Home Left

ଜଗନ୍ନାଥପ୍ରସାଦ ନୂଆ ଏନ୍‌ଏସି, ଭଞ୍ଜନଗରକୁ ମ୍ୟୁନିସିପାଲିଟି ମାନ୍ୟତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ରବିବାର ମ୍ୟୁନିସିପାଲିଟି ମାନ୍ୟତା ମିଳିଛି। ଏଥିସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଜଗନ୍ନାଥପ୍ରସାଦକୁ ନୂତନ ଏନ୍‌ଏସି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ…

ଧୋନିଙ୍କୁ BCCIରୁ ମିଳିଲା ବଡ଼ ଅଫର, ହେଲେ ପୋଲ୍‌ ଖୋଲିଦେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧।୮: ଭାରତୀୟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହା ପରେ, ଦଳର ନଜର ଆସନ୍ତା ବର୍ଷ ହେବାକୁ ଥିବା T20 ବିଶ୍ୱକପ ଉପରେ। ଖବର ଅଛି ଯେ ମହେନ୍ଦ୍ର ସିଂହ ଧୋନି ୨୦୨୬ ଟି୨୦ ବିଶ୍ୱକପ…

କୂଟନୀତିର ନୂଆ ଖେଳ ନା ଆମେରିକାକୁ ବାର୍ତ୍ତା? ଜାଣନ୍ତୁ ମୋଦିଙ୍କୁ ନେଇ କ’ଣ ଲେଖୁଛି ଚାଇନା ମିଡିଆ

ବେଜିଂ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନ ସହରରେ ପହଞ୍ଚିଛନ୍ତି। ସେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ…

ଅଙ୍କିତା ଲୋଖଣ୍ଡେଙ୍କ ଅନସ୍କ୍ରିନ ଭଉଣୀଙ୍କ ପରଲୋକ

ମୁମ୍ବାଇ: ଲୋକ ପ୍ରିୟ ଟେଲିଭିଜନ ଧାରାବାହିକ ପବିତ୍ର ରିସ୍ତା ଫେମ ଅଭିନେତ୍ରୀ ପ୍ରିୟା ମରାଠେଙ୍କ ୩୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏତେ କମ ବୟସରେ ପ୍ରିୟା ମରାଠେଙ୍କ ହଠାତ ଦେହାନ୍ତ ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେଇଛି। ପ୍ରିୟା ଅନେକ ଟିଭି…

ଡୋନାଲ୍ଡ ଟ୍ରମ୍ପ ନୁହେଁ, ମେଲାନିଆଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ଜାଣନ୍ତୁ କେମିତି ଚର୍ଚ୍ଚାକୁ ଆସିଲେ ଫାଷ୍ଟ ଲେଡି

ଓ୍ବାଶିଂଟନ,୩୧।୮: ଏବେ ପ୍ରଶ୍ନ ଉଠିଛି କ’ଣ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ନେଲସନ ମାଣ୍ଡେଲା ଏବଂ ମଲାଲା ୟୁସୁଫଜାଇଙ୍କ ପରି ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରେ ସାମିଲ ହୋଇପାରିବେ? କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ରିପବ୍ଲିକାନ ନେତାମାନଙ୍କ ମଧ୍ୟରୁ ଜଣେ…

ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ତାଲିକାରେ ରହିଛି…

ଭୁବନେଶ୍ୱର,୩୧ା୮: ଆଜି ଅର୍ଥାତ୍‌ ରବିବାର ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର,…

ଖଣି ମାଲିକଙ୍କ ଘରେ ED ଚଢ଼ାଉ: ୧୦ ଦାମୀ କାର, ୩ ସୁପର ବାଇକ୍‌ ସହ…

ଭୁବନେଶ୍ୱର,୩୧ା୮: ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍‌ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ…

ମଝି ଆକାଶରେ ଖରାପ ହେଲା ବିମାନର ଶୌଚାଳୟ, ଯାତ୍ରୀଙ୍କୁ ଏମିତି କାମ କରିବାକୁ କରାଯାଇଥିଲା ବାଧ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଟ୍ରେନରେ ଟଏଲେଟ୍‌ ବା ଶୌଚାଳୟ ଖରାପ ହେବା ସାଧାରଣ କଥା। ଯଦି କୌଣସି ଟ୍ରେନର ଶୌଚାଳୟ ଖରାପ ହୁଏ ତେବେ ଯାତ୍ରୀମାନେ ଅନ୍ୟ ବଗିରେ ଥିବା ଶୌଚାଳୟକୁ ଯାଆନ୍ତି। କିନ୍ତୁ ଥରେ ଭାବିଲେ ମଝି ଆକାଶରେ ଯଦି ବିମାନର ଶୌଚାଳୟ ଖରାପ…

ଟେକଅପ ସମୟରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୩୧।୮: ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆର ବିମାନ AI2913 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ପଡିଲା। ବିମାନର କକପିଟ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ମିଳିଥିଲା, ଯାହା ପରେ ମାନକ ପ୍ରକ୍ରିୟା…

କେସିଙ୍ଗାରେ ସ୍ବାୟତ୍ତ ଶାସନ ଦିବସ: ସହରକୁ ଆଗେଇ ନେବା ପାଇଁ ଅଧ୍ୟକ୍ଷ…

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଧ୍ୟକ୍ଷ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ଜ୍ୱଳନ…

ଘର ଖାଲି କରିବେ ପୂର୍ବତନ ଉପରାଷ୍ଟ୍ରପତି, ଜାଣନ୍ତୁ କେଉଁଠି ହେବ ତାଙ୍କର ନୂଆ ଠିକଣା

ନୂଆଦିଲ୍ଲୀ,୩୧।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ନେଇ ଏକ ବଡ଼ ଖବର ଆସିଛି। ସେ ଖୁବ ଶୀଘ୍ର ଉପରାଷ୍ଟ୍ରପତି ଭାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବାସଭବନ ଛାଡିବେ। କିନ୍ତୁ, ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିନାହିଁ, ଯାହା ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଦିଆଯାଇଥାଏ।…

ଜାତୀୟ କିକବକ୍ସିଂ ଚାମ୍ପିଅନଶିପ ଗଞ୍ଜାମର  ପାୟଲଙ୍କୁ ରୌପ୍ୟ 

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ ଚିଲ୍ଡେନ ଏବଂ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୨୭ରୁ ଆରମ୍ଭ ହୋଇଥିବା ୱକୋ ଭାରତ ଜାତୀୟ କିକବକ୍ସିଂ ଚାମ୍ପିୟନସିପ ୨୦୨୫ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri