୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ,୬।୫: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଟୁର୍ନାମେଣ୍ଟରେ ଚମତ୍କାର ରେକର୍ଡ କରିଛନ୍ତି। ଏମିତି ରେକର୍ଡ ୧୮ ବର୍ଷ ମଧ୍ୟରେ କୌଣସି ଅଧିନାୟକ କରିପାରି ନାହାଁନ୍ତି। କମିନ୍ସଙ୍କ ଅଧିନାୟକତ୍ୱରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦୃଢ଼...
ବଜାରରେ ମିଳୁଛି ନକଲି କ୍ଷୀର: ହୋଇଯାଆନ୍ତୁ ସାବଧାନ
ଜଗତସିଂହପୁର,୬।୫: ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଧରଣର ଚଢାଉ କରାଯାଇଛି। ଜିଲା ପ୍ରଶାସନର ୫ ଜଣିଆ ଟିମ୍ ଚଢ଼ାଉ କରି ବାଲିସାହି ଅଞ୍ଚଳରୁ ଏକ ନକଲି କ୍ଷୀର ଗୋଦାମ ଠାବ କରିଛି। ଗୋଦାମରୁ ଅପମିଶ୍ରିତ କ୍ଷୀର...
ନବୀନଙ୍କ ପରେ ଏବେ ମମତାଙ୍କ ପାଳି: ନନା କହିଦେଲେ ଏମିତି, ପୁରା ରାଜନୀତିରେ ହଇଚଇ
ଭୁବନେଶ୍ୱର,୬।୫: ଦୀଘାରେ ନବର୍ନିମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏନେଇ ଭାଜପା ଏମ୍ପି ପ୍ରତାପ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ହିମାଳୟ ପର୍ବତରେ ମୁଣ୍ଡ ବାଡ଼େଇଲେ ମୁଣ୍ଡ ଫାଟିଯିବ ସିନା ପର୍ବତର କିଛି ହେବନି। ଜଗନ୍ନାଥଙ୍କ ଅପମାନ...
ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖଲେ ଶଙ୍କରାଚାର୍ଯ୍ୟ
ଭୁବନେଶ୍ୱର,୬।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ପ୍ରସଙ୍ଗକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ। ଦୀଘା ପାଇଁ ଧାମ...
କାଲି ୪ଟାରେ ଓଡ଼ିଶାର ଏସବୁ ସ୍ଥାନରେ ବାଜିବ ସାଇରନ୍, ଜାଣନ୍ତୁ କ’ଣ କହିଲେ ଅଗ୍ନିଶମ ଡିଜି?
ଭୁବନେଶ୍ୱର,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବାଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ। ଏହି ପରିପ୍ରେକ୍ଷୀରେ ମେ’ ୭ରେ...
ଯେକୌଣସି ମୂହୁର୍ତ୍ତରେ LoC ଉପରେ ଆକ୍ରମଣ କରିପାରେ ଭାରତ…ପାଲଟା ଧମକ ଦେଲା ପାକିସ୍ତାନ
ନୂଆଦିଲ୍ଲୀ,୬।୫: ପହଲଗାମ ଆକ୍ରମଣକୁ ନେଇ ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ଦାବି କରିଛନ୍ତି। ଭାରତ ଯେକୌଣସି ସମୟରେ LoC ଉପରେ ଆକ୍ରମଣ କରିପାରେ। ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା...
ଏବେ ଆମେରିକାଠାରୁ ଭାରତକୁ ମିଳିଲା ଗ୍ରିନ୍ ସିଗ୍ନାଲ, ଭୟରେ ଥରହର ପାକିସ୍ତାନ
ନୂଆଦିଲ୍ଲୀ,୬।୫: ପହଲଗାମରେ ହୋଇଥିବା କାପୁରୁଷୋଚିତ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆକ୍ରମଣ ପରେ ବିଶ୍ୱ ଶକ୍ତିଗୁଡ଼ିକ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏପରିକି ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ଏକତା ପ୍ରଦର୍ଶନ କରିଛନ୍ତି। ଏହି...
ଓଡ଼ିଶାର ଏସବୁ ଜିଲାରେ ବାଜିବ ସାଇରନ୍, ହଠାତ ହୋଇଯିବ ‘ବ୍ଲାକଆଉଟ୍’; ଜାଣନ୍ତୁ କେଉଁଠାରେ କାଲିଠୁ ହେବ …
ନୂଆଦିଲ୍ଲୀ/ଭୁବନେଶ୍ୱର,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନା ପ୍ରତିଦିନ ବୃଦ୍ଧି ପାଉଛି। ଏହି ସମୟରେ ଭାରତ ସରକାର ସ୍ପଷ୍ଟ କରିଛନ୍ତି...
କେଦାରନାଥରେ କେଉଁଠୁ ଆସିଲା ଡିଜେ? ଯୁବକଙ୍କ ନୃତ୍ୟକୁ ନେଇ ହଙ୍ଗାମା, Video Viral
ନୂଆଦିଲ୍ଲୀ,୬।୫: ଉତ୍ତରାଖଣ୍ଡର ଚାରି ଧାମ ହେଉଛି କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ତୀର୍ଥସ୍ଥାନ। ପ୍ରତିବର୍ଷ ବହୁ ସଂଖ୍ୟକ ଭକ୍ତ ଏଠାକୁ ତୀର୍ଥଯାତ୍ରାରେ ଆସନ୍ତି। ଏବେ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ପ୍ରାରମ୍ଭରେ, ଭକ୍ତମାନେ ବହୁ ସଂଖ୍ୟାରେ ଚାରିଧାମରେ...
ପାକିସ୍ତାନର ପିଳେହିପାଣି! ବଢିଲା ଯୁଦ୍ଧ ସମ୍ଭାବନା, ମକଡ୍ରିଲ ପୂର୍ବରୁ ପ୍ରଧାନମନ୍ତ୍ରୀକୁ ଭେଟିଲେ NSA
ନୂଆଦିଲ୍ଲୀ,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, ମଙ୍ଗଳବାର NSA ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିଲା। କେନ୍ଦ୍ର ସରକାର...
Shocking Video: ଗଛ ଉପରେ ଫଣା ଟେକି ବସିଛି ବିଶାଳକାୟ ଅହିରାଜ, ଭିଡିଓ ଦେଖିଲେ…
ପ୍ରତିଦିନ ଆମେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଦେଖିବାକୁ ପାଉ ଯାହା ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ ଏବେ କିଙ୍ଗ କୋବ୍ରାର ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଛାନିଆ ହେବା ସ୍ବାଭାବିକ। ଏହି...
ଦୀଘା ଧାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ
ଭୁବନେଶ୍ୱର,୬।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଦୀଘା ଜଗନ୍ନାଥ ମନ୍ଦିରକୁ...
Archives


