Home Left

ଓଡିଶା ଅଣଗେଜେଟେଡ ବନସେବା ସଂଘ ନିର୍ବାଚନ: ନୂତନ ସଭାପତି, ସମ୍ପାଦକ ନିର୍ବାଚିତ

ଭଞ୍ଜନଗର,୨୦/୫(ବାବୁଲା ପ୍ରଧାନ)-ଓଡିଶା ଅଣଗେଜେଟେଡ ବନସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖାର ନୂତନ ସଭାପତି ଏବଂ ସମ୍ପାଦକ ନିର୍ବାଚନ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ଭାବେ ବନପାଳ ସନ୍ତୋଷ କୁମାର ପାତ୍ର ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ...

ମାର୍କେଟ୍‌ରେ ଫ୍ରୁଟ୍‌ଜୁସ୍‌ ପିଉଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

ବାହାରକୁ ବୁଲିଯିବା ବେଳେ ବିଶେଷକରି ଖରାଦିନେ ଅନେକେ ଥଣ୍ଡା ପାନୀୟ ପିଇବାକୁ ଭଲ ପାଆନ୍ତି, ଯେଉଁଥିରେ ଥଣ୍ଡା ଥଣ୍ଡା ଫ୍ରୁଟ୍‌ଜୁସ୍‌ର ଡିମାଣ୍ଡ ସର୍ବାଧିକ। ହେଲେ ରାସ୍ତା କଡ଼ରେ ଅସ୍ଥାୟୀ ଭାବେ ଖୋଲିଥିବା ସମସ୍ତ ସିଜନାଲ୍‌ ଷ୍ଟଲ୍‌ରୁ ଜୁସ୍‌ ପିଇବା ସ୍ବାସ୍ଥ୍ୟ...

ଡୋନାଲ୍ଡ ଟ୍ରମ୍ପଙ୍କୁ ପାନେ ଦେଲେ Apple CEO! ମନା ସତ୍ତ୍ୱେ ଭାରତରେ କଲେ ବଡ଼ ନିବେଶ

ଓ୍ବାଶିଂଟନ,୨୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ମାନିଲେନି Apple CEO। ନିକଟରେ ଟ୍ରମ୍ପ ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ମନା କରିଥିଲେ। କିନ୍ତୁ କମ୍ପାନୀ ଭାରତରେ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛି। ଆପଲର ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ Foxconn...

ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ...

ପାକିସ୍ତାନକୁ ଧୋକା ଦେଲା ବାଂଲାଦେଶ! ଅସିମ ମୁନିରଙ୍କ ବଢିଲା ମୁଣ୍ଡବିନ୍ଧା

ଇସଲାମାବାଦ୍‌,୨୦।୫: ପାକିସ୍ତାନର ଶେହବାଜ ଶରିଫ ସରକାର ଏବଂ ଜେନେରାଲ ଅସିମ ମୁନିରଙ୍କ ସେନା ସମ୍ମୁଖରେ ଏବେ ଏକ ନୂତନ ଏବଂ ଅପ୍ରତ୍ୟାଶିତ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ବିପଦ କେବଳ ପାକିସ୍ତାନ ସୀମା ମଧ୍ୟରେ ସୃଷ୍ଟି ହୋଇ ନାହିଁ,...

୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌: ଖଣିଜ ପାଣ୍ଠିର କରିବେ ସମୀକ୍ଷା

ଭୁବନେଶ୍ୱର,୨୦।୫: ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ ଜଣିଆ ଟିମ୍‌ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାରଠାରୁ ୨୩ ତାରିଖ ଯାଏ କେନ୍ଦୁଝର ଜିଲା ଗସ୍ତରେ ଯିବେ। କେନ୍ଦ୍ରୀୟ ଟିମ୍‌ କେନ୍ଦୁଝର ଜିଲା...

୫ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଏମଏସଏମଇ ପାର୍କ: କାର୍ଯ୍ୟକ୍ଷମ କରିବାକୁ ଦାବି

କେସିଙ୍ଗା,୨୦।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର ନୁଆପଡା କୁର୍ଲୁପଡା ଗ୍ରାମ ନିକଟରେ ଥିବା ଅର୍ଦ୍ଧନିର୍ମିତ ଏମଏସଏମଇ ପାର୍କ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିଛି। କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା...

ଲ ଗ୍ରାଜୁଏଟ ସିଧାସଳଖ ଦେଇ ପାରିବେନି ସିଭିଲ ଜଜ ପାଇଁ ପରୀକ୍ଷା, ଆବଶ୍ୟକ ହେବ ଏହି ଯୋଗ୍ୟତା: ସିଜେଆଇ

ନୂଆଦିଲ୍ଲୀ,୨୦।୫: ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି...

‘ମୁନିରଙ୍କ ସହ ରାହୁଲ ଗାନ୍ଧୀଙ୍କ ଚେହେରା…’ ଭାଜପା ନେତା ଶେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ,୨୦।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରେଶନ ସିନ୍ଦୂର ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ରାହୁଲ କହିଥିଲେ ଯେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୂର୍ବରୁ ଅପରେଶନ ସିନ୍ଦୂର ବିଷୟରେ ପାକିସ୍ତାନକୁ ସୂଚନା ଦେଇସାରିଛନ୍ତି। ଏବେ ଭାଜପା ନେତା ଅମିତ ମାଲବ୍ୟ...

ହାସିନାଙ୍କୁ ସହଜେ ଛାଡ଼ିବେନି ୟୁନୁସ ସରକାର: ପୁଣି ୨ ମାମଲାରେ ଫସାଇଲେ

ଢାକା,୨୦।୫: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡୁଆ ବଢିବାରେ ଲାଗିଛି। ବାଂଲାଦେଶର ୟୁନୁସ ସରକାର ହାସିନାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ବଢ଼ାଇବାରେ ଲାଗିଛନ୍ତି। ଏବେ ଦେଶରେ ହାସିନାଙ୍କ ବିରୋଧରେ ଦୁଇଟି ନୂତନ ମାମଲା ରୁଜୁ ହୋଇଛି।...

ମୁମ୍ବାଇରେ କରୋନାର ଭୟଙ୍କର ପରିସ୍ଥିତି: ୫୩ କରୋନା ପଜିଟିଭ ରୋଗୀ ଚିହ୍ନଟ, ୨ ମୃତ

ମୁମ୍ବାଇ,୨୦।୫: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ଭାଇରସର ବଢ଼ୁଥିବା ମାମଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ଏପର୍ଯ୍ୟନ୍ତ ୫୩ ଜଣ କରୋନା ପଜିଟିଭ ରୋଗୀ ମିଳିସାରିଛନ୍ତି। ଏହାସହ ଦୁଇ ଜଣ କୋଭିଡ ସଂକ୍ରମିତ ରୋଗୀଙ୍କ...

ଅବ୍ୟବସ୍ଥା ଘେରରେ ପୋଷ୍ଟ ଅଫିସ୍‌: ପ୍ରଚଣ୍ଡ ଖରାରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି ଗ୍ରାହକ

ଦାରିଙ୍ଗବାଡି, ୨୦।୫(ଅରୁଣ ସାହୁ):ଏବେ ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ଯୋଗୁ ଜରୁରୀ କାମ ନ ଥିଲେ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତି ରେ ଦାରିଙ୍ଗବାଡି ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ପ୍ରତିଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri