ବିଧାୟକଙ୍କ ବଡ଼ ଘୋଷଣା: ଝାଡେଶ୍ୱର ପୀଠରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ…
ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ବୋରିଗାଁ ନିକଟସ୍ଥ ପାହାଡ଼ର ପାଦ ଦେଶରେ ପ୍ରସିଦ୍ଧ ବାବା ଶୈବ ପୀଠ ଅବସ୍ଥିତ । ଉକ୍ତ ଝାଡେଶ୍ୱର ପୀଠରେ ଆଗାମୀ ଦିନରେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ…
ପ୍ରହସନ ପାଲଟିଛି କୃଷି ବିଭାଗର ଚାଷୀ ସଚେତନତା କାର୍ଯ୍ୟକ୍ରମ: ଟଙ୍କା ହଡ଼ପ ଅଭିଯୋଗ
ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ରିଷିଗାଁ ସ୍ଥିତ ଏସଏନ ସମ୍ମିଳନୀ କକ୍ଷରେ ବୁଧବାର ଜିଲା ସ୍ତରୀୟ ଚାଷୀ ଓ କ୍ରେତା ମଧ୍ୟରେ ସମ୍ପର୍କ ସୃଷ୍ଟି ଏବଂ ଉତ୍ପାଦର ବ୍ୟବସ୍ଥା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
ଚୋରି ମାମଲାର ପର୍ଦ୍ଦାଫାଶ: ୨୫୦ ଗ୍ରାମ ସୁନା ଅଳଙ୍କାର, ୧ ଲକ୍ଷ ୫୦ ହଜାର ଟଙ୍କା ଜବତ
ଦିଗପହଣ୍ଡି,୨୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ପଞ୍ଚାୟତ ସୁମନ୍ତପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ଘରୁ ୩ ଲକ୍ଷ ୨୦ ହଜାର ଟଙ୍କା ଓ ପ୍ରାୟ ୮ ଭରି ସୁନାଗହଣା ଚୋରି ଘଟଣାରେ ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ…
ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର: ଧାଡ଼ିରେ ନ ଆସି ସିଧା ଡାକ୍ତରଙ୍କୁ ଭେଟିବେ ବରିଷ୍ଠ ନାଗରିକ
ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଘୁମୁସର…
India China Relations: ଭାରତୀୟ ଉତ୍ପାଦ ପାଇଁ ବଜାର ଖୋଲିଲା ଚାଇନା, ଟ୍ରମ୍ପଙ୍କ ଟାରିଫ ମାଡ଼ ଭିତରେ ଚାଇନାର ବଡ଼ ବାଜି
ବେଜିଂ/ନୂଆଦିଲ୍ଲୀ,୨୧।୮: ରୁଷିଆ ପରେ ଏବେ ଚାଇନା ଭାରତ ସହିତ ବ୍ୟବସାୟିକ ସମ୍ପର୍କରେ ଏକ ବଡ଼ ବାଜି ଲଗାଇଛି। ଦିଲ୍ଲୀରେ ଚାଇନା ରାଷ୍ଟ୍ରଦୂତ ଶୁ ଫିହୋଙ୍ଗ ଗୁରୁବାର କହିଛନ୍ତି, ଆମେ ଆମର ବଜାରରେ ସମସ୍ତ ଭାରତୀୟ ଉତ୍ପାଦକୁ ସ୍ବାଗତ କରୁଛୁ। ଅର୍ଥାତ, ଚାଇନା…
ଯୌତୁକ ନିର୍ଯାତନା ଦେବା ପଡ଼ିଲା ମହଙ୍ଗା: ସ୍ବାମୀ, ଯା’ଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍ଏଫସି) ରାଜଶ୍ରୀ ଆରିୟବାଳା ତ୍ରିପାଠୀ ଗୁରୁବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ ନିର୍ଯାତିତା ମହିଳାଙ୍କ ସ୍ବାମୀ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି…
ପାକିସ୍ତାନରେ ପହଞ୍ଚିଲେ ଚାଇନା ବୈଦେଶିକ ମନ୍ତ୍ରୀ, ହେଲେ ଭାରତ କାହିଁକି ଟେନସନରେ? ଜାଣନ୍ତୁ…
ଇସଲାମାବାଦ/ନୂଆଦିଲ୍ଲୀ,୨୧।୮: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତରୁ ସିଧାସଳଖ ପାକିସ୍ତାନ ପହଞ୍ଚିଥିଲେ। ଇସଲାମାବାଦରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦକ୍ଷିଣ ଏସିଆର ରାଜନୀତି…
ରୁଷିଆ-ୟୁକ୍ରେନ ମଧ୍ୟରେ ଫସିଗଲେ ଟ୍ରମ୍ପ, ଏବେ ଜେଲନସ୍କି କଲେଣି ଏମିତି ଡିମାଣ୍ଡ
ଓ୍ବାଶିଂଟନ,୨୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ଯାଇଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ପ୍ରସ୍ତୁତ ନୁହଁନ୍ତି, ତେବେ…
୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କର ହେବ ନାହିଁ ଆଧାର କାର୍ଡ, ଜାଣନ୍ତୁ କାହିଁକି ଏଭଳି ନିଷ୍ପିତ୍ତି ନେଲେ ସରକାର
ଗୁଆହାଟି,୨୧।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର (୨୧ ଅଗଷ୍ଟ, ୨୦୨୫) କହିଛନ୍ତି ଯେ ଅବୈଧ ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତା ହାସଲ କରିବାରୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ରାଜ୍ୟରେ ପ୍ରଥମ ଥର ପାଇଁ ୧୮ ବର୍ଷରୁ…
ପର୍ଯ୍ୟଟକଙ୍କ ସୁବିଧା ଲାଗି ତାରାତାରିଣୀଙ୍କ ପୀଠରେ ହେବ ତିନିମହଲା ବିଶିଷ୍ଟ ଧର୍ମଶାଳା, ସମୀକ୍ଷା କଲେ ଜିଲାପାଳ
ପୁରୁଷୋତ୍ତମପୁର,୨୧।୮(ସିମାଞ୍ଚଳ ମିଶ୍ର): ଗୁରବାର ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେୀବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି ମନ୍ଦିରପରିଷରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନବୁଲି ଦେଖିବାସହ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ଯାହାକି…
କିଏ ସେହି IPS ସତୀଶ ଗୋଲଚା? ଦିଲ୍ଲୀ ଦଙ୍ଗାଠାରୁ ତିହାଡ ଜେଲ ପର୍ଯ୍ୟନ୍ତ… ଗ୍ରହଣ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ,୨୧।୮: ସତୀଶ ଗୋଲଚାଙ୍କୁ ଦିଲ୍ଲୀ ପୋଲିସର ନୂଆ କମିଶନର ଭାବରେ ନିଯୁକ୍ତ କରାଯାଇଛି। ସେ ଏବେ ଏସବିକେ ସିଂହଙ୍କ ସ୍ଥାନ ନେବେ, ଯାହାକୁ ପୋଲିସ କମିଶନରର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏସବିକେ ସିଂହ ୩୧ ଜୁଲାଇରେ ପୂର୍ବତନ ପୋଲିସ କମିଶନର ସଞ୍ଜୟ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳର ମାଧବ ସ୍ବାଇଁ(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦…
Archives


