Home Left

ନୃସିଂହ ଚତୁର୍ଦ୍ଦଶୀ ପାଇଁ ପୁଇଁତୋଳା ଉତ୍ସବ ମୁଖର

ଗଞ୍ଜାମ,୧୧।୫(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ ହେଉଅଛି । ଏଥିପାଇଁ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଗତକାଲି ସାରେ...

ବୋଡ଼େନ ପାତାଳ ଗଙ୍ଗାରେ  ବୈଶାଖ ମେଳା  ପ୍ରସ୍ତୁତି

ନୂଆପଡା,୧୧।୫ (ମକାରୁ ବେମାଲ): ବୈଶାଖ ପୂର୍ଣ୍ଣିମା ଦିନ ନୂଆପଡା ଜିଲା ବୋଡ଼େନ ବ୍ଲକର ପବିତ୍ର ତୀର୍ଥପୀଠ ପାତାଳ ଗଙ୍ଗାଠାରେ ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ରବିବାର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମନ୍ଦିର ପରିଚାଳନା କମିଟି...

ସେନାରେ ୩ ଭାଇ: ଭଗବାନ୍‌ ହିଁ ଭରସା କହିଲେ ପରିବାର ଲୋକେ

ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଗୋଟିଏ ପରିବାରର ୩ ଭାଇ ସେନାରେ କାର୍ଯ୍ୟରତ ଅଛନ୍ତି। ଗ୍ରାମର ବାଉରୀ ବନ୍ଧୁ ଗୌଡ଼ଙ୍କ ୩ ପୁଅ ଯଥା ପ୍ରେମାନନ୍ଦ, ପ୍ରମୋଦ ଓ ନିତ୍ୟାନନ୍ଦ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ...

ଏହି କାରଣରୁ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି? ଚମକାଉଛି ଖୁଲାସା

ନୂଆଦିଲ୍ଲୀ,୧୧।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଅବଗତ କରାଇଛନ୍ତି। ତଥାପି ବିସିସିଆଇ ବିରାଟଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ଏଣୁ ବିରାଟ ନିଷ୍ପତ୍ତି ବିଷୟରେ କ’ଣ ଭାବୁଛନ୍ତି, ତାହା ଆଗାମୀ...

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୧ା୫: ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ।...

ଦିଗପହଣ୍ଡିରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ : ଶ୍ରଦ୍ଧାଳୁଙ୍କ ଭିଡ

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁଡିଆଗଳିସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞରେ ରବିବାର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଚତୁର୍ଦ୍ଦଶୀ ଏବଂ...

ଗର୍ଭାଶୟରେ କ୍ୟାନସର ହୋଇଥିଲେ ଆରମ୍ଭରୁ ଦେଖାଦିଏ ଏହି ଲକ୍ଷଣ, ଜାଣି ରଖନ୍ତୁ ଥାର୍ଡ ଷ୍ଟେଜ୍‌ ପର୍ଯ୍ୟନ୍ତ ଚିକିତ୍ସା ସମ୍ଭବ

ଆଜିକାଲି ମହିଳାମାନଙ୍କ ମଧ୍ୟରେ ଗର୍ଭାଶୟ କ୍ୟାନସର ଦ୍ରୁତଗତିରେ ବୃଦ୍ଧି ପାଉଛି। ଏଥିରୁ ସୁରକ୍ଷା ପାଇଁ ସରକାରୀସ୍ତରରେ କିଶୋରୀ ଝିଅମାନଙ୍କୁ ମଧ୍ୟ ଟିକା ଦିଆଯାଉଛି। ଗର୍ଭାଶୟ କ୍ୟାନସର କାହିଁକି ହୁଏ ସେ ବିଷୟରେ ବର୍ତ୍ତମାନ ଗବେଷଣା ଚାଲିଛି। ତଥାପି ଏହା ନିଶ୍ଚିତ...

ପଦ୍ମଶ୍ରୀ ବିଜେତା ICARର ପୂର୍ବତନ ମୁଖ୍ୟ ଆୟପ୍ପନଙ୍କ ରହସ୍ୟଜନକ ମୃତ୍ୟୁ, କାବେରୀ ନଦୀରୁ ମିଳିଲା ମୃତଦେହ

ମହୀଶୂର, ୧୧।୫: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ମୁଖ୍ୟ ଥିବା ବୈଜ୍ଞାନିକ ସୁବନ୍ନା ଆୟପ୍ପାନ(୭୦)ଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ। ଶନିବାର ମହୀଶୂରରୁ ପ୍ରାୟ ୨୦ କିଲୋମିଟର ଦୂର ମାଣ୍ଡ୍ୟାର ଶ୍ରୀରଙ୍ଗପାଟନା ନିକଟ କାବେରୀ ନଦୀରୁ...

ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର ହତ୍ୟା ଘଟଣା: ୧୦ ଦିନ ପରେ ବି ପୋଲିସର ହାତ ଖାଲି 

ଦେବଗଡ଼,୧୧।୫(ଶଶାଙ୍କ ଶେଖର ଝାଙ୍କର): ଏପ୍ରିଲ ୩୦ରେ ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୯ ଦିନ ବିତିଯାଇଛି । ମାତ୍ର ଏବେ...

ଆଉ କେବେ ଯିବିନି ପାକିସ୍ତାନ…ଏୟାରପୋର୍ଟରେ କାନ୍ଦିବାକୁ ଲାଗିଲେ ବାଂଲାଦେଶୀ କ୍ରିକେଟର

ଢାକା,୧୧।୫: ଭାରତ ଏବଂ ପାକିସ୍ତାନ ଉଭୟ ଯୁଦ୍ଧବିରତି (India Pakistan Ceasefire) ଉପରେ ସହମତ ହୋଇଛନ୍ତି। ପୂର୍ବରୁ ଉଭୟ ପାର୍ଶ୍ୱରୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏବଂ ପ୍ରବଳ ବୋମାମାଡ଼ ହୋଇଥିଲା, ଏହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ PSL 2025...

ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା

ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍‌ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି...

ରାତିରେ ଭାରତ କରିଛି କାଉଣ୍ଟର ଆଟାକ୍‌, ଏବେ ପାକିସ୍ତାନରେ କେମିତି ରହିଛି ସ୍ଥିତି? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୧୧।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା, ତା’ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ଭାରତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri