ଯୁଦ୍ଧ ମଧ୍ୟରେ ଘଣ୍ଟାଏ ଧରି ଫୋନରେ କଥା ହେଲେ ଟ୍ରମ୍ପ-ପୁଟିନ, ଯୁଦ୍ଧ ବନ୍ଦ ହେବାର ରାସ୍ତା ଦେଖାଇଲେ ରୁଷିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୦।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ଟେଲିଫୋନରେ ଏକ ଲମ୍ବା ଆଲୋଚନା ହୋଇଛି। ରୁଷିଆର ଶାସକ ଦଳର…
ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍ରା: ଏହି ମାମଲାରେ…
ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା ତାଙ୍କ ଚମତ୍କାର ବୋଲିଂ…
ଯୁଦ୍ଧ ମଧ୍ୟରେ ଗ୍ୟାସ ଅଭାବ ହେଲେ କାହାକୁ ଆଗେ ମିଳିବ ସିଲିଣ୍ଡର? ଭାରତ ସରକାରଙ୍କ ତାଲିକାରେ ଆପଣଙ୍କ ନା ଅଛି କି ନାହିଁ ଜାଣନ୍ତୁ…
ନୂଆଦିଲ୍ଲୀ,୧୦।୩: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇଯାଇଛି, ଯାହା ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣକୁ ଯଥେଷ୍ଟ ପ୍ରଭାବିତ କରିଛି। ଏହାର ଜବାବରେ, ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରାକୃତିକ ଗ୍ୟାସ ଆବଣ୍ଟନ ପାଇଁ ଏକ ସ୍ପଷ୍ଟ ପ୍ରାଥମିକତା ତାଲିକା…
ଶତଭିଷା ନକ୍ଷତ୍ରକୁ ଗୋଚର କଲେ ବୁଧ, ଏହି ୩ ରାଶିର ବଦଳିବ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଏବଂ ବୁଦ୍ଧିର କାରକ ଭାବରେ ବିବେଚିତ ବୁଧ ଗ୍ରହ ଆଜି ନିଜର ପକ୍ଷ ପରିବର୍ତ୍ତନ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୦ ମାର୍ଚ୍ଚ ସକାଳ ୭ଟା୪୭ ସମୟରେ ବୁଧ ରାହୁଙ୍କ ମାଲିକାନାରେ ଥିବା ଶତଭିଷା…
୧୨ ବର୍ଷ ପରେ ଓଡ଼ିଶାରେ ରାଜ୍ୟ ସଭା ପାଇଁ ହେଉଛି ନିର୍ବାଚନ, ୪ ଆସନରେ ୫ ପ୍ରାର୍ଥୀ, କେହି କଲେନି ନାମାଙ୍କନ ପ୍ରତ୍ୟାହାର
ଭୁବନେଶ୍ୱର,୧୦।୩: ସୋମବାର ଓଡ଼ିଶାରେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଶାନ୍ତିପୂର୍ଣ୍ଣ ଥିଲା, କାରଣ କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନଥିଲେ। ଫଳସ୍ବରୂପ, ଚାରିଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା…
ଯୁଦ୍ଧ ମଧ୍ୟରେ ଭାରତକୁ ଏମିତି କହିଦେଲା ଇରାନ, ସାରା ବିଶ୍ୱରେ ପଡିଗଲା ଚହଳ
ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଭାରତକୁ ଧନ୍ୟବାଦ ଦେଇଛି। ପୂର୍ବରୁ ଆମେରିକା ସମୁଦ୍ରରେ ଏକ ଇରାନୀ ଯୁଦ୍ଧଜାହାଜକୁ ଗୁଳି କରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ପ୍ରଶ୍ନ ଉଠିଥିଲା। IRIS Dena ନାମକ…
୨୫ ମିନିଟ୍ର ଫୋନ୍ କଲ୍…ବଦଳାଇଦେଲା ସଞ୍ଜୁ ସାମସନଙ୍କ କ୍ୟାରିଅର୍: ବଖାଣିଲେ ସବୁ ସତ
ନୂଆଦିଲ୍ଲୀ,୧୦।୩: ଟି୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟରେ ସଞ୍ଜୁ ସାମସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା। ବିଶ୍ୱକପ ବିଜୟ ପରେ ତିରୁଭାନନ୍ତପୁରମ ଫେରିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା।…
ଟ୍ରମ୍ପଙ୍କ ଦାବିକୁ ନେଇ ଫାୟାର ହେଲା ଇରାନ, ଦେଲା ଏମିତି ଜବାବ
ତେହରାନ୍,୧୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଚାଲିଥିବା ଯୁଦ୍ଧ ଖୁବ ଶୀଘ୍ର ଶେଷ ହୋଇପାରେ, କିନ୍ତୁ ଇରାନ ଏହାକୁ ନେଇ ଏକ କଡ଼ା ଜବାବ ଦେଇଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ (IRGC) କହିଛି ଯେ ଯୁଦ୍ଧ…
‘ମୋ ପାଇଁ ବିଶ୍ୱକପ ଜିତିବା…’ ଏମିତି କ’ଣ କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୧୦।୩: ଭାରତର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ତାଙ୍କର କ୍ରମାଗତ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ପ୍ରତିଶ୍ରୁତି ପୂରଣ କରିବା ଭଳି ଏବଂ ଏହା ଦଳର ସଫଳତାର ଆରମ୍ଭ ମାତ୍ର। ପାଣ୍ଡ୍ୟା…
ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…
ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ମା’ଙ୍କ ଦର୍ଶନ କରିବା ନିମନ୍ତେ ମଧ୍ଯରାତ୍ରରୁ…
ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା
ତେହରାନ୍,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ, କିମ୍ବା ଏହା ଉଭୟ ପକ୍ଷର ଆକ୍ରମଣ ପାଇଁ ଏହାର ଅଞ୍ଚଳକୁ ଆଧାର ଭାବରେ…
ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ଗଦା କରି ଧାରଣାରେ ବସିଛନ୍ତି। ତେବେ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରୁ…
Archives


