ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଘରେ ରାମ ଚରଣ ପହଞ୍ଚି…
ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଜିନେତାଙ୍କ ଜେଜେମା’ ଅଲ୍ଲୁ କନକରତ୍ନମ ଗରୁଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଶନିବାର ମଧ୍ୟରାତ୍ରି ୧:୪୫ରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ରିପୋର୍ଟ…
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କେନ୍ଦୁଝର ଗସ୍ତ, ବିଭିନ୍ନ ବିଭାଗ ବୁଲି…
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କେନ୍ଦୁଝର ଗସ୍ତରେ ଆସି ମଣ୍ଡୁଆ ଓ ବଣିଆପାଟରେ ଥିବା ସଖି ଶକ୍ତି ସଦନ ଗସ୍ତ କରି ଅନ୍ତେବାସିନୀମାନଙ୍କ ସହ ଭାବ ବିନିମୟ କରି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।…
ସଞ୍ଜୁ ସାମସନ ରିଲିଜ ହେବା ନେଇ ହେଉଥିଲା ଚର୍ଚ୍ଚା, ହେଲେ ରାଜସ୍ଥାନରୁ ଦ୍ରାବିଡ ବିଦା
ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ବାଟ ଅଲଗା ହୋଇଛି। ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଶନିବାର ଏନେଇ ସୂଚନା ଦେଇଛନ୍ତି। ତେବେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍ ବଦଳରେ ଅନ୍ୟ…
ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ବାଛୁରୀକୁ କାନ୍ଧରେ ବୋହିନେଲେ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…
ଜମ୍ମୁ-କଶ୍ମୀରରେ ପ୍ରବଳ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଗାଁ ବୁଡ଼ି ଯିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଛି। ଏଠାରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ତଥାପି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା: ଏଣିକି କରିପାରିବେ…
ଭୁବନେଶ୍ୱର,୩୦।୮: ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା। ଏଣିକି ସେମାନେ SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ମଧ୍ୟ କରିପାରିବେ। ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା ତେବେ ସରକାର…
ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ, ଚେତାବନୀ ଦେଇ କହିଲେ…
ଥୁଆମୂଳ ରାମପୁର,୩୦ା୮(ଦୁର୍ଗା କୀର୍ତ୍ତି): ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ । ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ। ଗାଁରର ସମସ୍ତ ପୁରୁଷ ଏବଂ ଯୁବକ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି…
ଦାୟିତ୍ୱ ଗ୍ରହଣ କଲେ ନୂଆ ଡ୍ରଗ୍ସ ଇନ୍ସପେକ୍ଟର
ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗଞ୍ଜାମ-୨ୟ ମଣ୍ଡଳ ଛତ୍ରପୁର ଭେଷଜ ନିରୀକ୍ଷକ (ଡ୍ରଗ୍ସ ଇନ୍ସପେକ୍ଟର) ଭାବେ ଶନିବାର ପ୍ରଶାନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେଠୀ ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଛତ୍ରପୁର ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନୀ…
ରାଇସ୍ମିଲରେ ଘୋଟାଲା ଘଟଣା: ଜିଲାପାଳଙ୍କ ନିର୍ଦ୍ଦେଶରେ ଗଚ୍ଛିତ ଧାନ ଚାଉଳକୁ…
ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ବାଲିଆ ଗ୍ରାମରେ ମା’ ତାରିଣୀ ରାଇସ୍ ମିଲରେ ହୋଇଥିବା ଘୋଟାଲା ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଜାଲ୍ ଡିଜିଟାଲ ଦସ୍ତଖତକୁ ନେଇ ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱ ହେଲା ଖୋଳତାଡ଼ ଲାଗିରହିଥିବା ବେଳେ…
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ମୋଦି, ତାଙ୍କ ସ୍ତ୍ରୀଙ୍କୁ ଦେଲେ…
ଟୋକିଓ/ନୂଆଦିଲ୍ଲୀ,୩୦ା୮: ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଟୋକିଓ ଗସ୍ତରେ ଯାଇଛନ୍ତି। ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ…
ଟ୍ରମ୍ପଙ୍କ ଟାରିଫକୁ ଆମେରିକା କୋର୍ଟ କହିଲା ବେଆଇନ, ଭାରତକୁ ମିଳିବ କି ଲାଭ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଓ୍ବାଶିଂଟନ,୩୦।୮: ଭାରତ ପାଇଁ ଏକ ସମ୍ଭାବ୍ୟ ଆଶ୍ୱସ୍ତି ସ୍ବରୂପ, ଆମେରିକାର ଏକ ଫେଡେରାଲ ଆପିଲ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ଅବୈଧ ଘୋଷଣା କରିଛି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଟ୍ରମ୍ପଙ୍କ ପାଖରେ…
ଅସିମ ମୁନିରଙ୍କୁ କିଏ ଆଉ କାହିଁକି ପିନ୍ଧାଇଲେ ଗେରୁଆ ଶାଲ? ଭାଇରାଲ ହେଉଛି ପାକିସ୍ତାନ ଫିଲ୍ଡ ମାର୍ଶଲଙ୍କ ଭିଡିଓ
ଇସଲାମାବାଦ,୩୦।୮: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଶୁକ୍ରବାର (୨୯ ଅଗଷ୍ଟ ୨୦୨୫) ଦରବାର ସାହିବ କରତାରପୁର ଗସ୍ତ କରିଥିଲେ। ଏହି ଅଞ୍ଚଳ ବର୍ତ୍ତମାନ ଭୟଙ୍କର ବନ୍ୟାରେ ଫସି ରହିଛି। ମୁନିର ଏଠାରେ ପାକିସ୍ତାନୀ ଶିଖ ସମ୍ପ୍ରଦାୟର ଲୋକଙ୍କୁ…
ଅକ୍ଟୋବରରୁ ପୋଲିସ SI ପରୀକ୍ଷା, ସେପ୍ଟେମ୍ବର ୨୦ରୁ ଡାଉନ୍ଲୋଡ୍ କରିପାରିବେ ଆଡ୍ମିଟ୍ କାର୍ଡ
ଭୁବନେଶ୍ୱର,୩୦ା୮: ଅକ୍ଟୋବରରୁ ଆରମ୍ଭ ହେବ ପୋଲିସ SI ପରୀକ୍ଷା। OMR ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। SI ର଼୍ୟାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ହେବ। ତେବେ ଅକ୍ଟୋବର ୪ ଏବଂ ୫ରେ ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ…
Archives


