ୟୁରୋପରେ ହେବ କି ବଡ଼ ଯୁଦ୍ଧ ? ହସ୍ପିଟାଲଗୁଡ଼ିକୁ ‘ବଡ଼ ଯୁଦ୍ଧ’ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଲା ଫ୍ରାନ୍ସ
ନୂଆଦିଲ୍ଲୀ,୨।୯: ରୁଷିଆ ଓ ନାଟୋ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ୟୁରୋପରେ ଏକ ବିରାଟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ହସ୍ପିଟାଲଗୁଡ଼ିକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଏକ “ବୃହତ୍ ଯୁଦ୍ଧ” ପାଇଁ ପ୍ରସ୍ତୁତ…
ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…
ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ ରେଜିଷ୍ଟାର୍ଡ…
ଟାଇଟଲ ସ୍ପନସରଶିପ୍ ଲାଗି ବିଡ୍ସ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଏହି ସବୁ କମ୍ପାନୀ ପଡିବେ ବାଦ୍
ନୂଆଦିଲ୍ଲୀ,୨ା୯: ଫାଣ୍ଟାସି ସ୍ପୋଟର୍ସ କମ୍ପାନୀ ଡ୍ରିମ୍ ୧୧ ଓହରିବା ପରେ ଭାରତୀୟ କ୍ରିକେଟ୍ ଦଳର ଟାଇଟଲ ସ୍ପନସରଶିପ୍ ଅଧିକାର ଲାଗି ବିସିସିଆଇ ମଙ୍ଗଳବାର ବିଡ୍ସ ଆମନ୍ତ୍ରଣ କରିଛି। ସରକାରଙ୍କ ପକ୍ଷରୁ ବ୍ୟାନ୍ କରାଯିବା ପରେ ଏହି ବିଡ୍ସ ପ୍ରକ୍ରିୟାରୁ ରିୟଲ ମନି…
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ : ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସ ହଟ ହଟା
ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ହାଇଡ୍ରାମା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ ତାଙ୍କୁ…
ଚନ୍ଦ୍ରଗ୍ରହଣ: ଏହି ସମୟରୁ ପାକ ତ୍ୟାଗ, ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି
ପୁରୀ,୨।୯: ଆସନ୍ତା ୭ ସେପ୍ଟେମ୍ବର ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର ହୋଇଛି। ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରହଣ ନୀତି ଅନୁଯାୟୀ, ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ ପାକ ତ୍ୟାଗ କରାଯିବ ଏବଂ…
ଜିଲାପାଳଙ୍କ ଦାରିଙ୍ଗବାଡି ଗସ୍ତ, ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ
ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ମଙ୍ଗଳବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଗସ୍ତ କରିଛନ୍ତି। ସେ ଦାରିଙ୍ଗବାଡି ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ପ୍ଳିହେରୀ ପଞ୍ଚାୟତ ଅଞ୍ଚଳରେ ଥିବା…
‘ବାପା ରାଜି ହେବେ ନାହିଁ’ ବୋଲି କହିଚାଲିଥିଲେ ଯୁବତୀ,ଚଳନ୍ତା ଟ୍ରେନ୍ରେ ସିନ୍ଦୂର ପିନ୍ଧାଇଦେଲେ ପ୍ରେମିକ;Video
ଚଳନ୍ତା ଟ୍ରେନରେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ। ପ୍ରେମିକା ଯେତେ ମନା କଲେ ବି ସେ ତାଙ୍କ ଜିଦ୍ରେ ଅଟଳ ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓକୁ ନେଇ ଲୋକେ ଭଳିକି ଭଳି…
ସପ୍ତାହ ଭିତରେ ମଦକୋଠି ବନ୍ଦ ନ ହେଲେ ଆନ୍ଦୋଳନ
ନୂଆପଡ଼ା,୨ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ ଠୋଙ୍ଗୋ ଗାଁରେ ଚାଲିଥିବା ବେଆଇନ ମଦ କୋଠି ବନ୍ଦ କରିବା ପାଇଁ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବରେ ଜଣାଇଛନ୍ତି। ତୁରନ୍ତ ଏ…
ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୫ରେ ସ୍ଥାନ ପାଇଲା ବଲାଙ୍ଗୀର କୁନି ଝିଅ ଅନଭିକା
ବଲାଙ୍ଗୀର,୨।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ରାଜେନ୍ଦ୍ର ପଡା ନିବାସୀ କୁନି ଝିଅ ଅନଭିକା ତ୍ରିପାଠୀ (୨ ବର୍ଷ ୬ ମାସ)ଙ୍କର ଅସାଧାରଣ ସ୍ମରଣ ଶକ୍ତି ଥିବାରୁ ତାଙ୍କ ନାମ ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୫ରେ ସ୍ଥାନ ପାଇଛି…
ଦିଗପହଣ୍ଡିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ମୁଖ୍ୟ ଆକର୍ଷଣ…
ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାରସାହି ଗଣେଶ ପୂଜା କମିଟି ପକ୍ଷରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରତରଙ୍ଗ ମେଲୋଡି ନାଇଟ ଆୟୋଜିତ ହୋଇଯାଇଛି। ଏହାକୁ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଉଦ୍ଘାଟନ କରିଥିବା ବେଳେ ଏନ୍ଏସି କାର୍ଯ୍ୟ…
ମଦ୍ୟପାନ କରି ବଚସା ପରେ ପଥରରେ ଛେଚି କରିଥିଲେ ହତ୍ୟା
ଆର,ଉଦୟଗିରି,୨ା୯(ମନୋଜ କୁମାର ପାଢୀ): ଗଜପତି ଜିଲା ଆର୍.ଉଦୟଗିରି ଥାନା ପୁରୁଣାପାଣି ପଞ୍ଚାୟତର କାଦମୂଳି ଗାଁ ନିକଟସ୍ଥ ପାହଡରେ ଜଣେ ବୃଦ୍ଧଙ୍କୁ ଗତ ସପ୍ତାହରେ ହତ୍ୟା କରାଯାଇଥିଲା। ମୃତକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଢେପଶଙ୍କରଖାଳି ଗାଁର ଶିବ ନାୟକ। ଏହି…
ଚର୍ଚ୍ଚାରେ ଭାରତର ପ୍ରଥମ ମହିଳା ସୁପରହିରୋ ଫିଲ୍ମ, ପଛରେ ପଡ଼ିଲେ ବଡ଼ ତାରକା
ମାଲାୟାଲମ ସିନେମାରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ପ୍ରଥମ ମହିଳା ସୁପରହିରୋ ଫିଲ୍ମ ‘ଲୋକାହ ଚାପ୍ଟର ୧: ଚନ୍ଦ୍ରା’ ଦର୍ଶକଙ୍କ ମନ ଜିଣିବା ସହ ବକ୍ସ ଅଫିସରେ ସୁପରଷ୍ଟାର ମୋହନଲାଲଙ୍କ ନୂଆ ଫିଲ୍ମ ‘ହୃଦୟପୂର୍ବମ’କୁ ପଛରେ ପକାଇ ଏକ ନୂଆ…
Archives


