Home Left

ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, ଦୁଇଟି ଦେଶୀ ସିଙ୍ଗଲ-ସଟ ପିସ୍ତଲ, ୩୫ ଖଣ୍ଡା...

“ସ୍ବଦେଶୀ ବନାମ ବିଦେଶୀ”: ଗରୁତ୍ୱ ଦେଲେ ଆଗକୁ…

ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ସହଯୋଗରେ “ସ୍ବଦେଶୀ ବନାମ ବିଦେଶୀ” ଉପରେ ଏକ ସଭା ସହ ସ୍ବଦେଶୀ...

ପୋଲିସ SI ଜାଲିଆତି ମାମଲା: ଅରବିନ୍ଦଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୨।୧୨: ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ସିବିଆଇ ୨ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଅରବିନ୍ଦଙ୍କୁ ମାରାଥନ ଜେରା କରିଛନ୍ତି। ଜେରା ବେଳେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି।...

ଏହି ସବୁ ଜିଲାରେ ହେବ ଘନ କୁହୁଡ଼ି: ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ୱର,୧।୧୨: କିଛି ଦିନ ହେଲା ପାଗରେ ପରିବର୍ତ୍ତନ ଦେଖାଦେଇଛି। ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ମଙ୍ଗଳବାର ଏବଂ ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଏବଂ ଅନୁଗୋଳ ଜିଲାରେ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ...

ପୁଣି ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨।୧୨: ଭାରତର କ୍ରିକେଟ୍‌ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶତକ ହାସଲ କରିଛନ୍ତି। SMAT 2025ର କ୍ରମାଗତ ତିନୋଟି ମ୍ୟାଚରେ ବିଫଳ ହେବା ପରେ, ବୈଭବ ମହାରାଷ୍ଟ୍ର ବିପକ୍ଷରେ ଚତୁର୍ଥ ମ୍ୟାଚରେ ଏକ ଚମତ୍କାର ଶତକ...

କ୍ରିକେଟ୍‌ରେ ହଇଚଇ କଲେ ଏହି ଷ୍ଟାର୍‌ ଅଲରାଉଣ୍ଡର: ୩୭୬ ରନ୍‌ ସହ ନେଲେ ୧୮ ଉଇକେଟ୍‌

ନୂଆଦିଲ୍ଲୀ,୨।୧୨: କ୍ରିକେଟରେ ଚମକଦାର ଯୁବ ତାରକାମାନଙ୍କୁ ପ୍ରାୟତଃ ଦୀର୍ଘ ଦିନ ପାଇଁ ମନେ ରଖାଯାଏ। ଏଥର ଉତ୍ତର ପ୍ରଦେଶର ଯୁବ ଅଲରାଉଣ୍ଡର ପ୍ରଶାନ୍ତ ବୀର ୨୦୨୫-୨୬ ପୁରୁଷ ୨୩ ବର୍ଷରୁ କମ ରାଜ୍ୟ ଏ ଟ୍ରଫିରେ ଚର୍ଚ୍ଚାକୁ ଆସିଥିଲେ। ଯଦିଓ...

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଆନୁକୂଲ୍ୟରେ ଆୟୋଜିତ...

ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର,୨।୧୨: ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବାଚସ୍ପତି ପାତରଅନ୍ତର କରି ଭାଜପା ବିଧାୟକଙ୍କୁ ଅଧିକ ସମୟ ଦେଉଥିବା ଅଭିଯୋଗ ହେଉଛି। ଏହି...

ସତରେ କ’ଣ ଦକ୍ଷିଣ ଆଫ୍ରିକା କୋଚଙ୍କ ସହ ହାତ ମିଳାଇଲେ ନାହିଁ ବିରାଟ? ଦେଖନ୍ତୁ ଭାଇରାଲ କ୍ଲିପ

ନୂଆଦିଲ୍ଲୀ,୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜରେ ପଡ଼ିଆରେ ମ୍ୟାଚ ଯେତିକି ରୋମାଞ୍ଚକର ଥିଲା, ପଡ଼ିଆ ବାହାରେ ଏକ ଭିଡିଓ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଏକ କ୍ଲିପ ଦାବି କରୁଛି ଯେ...

ପୂର୍ବ ସରକାରଙ୍କୁ ଟାର୍ଗେଟ: ନଳ ଥିଲା ଜଳ ନଥିଲା…

ଭୁବନେଶ୍ୱର,୨।୧୨: ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ...

ମୁହଁ ଖୋଲିଲେ ରବି ଶାସ୍ତ୍ରୀ! ଗମ୍ଭୀରଙ୍କୁ କଲେ ସିଧା ଟାର୍ଗେଟ

ନୂଆଦିଲ୍ଲୀ,୨।୧୨: ଟେଷ୍ଟ କ୍ରିକେଟରେ କ୍ରମାଗତ ବିଫଳତା ଯୋଗୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରବଳ ଚାପରେ ଅଛନ୍ତି। ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ, ଇଂଲଣ୍ଡ ସହିତ ଡ୍ର ଏବଂ କେବଳ ୱେଷ୍ଟଇଣ୍ଡିଜ ବିପକ୍ଷରେ...

ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ବଡ଼ ଖୁଲାସା, ଆତଙ୍କବାଦୀ ଦାନିଶଙ୍କ ଫୋନରୁ ମିଳିଲା…

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ଆତଙ୍କବାଦୀ ଦାନିଶର ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଡିଲିଟ ହୋଇଥିବା ଇତିହାସ, ଫଟୋ, ଭିଡିଓ ଏବଂ ଆପ ଡାଟା ସ୍କାନ କରିବାରୁ ଜଣାପଡିଛି ଯେ ସେ ସକ୍ରିୟ ଭାବରେ ଡ୍ରୋନ ପ୍ରଯୁକ୍ତିବିଦ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri