ସାର ଯୋଗାଣ , କଳାବଜାର ବନ୍ଦ କରିବା ଦାବିରେ ବଡ଼ ପଦକ୍ଷେପ, ତହସିଲଦାରଙ୍କୁ…
ଗଞ୍ଜାମ,୩।୯(ବିଦ୍ୟାଧର ସାହୁ ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ପକ୍ଷରୁ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଧାନ ରୁଆ ବେଉଷା ଚାଲିଥିବା ବେଳେ ସାର ମିଳୁ ନାହିଁ…
ଚହଳ ପଡ଼ିଥିଲା ମହାନଦୀରେ ଭାସି ମହିଳା ନିଖୋଜ : ହେଲେ ପୁରଷ ବନ୍ଧୁଙ୍କ ସହ ପୁରୀରୁ ପଡ଼ିଗଲେ ଧରା
ବାଙ୍କୀ,୩।୯: ମହାନଦୀରେ ଭାସି ମହିଳା ନିଖୋଜ ଘଟଣାରେ ଆସିଲା ନୂଆ ଟୱିଷ୍ଟ। ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର ହେଲେ ମିଛ ନାଟକ ରଚିଥିବା ମହିଳା।ତେବେ ମହିଳାଙ୍କ ନିଖୋଜ ହେବା ଘଟଣା ମିଛ। ପୁରୀରୁ ମିହିଳାଙ୍କ ପତ୍ତା ମବା ପରେ ପୁରୀ ଚୁଡ଼ଙ୍ଗ…
ପୋଲିସ ଅଧିକାରୀଙ୍କ ସ୍ବାମୀଙ୍କ ଦବଙ୍ଗଗିରି: ଲୋକଙ୍କୁ ମାଡ ମାରି ଥାନାକୁ ଜବରଦସ୍ତି ଆଣି…
ବଲାଙ୍ଗୀର, ୩।୯ (ସୁନିଲ କୁମାର ମହାନ୍ତି ): କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା…
ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍: ଟ୍ରମ୍ପଙ୍କ ସବୁ ପ୍ଲାନ୍ ଫେଲ୍
ନୂଆଦିଲ୍ଲୀ,୩।୯: ଭାରତ ଖୁବଶୀଘ୍ର ରୁଷିଆରୁ ଶସ୍ତା ତେଲ ଆମଦାନୀ କରିପାରେ। ରୁଷିଆ ଭାରତକୁ ବ୍ରେଣ୍ଟ ତୁଳନାରେ Urals ଅଶୋଧିତ ତୈଳ ଉପରେ ପ୍ରତି ବ୍ୟାରେଲ ପିଛା ୩ ରୁ ୪ ଡଲାର ରିହାତି ପ୍ରଦାନ କରିଛି। ଗତ ସପ୍ତାହରେ ଏହି ରିହାତି…
ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ ସ୍ତ୍ରୀ-ସ୍ବାମୀ, ପଛପଟୁ ଧକ୍କା ଦେଲା ସାର ବୋଝେଇ ଟ୍ରାକ୍ଟର
ଚିକିଟି,୩।୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ରାସ୍ତାରେ ବୁଧବାର ସକାଳ ପ୍ରାୟ ୮ ଟା ସମୟରେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ସ୍ବାମୀ ମଧ୍ୟ ଗୁରୁତର…
ନିଶା କାରବାରକୁ ନେଇ ନାବାଳକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ଉତ୍ତେଜନା
ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭୁତାପ ଓରାମପଡ଼ାରେ ଜଣେ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ନିଶା କାରବାରକୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ମୃତ ନାବାଳକ ମହମ୍ମଦ ରିଙ୍କୁ(୧୭) ବୋଲି ପରିଚୟ ମିଳିଛି। ଖବର…
ରାତି ୧ଟାରେ ଘରେ ଲୁଚିକି ପଶୁଥିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ , ତା’ ପରେ…
ଭୁବନେଶ୍ବର, ୩।୯: ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ। ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି…
ରାସ୍ତାରେ ଯାଉଥିଲା କାର୍, ହଠାତ୍ ପାହାଡ଼ ଉପରୁ ଖସିଲା ଏକ ବିଶାଳକାୟ ପଥର, ଆଉ ତା’ ପରେ…
ଦେବଭୂମି ଉତ୍ତରାଖଣ୍ଡରେ ବର୍ଷାର ପ୍ରକୋପ ଦେଖାଦେଇଛି। ଏଥର ମୌସୁମୀ ବର୍ଷା ରାଜ୍ୟରେ ବହୁତ କ୍ଷୟକ୍ଷତି ଘଟାଇଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଏପରିକି ଅନେକ ସ୍ଥାନରେ ବନ୍ୟା ଆସିଥିବାବେଳେ ବହୁ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏହି ସମୟରେ,…
ଓଡ଼ିଶା ବହୁ ଆଗରୁ ଜଳବାୟୁ ପରିବର୍ତ୍ତନକୁ ବୁଝିସାରିଛି: ତଥାଗତ
ଭୁବନେଶ୍ୱର,୩ା୯(ବନ୍ଦନା ସେଠୀ):ଇଣ୍ଟରନ୍ୟାଶନାଲ୍ ଫୋରମ୍ ଫର୍ ଏନ୍ଭାଇରନ୍ମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ୍ ଟେକ୍ନୋଲୋଜି (ଆଇଫରେଷ୍ଟ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଇଣ୍ଟିଗ୍ରେଟେଡ୍ ହିଟ୍ ଆଣ୍ଡ୍ କୁଲିଂ ଆକ୍ସନ ପ୍ଲାନ୍ (ଆଇଏଚ୍ସିଏପି) ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି…
୭ ଘଣ୍ଟିଆ ଖଇରା ବନ୍ଦ: ସ୍କୁଲ, କଲେଜ ସାଙ୍ଗକୁ ଯାନବାହନ ଠପ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ନ ମିଳିବାରୁ…
ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲାର ଖଇରା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦିଆନଯିବା ପ୍ରତିବାଦରେ ଖଇରା ସ୍ବାଭିମାନ ମଞ୍ଚ ପକ୍ଷରୁ ଖଇରା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଖଇରାର ସବୁ ସଙ୍ଗଠନ ଓ ସବୁ ଦଳ ସମର୍ଥନ ଜଣାଇଛନ୍ତି। ସ୍କୁଲ…
ଲୁଣ ଚାଷ ଜମିରେ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର: ଏଭଳି ହେଲେ ମିଳିବ ଏସବୁ ସୁବିଧା
ଗଞ୍ଜାମ,୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ହୁମା ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ ୧୬୦୦ ଏକର ଲୁଣ ଚାଷ ଜମି ରହିଛି । ଏଠାରେ ଦଶ ବର୍ଷରୁ ଅଧିକ ହେବ ଲୁଣ ଚାଷ ବନ୍ଦ ରହିବା କାରଣରୁ ପ୍ରାୟ ତିନି ହଜାର ପରିବାର…
ଏକାଠି ହେଲେ ପୁଟିନ-କିମ ଜଙ୍ଗ ଉନ: ଭୟଭୀତ ହୋଇ ଟ୍ରମ୍ପ କହିଲେ…
ଓ୍ବାଶିଂଟନ,୩।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ବିଜୟ ପରେଡ ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ, ଭ୍ଲାଦିମିର ପୁଟିନ ଏବଂ କିମ ଜଙ୍ଗ ଉନଙ୍କୁ କଟାକ୍ଷ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଆମେରିକା ଚାଇନାର ସ୍ବାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ…
Archives


