Home Left

ବାଘ ଛାଲ ଜବତ ଘଟଣା: ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ୨ ବାଘ ଦାନ୍ତ ଜବତ

ମୋହନା,୨।୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l ସେମାନଙ୍କ…

ଲଘୁଚାପ ପ୍ରଭାବରେ ଏହି ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୨।୯: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କାଲି ପର୍ଯ୍ୟନ୍ତ ୪ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲାଗୁଡିକ ହେଲା ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା।…

ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି, ଜୀବିକା ନିଧି ଯୋଜନାର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରରେ ଜୀବିକା ନିଧିର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ଯୋଗାଇ ଦିଆଯିବ। ବିହାରର ନୀତିଶ ସରକାର ଏଥିପାଇଁ ୧୦୦୦ ଟଙ୍କା ମଞ୍ଜୁର…

ମାଆଙ୍କ ପ୍ରତି କରାଯାଇଥିବା ଅପମାନକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ସେପ୍ଟେମ୍ବର ୨) ବିହାରର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାର ରାଲିରେ ତାଙ୍କ ମାଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କେବେ କଳ୍ପନା କରିନଥିଲେ…

ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ରାଗିଯାଇ ଏମିତି କଲେ ୩୩ ବର୍ଷୀୟ ଷ୍ଟାର କ୍ରିକେଟର

ଇସଲାମାବାଦ,୨।୯: ପାକିସ୍ତାନର ବ୍ୟାଟ୍ସମ୍ୟାନ ଆସିଫ ଅଲି ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ୩୩ ବର୍ଷୀୟ ଆସିଫ ୨୧ ଟି ଦିନିକିଆ ଏବଂ ୫୮ ଟି୨୦ ମ୍ୟାଚ ଖେଳିଛନ୍ତି, ମୁଖ୍ୟତଃ ମଧ୍ୟକ୍ରମରେ ଫିନିସର ଭାବରେ। ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ, ତାଙ୍କର ସବୁଠାରୁ…

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୨।୯: ଶିକ୍ଷକ ନିଯୁକ୍ତି ପାଇବାକୁ ଚାହୁଁଥିବା ଏବଂ ଚାକିରିରେ ଥିବା ଶିକ୍ଷକ ପଦୋନ୍ନତି ପାଇଁ ଆଶାୟୀ ଥିଲେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET)ରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ମଙ୍ଗଳବାର…

ଲଘୁଚାପ ବର୍ଷାରେ ବେହାଲ କାଲିମେଳା ଅଞ୍ଚଳ: ଯୋଗାଯୋଗ ବିଚ୍ଛିନ୍ନ

କାଲିମେଳା, ୨/୯(ଜୀବନ କୃଷ୍ଣ ଦାସ): ମାଲାକାନଗିରି ଜିଲାରେ ଲଘୁଚାପ ବର୍ଷା ପାଇଁ ଅରେଞ୍ଜ ୱାର୍ନିିଂ ପାଣିପାଗ ବିଭାଗ ଘୋଷାଣା କରିଥିବା ବେଳେ ତେବେ ରାତି ତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ୩୨୬ ଜାତୀୟ ରାଜପଥ ଉପରେ ଥିବା କାଙ୍ଗରକୋଣ୍ଡା…

ବିଏସଏନଏଲ ସେବା ଅଚଳ: ରାଜରାସ୍ତାକୁ ଓହ୍ଲାଇଲେ ଦାସିଙ୍ଗବାଡି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଏସଏନଏଲ ବିଭାଗକୁ ଅବଗତ କରାଇଲେ ମଧ୍ୟ ଫଳ ଶୂନ।…

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବି

ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ସିନାପାଲି ସଦର ଗାଁରୁ ଗୋଡାଲ ଗାଁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନରେ କାମ କରୁଥିବା ଜଣେ ନାବାଳକ ଶ୍ରମିକର ବିଦ୍ୟୁତ ଆଘାତରେ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ସିନାପାଲିସ୍ଥିତ ଗୋଡାଲ…

୧୦୦ ବର୍ଷ ପରେ ପଡୁଛି ବିରଳ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ, ଆଉ କ’ଣ କରିବେନି…

ବର୍ଷର ଦ୍ୱିତୀୟ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରବିବାର, ସେପ୍ଟେମ୍ବର ୭, ୨୦୨୫ରେ ହେବାକୁ ଯାଉଛି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବହୁତ ଶକ୍ତିଶାଳୀ। ଏହା ପିତୃପକ୍ଷ ସମୟରେ ପଡୁଛି, ଯାହା କେବଳ ରାତିରେ ଆକାଶକୁ ପ୍ରଭାବିତ କରେ ନାହିଁ ବରଂ ଆମ…

ପୋଲିସ ହେପାଜତରୁ ଖସିଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨।୯: ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ବିଧାୟକ ହରମିତ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ଅଭିଯୋଗ ହୋଇଛି ଯେ ମଙ୍ଗଳବାର (ସେପ୍ଟେମ୍ବର ୨)ରେ, ଗିରଫ ପରେ ସ୍ଥାନୀୟ ପୋଲିସ ଷ୍ଟେଶନକୁ…

ଆମେରିକା କହୁଛି, ‘ଆମେ ମିଳିମିଶି କରିବା ସମସ୍ୟାର ସମାଧାନ’, ଅଡୁଆ ହେଲାକି ମୋଦିଙ୍କ ଚାଇନା ଗସ୍ତ!

ଓ୍ବାଶିଂଟନ,୨।୯: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଏବଂ କୂଟନୈତିକ ଉତ୍ତେଜନାର ଖବର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମତଭେଦ ଅଛି, କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri