ଘଟଣା: ଖସିଲା ବିମାନ, ଦୁର୍ଘଟଣାର ଭୟଙ୍କର ଭିଡିଓ ଦେଖିଲେ ଥରିଉଠିବେ…
ସିଡ଼ନୀ,୧୮।୮: ଅଷ୍ଟ୍ରେଲିଆର ସିଡ଼ନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେତେବେଳେ ଏକ ହାଲୁକା ବିମାନ ହଠାତ୍ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇ ଏକ ଗଲ୍ଫ କୋର୍ସରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ରବିବାର ସକାଳେ ପ୍ରକାଶ ପାଇଛି।…
୮୦ ବର୍ଷର ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତୁଣୀ-ନାତିଙ୍କ ବୋଝ: ବୋହୂ ଶୁଦ୍ଧିକ୍ରିୟା ପାଇଁ ନାହିଁ ଟଙ୍କା
କର୍ଲାମୁଣ୍ଡା:୧୮/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ୮୦ ବର୍ଷିୟା ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତି ନାତୁଣୀଙ୍କ ବୋଝ ଲଦି ହୋଇଛି। ସୂଚନାଯୋଗ୍ୟ, ନେତ୍ରୀ…
ଭାରତୀୟ ମିଶାଇଲ୍ ଭୟରେ ଲୁଚିଲା ପାକିସ୍ତାନୀ ନୌସେନା: ସାଟେଲାଇଟ୍ ଜଣାପଡ଼ିଲା ସତ
ନୂଆଦିଲ୍ଲୀ,୧୮।୮: ଭାରତୀୟ ସେନା ଅପରେଶନ ସିନ୍ଦୂର ସମୟରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏହି ସମୟରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅପରେଶନ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନୀ ନୌସେନା…
ପିସିସି ସଭାପତି ଭକ୍ତଙ୍କ ବଡ଼ ଘୋଷଣା: ଆସନ୍ତା ୪ରେ…
ଭୁବନେଶ୍ୱର,୧୮।୮: ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ। ଭୋଟ ଚୋରି ଅଭିଯୋଗରେ କଂଗ୍ରେସର PAC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବେ। ରାଜ୍ୟ ପ୍ରଭାରୀ ଅଜୟ…
‘ମୁଁ ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲି, ହେଲେ…’ ସାକ୍ଷାତ ପ୍ରସଙ୍ଗରେ ଭକ୍ତଙ୍କ ବଡ଼ ବୟାନ
ଭୁବନେଶ୍ୱର,୧୮।୮: ନବୀନଙ୍କୁ ସାକ୍ଷାତ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଭକ୍ତ କହିଛନ୍ତି, ମୁଁ ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲି । ନବୀନଙ୍କୁ ଦେଖା କରିବାକୁ ପାଣ୍ଡିଆନ ମନା କରିନାହାନ୍ତି। ଡାକ୍ତର ମନା କରିବାରୁ ବାହାରୁ ଫେରିଆସିଲି।…
ଭାଜପା ଏମ୍ପି ଆଣିଲେ ସଙ୍ଗୀନ ଅଭିଯୋଗ: ଏଠି ହୋଇଛି ଭୋଟ ଚୋରି
ନୂଆଦିଲ୍ଲୀ,୧୮।୮: ଦେଶବ୍ୟାପୀ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ବିରୋଧରେ ‘ଭୋଟ ଚୋରି’ର ଗମ୍ଭୀର ଅଭିଯୋଗ ଆଣୁଛନ୍ତି। ଭାଜପା ଏମ୍ପି ଜନାର୍ଦନ ମିଶ୍ର ମଧ୍ୟ ପ୍ରଦେଶର ରେୱାରେ ଭୋଟ ଚୋରି ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ଏବେ ତାଙ୍କର ଭିଡିଓ…
ଆଜିଠୁ IGNOUରେ ଓଡ଼ିଆରେ ଡିଇସିଇ ପାଠ୍ୟକ୍ରମ
ଭଞ୍ଜନଗର,୧୮ା୮(ବାବୁଲା ପ୍ରଧାନ): ସୋମବାରଠାରୁ IGNOUରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ପଢ଼ାହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରରେ କରିଥିଲେ। ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,…
ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା
କଣ୍ଟାବାଞ୍ଜି,୧୮।୮: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା ହୋଇଛି। ଉଦ୍ଧାର ବେଳେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି…
ଏଥର ‘ଫ୍ଲାଓ୍ବାର’ ନୁହେଁ ‘ଫାୟାର’ ହୋଇ ଆମେରିକା ଯାଇଛନ୍ତି ଜେଲନ୍ସକି, ଘଟିପାରେ ବଡ଼…
କ୍ୱିଭ,୧୮।୮: ଯେତେବେଳେ ବି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୁଏ, ଫେବୃଆରୀ ୨୮ର ଦୃଶ୍ୟ ଆଖି ସାମ୍ନାରେ ଝଲସି ଉଠେ, ଯେତେବେଳେ ଜେଲେନ୍ସକିଙ୍କୁ ଅନ୍ତର୍ଜାତୀୟ କ୍ୟାମେରା ସାମ୍ନାରେ ଅପମାନିତ କରାଯାଇଥିଲା।…
Archives


