ସିବିଏସଇ ପରୀକ୍ଷା ଫଳ: ଦ୍ୱାଦଶରେ ପି. ସମୀକ୍ଷା, ଦଶମରେ ଉଷାରାଣୀ ଟପ୍ପର
ରାଇକିଆ,୧୪/୫(ପ୍ରଦୀପ ବେହେରା):ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦାରା ପରିଚାଳିତ ଦଶମ ଏବଂ ଦାଦଶ ପରୀକ୍ଷା ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ...
ହୃଦୟ ଭାଙ୍ଗିଦେଲେ ସ୍ବାମୀ, ପ୍ରତାରିତ ପରେ ପରସ୍ପରକୁ ବିବାହ କରିନେଲେ ଦୁଇ ବାନ୍ଧବୀ, ଭବିଷ୍ୟତ ଯୋଜନା ସମ୍ପର୍କରେ କହିଲେ…
ଲକ୍ଷ୍ନୌ,୧୩ା୫: ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି। ଦୁଇ ବାନ୍ଧବୀଙ୍କ ସ୍ବାମୀମାନେ ଯେତେବେଳେ ଉଭୟଙ୍କୁ ପ୍ରତାରିତ କଲେ ଏହି ଦୁଇ ବାନ୍ଧବୀ ପରସ୍ପରକୁ ବିବାହ କରିନେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ବାନ୍ଧବୀ ଶିବ...
Justice BR Gavai: ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ, ଶପଥ ନେଉ ନେଉ ଛୁଇଁଲେ ମାଆଙ୍କ ପାଦ
ନୂଆଦିଲ୍ଲୀ,୧୪।୫: ଜଷ୍ଟିସ ବି.ଆର. ଗଭାଇ ସୁପ୍ରିମକୋର୍ଟର ୫୨ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଗଭାଇ ଭାରତର ପ୍ରଥମ...
ପାକିସ୍ତାନର ପୋଲ୍ ଖୋଲିଦେଲେ ବିଶ୍ୱର ସବୁଠାରୁ ବଡ଼ ସାମରିକ ବିଶେଷଜ୍ଞ: କହିଲେ,ଏହା ଭାରତର ସ୍ପଷ୍ଟ ବିଜୟ…
ସିଡନୀ,୧୪।୫: ଅଷ୍ଟ୍ରେଲିୟ ସାମରିକ ବିଶେଷଜ୍ଞ ଟମ କୁପର୍ ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନର ଫମ୍ପା ଏବଂ ମିଥ୍ୟା ଦାବି ଉପରେ ଶେହବାଜ ଶରିଫ ସରକାରଙ୍କୁ ଆଇନା ଦେଖାଇଛନ୍ତି। ସେ ୩-୪ ଦିନ ଧରି ଚାଲିଥିବା ଏହି ଅପରେଶନକୁ ଭାରତର ବିଜୟ...
ଆନ୍ଦୋଳନ ପରେ ବି ପୂରଣ ହେଉନି ପଦବୀ: ପୁଣି ଆନ୍ଦୋଳନ ପାଇଁ ସଜବାଜ
ଦାରିଙ୍ଗବାଡି, ୧୪।୫ (ଅରୁଣ ସାହୁ):କୃଷି କ୍ଷେତ୍ରରେ ବିକାଶ ପାଇଁ ହେଉକି ସାଧାରଣ ବଣ୍ଟନରେ ହେଉ କିମ୍ବା ବିହନ ବଣ୍ଟନ ସହ ମିନି ବ୍ୟାଙ୍କ ଜରିଆରେ ଲୋକଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଦାରିଙ୍ଗବାଡି ବୃହଦାଗାର ବହୁମୁଖୀ ସମବାୟ ସମିତି ଲିମିଟେଡ଼ର ଗୁରୁତ୍ୱପୂର୍ଣ୍ଣ...
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଗଣଶିକ୍ଷା ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୪।୫: ଖୁବ୍ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ଚାଲିଛି, ଆଶା ଖୁବ୍ଶୀଘ୍ର ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ଯୁକ୍ତ ଦୁଇ...
ଭାରତକୁ ଉସକାଉଛି ଚାଇନା: ଅରୁଣାଚଳ ପ୍ରଦେଶରେ କଲା ଏମିତି କାମ
ବେଜିଂ,୧୪।୫: ଚାଇନା ପୁଣି ଥରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ଚେଷ୍ଟା କରିଛି। ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଏହା ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ପରିବର୍ତ୍ତନ କରିଛି। ଭାରତ ଏହି ପ୍ରସଙ୍ଗରେ ଚାଇନାକୁ ଉଚିତ ଜବାବ ଦେଇଛି।...
ଏହି ଦିନ ସରିବ ପିଏମ୍ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ
ଭୁବନେଶ୍ୱର,୧୪ା୫(ସୁନିତ୍ ମିଶ୍ର):ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ) ଲାଗି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୩୫ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି। ରାଜ୍ୟରେ ପିଏମ୍ଏଓ୍ବାଇ ଲାଗି ଯେଉଁ ଆବେଦନ ପ୍ରକ୍ରିୟା ଚାଲିଛି ତାହା ଆସନ୍ତା ୧୫ରେ ଶେଷ ହୋଇଯିବ। ଏହାପରେ ଆଉ...
ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଦାଦାବଟି ପାଇଁ ହତ୍ୟା, ୩ ଗିରଫ
ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ଶିବଶକ୍ତି ନଗରର ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କଶେକେରା ଗାଁର ଏକ ଚାଷ ଜମିରୁ ଶୁକ୍ରବାର ଉଦ୍ଧାର ହୋଇଥିଲା। ଏହି ଘଟଣାରେ...
ରେଡ୍ କାର୍ପେଟରେ ନଗ୍ନତା ଉପରେ କଟକଣା
କାନ୍ସ, ୧୪।୫: ୭୮ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ସିନେମା ଏବଂ ଫ୍ୟାଶନ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ ଲାଗି ରହିବ। ବଡ଼...
ରେଗଡା ଆଦର୍ଶ ବିଦ୍ୟାଳୟର ସଫଳତା : ଟପ୍ପର ହେଲେ ପ୍ରତ୍ୟୁଷ, ପୁଷ୍ପଲତା
କର୍ଲାମୁଣ୍ଡା,୧୪।୫ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ୍ ପ୍ରତ୍ୟୁଷ ସାହୁ ଦଶମ ପରୀକ୍ଷାରେ ୯୬% ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ...
ସାମାନ୍ୟ ବର୍ଷାରେ ବିଦ୍ୟୁତ କାଟ୍: ବଢୁଛି ଅସନ୍ତୋଷ
ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): ହିତାଧିକାରୀଙ୍କୁ ନିୟମିତ ବିଦ୍ୟୁତ ଯୋଗାଇଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାଳବୈଶାଖୀ ପୂର୍ବରୁ ବାରମ୍ବାର ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ସୁଦ୍ଧା ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ କାଟ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବିଭାଗ...
Archives


