ଗୁରୁ ଦିବସରେ ଏହି ବ୍ଲକରୁ ୪ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ପାଟଣା,୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଳେ ବିଜ୍ଞାନ ପାଇଁ ତୁରୁମୁଙ୍ଗା ଦଧିବାମନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିରଞ୍ଚି ନାରାୟଣ ମହାରଣା,…
ଏଣିକି ସମସ୍ତ ସରକାରୀ ଅଫିସରେ BSNL ବାଧ୍ୟତାମୂଳକ
ଭୁବନେଶ୍ୱର,୫ା୯: ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ। ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍ ବ୍ୟବହାର ହେବ। BSNL ବ୍ରଡ୍ବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍, ଲିଜ ଲାଇନ ସେବା ବ୍ୟବହାର ହେବ। ଏନେଇ…
ଲୁଟେରା ଗିରଫ: ୨ ବାଇକ୍କୁ ଜବତ କଲା ତାରସିଂ ପୋଲିସ
ଭଞ୍ଜନଗର,୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ଶୁକ୍ରବାର ଜଣେ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସେହେଲେ ନାରାୟଣପାଟଣା ଗ୍ରାମର ନାରାୟଣ ନାୟକ। ପୋଲିସ ତାଙ୍କ ଠାରୁ ୨ଟି ଚୋରା ବାଇକ, ୩ ଟି ସାଇକେଲ ଜବତ କରିଛି। ଏଥିସହ ଅଭିଯୁକ୍ତ…
ସୁରେଶ ରାଇନାଙ୍କ ପରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ଧାଓ୍ବନ: ଜାଣନ୍ତୁ କ’ଣ ରହିଛି ମାମଲା…
ନୂଆଦିଲ୍ଲୀ,୫ା୯: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ବେଆଇନ ବେଟିଂ ଆପ୍ ସହ ସମ୍ପୃକ୍ତ ଥିବା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହୋଇଛନ୍ତି। ସେ ସେଣ୍ଟ୍ରାଲ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ହାଜର ହୋଇଥିଲେ।…
ଏକାବେଳେ ଚାଲିଗଲା ୨ ଭାଇଙ୍କ ଜୀବନ: ଭୋ ଭୋ ହେଇ କାନ୍ଦୁଛି ମା’
ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗ୍ରାମରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଗାଁ ମୁଣ୍ଡ ପୋଖରୀ କୁ ଗାଧୋଇବା କୁ ଯାଇ ପାଣିରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ…
ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର
ମୁମ୍ବାଇ,୫ା୯: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍ଆଉଟ୍ ସର୍କୁଲାର ନୋଟିସ୍ (LOC) ଜାରି କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପାଙ୍କୁ ଏହି ନୋଟିସ୍ ହୋଇଛି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପାଙ୍କୁ ଲୁକ୍ଆଉଟ ସର୍କୁଲାର ନୋଟିସ୍ ଜାରି କରିଛି…
ଶିକ୍ଷକ ସମାରୋହରେ ନିରାଶ ହେଲେ ଶିକ୍ଷକ, ସମ୍ମାନ ଗ୍ରହଣ କରି ନ ପାରି…
କଟକ ସଦର,୫ା୯(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଏକ କଲ୍ୟାଣମଣ୍ଡପରେ ଶୁକ୍ରବାର ଶିକ୍ଷା ସମ୍ମାନ ସମାରୋହ -୨୦୨୫ ଅନୁଷ୍ଠିତ ହୋଇଥିଲା। ଗୁରୁଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକ ସଦର ବ୍ଲକ ଅନ୍ତର୍ଗତ ୧୮ଟି କ୍ଳଷ୍ଟରର…
ଗୋଟିଏ ପଟେ ଟ୍ରେଣ୍ଡ କରୁଛି ‘Trump Is Dead’ ଅନ୍ୟପଟେ ହ୍ବାଇଟ ହାଉସ ନିକଟରେ Pizzaର ବଢିଗଲା ଡିମାଣ୍ଡ, ଜାଣନ୍ତୁ କାରଣ
ଓ୍ବାଶିଂଟନ,୫।୯: ଗତ ସପ୍ତାହରେ, ସୋସିଆଲ ମିଡିଆରେ ହଠାତ ଏକ ଟ୍ରେଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହଜାର ହଜାର ଲୋକ ଟୁଇଟରରେ ‘Trump Is Dead’ ହ୍ୟାସଟ୍ୟାଗ ବ୍ୟବହାର କରିଥିଲେ ଏବଂ ଟିଭି ଏବଂ ଅନଲାଇନ ମିଡିଆରେ ଏହାର ସତ୍ୟତା ଖୋଜିବା ଆରମ୍ଭ…
ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାକୁ ଆସିବ…
ଭୁବନେଶ୍ୱର, ୫।୯: ଓଡ଼ିଶାକୁ ଆସିବ ୬୦୦ e-ବସ୍। ୬୦୦ e-ବସ୍ ଆସିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ପାଇଁ e-ବସ ଅଧିକ ପ୍ରଚଳନ କରିବାକୁ ଯୋଜନା। ରାଜ୍ୟରେ ୧…
୬ ନା ୭ କେଉଁଦିନ ପଡୁଛି ଗ୍ରହଣ? ଓଡ଼ିଶାକୁ ବଡ଼ ବିପଦ!
ଭୁବନେଶ୍ୱର,୫।୯: ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬ ମାସ…
କୁଡ଼ିଆ ଘରେ ୫୦ ବର୍ଷ ବିତିଲା, କୁମାରୀଙ୍କୁ ମିଳିଲାନି ପକ୍କା ଘର
ଭଞ୍ଜନଗର,୫ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଘୋଡ଼ାଦାଣ୍ଡି ନିକଟରେ ଏକ ସରକାରୀ ଜମିରେ ଆଜକୁ ୫୦ ବର୍ଷ ହେବ କୁଡ଼ିଆ ଘରେ ସୁକୁଟା ନାଇକ ଓ ବିଜୟ ନାଇକ ବଡ଼କୋଦଣ୍ଡା ଗ୍ରାମରୁ ଆସି ବସବାସ କରୁଥିଲେ। ୫ ବର୍ଷ ପୂର୍ବରୁ…
ସପ୍ତାହରେ ୪ ଦିନ କାମ କଲେ ମିଳିବ ୩ ଦିନ ଛୁଟି! ଜାଣନ୍ତୁ କେଉଁଠି କାହଁକି ଏମିତି ନିୟମ ଲାଗୁ ହୋଇଛି, ଆପଣ ବି ପାଇବେ ଫାଇଦା
ସିଓଲ: ସମ୍ପୂର୍ଣ୍ଣ ସପ୍ତାହ କାମ କରିବା ପରେ, ଯେକୌଣସି କର୍ମଚାରୀଙ୍କ ପାଇଁ ଏକ ଦିନ ଛୁଟି ଖୁବ୍ ଆରାମଦାୟକ ହୋଇଥାଏ। ଅଧିକାଂଶ ଲୋକ ଶୁକ୍ରବାର ପରେ ଶନିବାର ଏବଂ ରବିବାରକୁ ଅପେକ୍ଷା କରନ୍ତି, ଯାହା ଦ୍ୱାରା ସେମାନେ ଦୁଇ ଦିନ ବିଶ୍ରାମ…
Archives


