କଳାହାଣ୍ଡି ଜିଲା ପାଇଁ ପୁଣି ଗୌରବ ଆଣିଲେ ତପିମଣି ଜାନି, ସର୍ବଶ୍ରେଷ୍ଠ ବିଇଓ ଭାବେ…
ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ)-ଭୁବନେଶ୍ୱର ଲୋକସେବା ଭବନ କନଭେନସେନ ସେଣ୍ଟରଠାରେ ଶୁକ୍ରବାର ‘ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ’ ଓ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ଶିକ୍ଷକ,ବ୍ଲକ ଶିକ୍ଷାଅଧିକାରୀ,ଜିଲା ଶିକ୍ଷାଅଧିକାରୀ ମାନଙ୍କୁ…
୧୨୨ ବର୍ଷ ପରେ ବିରଳ ସଂଯୋଗ: ଗ୍ରହଣ ଦିନ ପଡିବ ପିତୃପକ୍ଷ, ଏହି ରାଶି ପାଇଁ ବିପଦ!
ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ପିତୃପକ୍ଷ (ଶ୍ରଦ୍ଧା ପକ୍ଷ) ଭାଦ୍ରପଦ ମାସର ପୂର୍ଣ୍ଣିମାର ପରଦିନଠାରୁ ଆରମ୍ଭ ହୁଏ, ଯାହା ଅମାବାସ୍ୟା ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଏଥର ପିତୃପକ୍ଷ ଏକ ବିଶେଷ ମହାଜାଗତୀୟ ଘଟଣା ସହିତ ଆରମ୍ଭ ହେଉଛି। ପ୍ରକୃତରେ, ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ…
ଚାଇନା ପାଇଁ ଭାରତ-ରୁଷିଆକୁ ହରାଇଲୁ…ବାଉଳା ହୋଇ ଏଭଳି ବୟାନ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ରୁଷିଆର ସମ୍ପର୍କକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଯେ,ଚାଇନା ହାତରେ ଭାରତ ଓ ରୁଷିଆକୁ ହରାଇ ଦେଇଛୁ। ଚାଇନା ପାଇଁ ଭାରତ ସହ…
ବାହା ହେବି ତ କେବଳ ଭିଣୋଇଙ୍କୁ…ଶାଳୀ କଲେ ଏମିତି ଜିଦ, ବଡ଼ ଭଉଣୀ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୫।୯: ଭିଣେଇ-ଶାଳୀଙ୍କ ମଧ୍ୟରେ ସମ୍ପର୍କ ବହୁତ ସମ୍ବେଦନଶୀଳ। ଶାଳୀଙ୍କୁ ଭିଣେଇଙ୍କ ଅଧା ସ୍ତ୍ରୀ ବା ଅଧା ଘରବାଲି ମଧ୍ୟ କୁହାଯାଏ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ସମ୍ପର୍କକୁ ଭୁଲ ଭାବରେ ନିଅନ୍ତି। ଉତ୍ତର ପ୍ରଦେଶର ଅମରୋହାରୁ ଏପରି ଏକ…
୮୨ ମିନିଟର ରହସ୍ୟମୟ ରାତି! ଆକାଶରେ ଦେଖାଯିବ ଆଲୌକିକ ଦୃଶ୍ୟ, ଲାଲ୍ ଚନ୍ଦ୍ରରେ…
୭ ସେପ୍ଟେମ୍ବର ୨୦୨୫ ଦେଖାଯିବ ଆଲୌକିକ ଦୃଶ୍ୟ। ୮୨ ମିନିଟ ପର୍ଯ୍ୟନ୍ତ ଦେଖାଯିବ ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। ଅନ୍ଧାର କିଟମିଟ ଆକାଶରେ ଲାଲ୍ ଦେଖାଯିବ ଚନ୍ଦ୍ର। ସେହି ସମୟରେ, ଶନି ଗ୍ରହ ମଧ୍ୟ ପୂର୍ଣ୍ଣ ଦୃଶ୍ୟମାନ ହେବ। ଏହି ବିରଳ…
ଗୁରୁ ଦିବସରେ ଶିକ୍ଷକନେତାଙ୍କୁ ଚୁନ ମାରିଦେଲେଦେଲେ: ନେଇଗଲେ ୩ଲକ୍ଷ ୫୩ ହଜାର
ପାଟଣା,୫ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ୨ ବ୍ୟାଙ୍କ ଅକାଉଣ୍ଟ ସହ ଏକ କ୍ରେଡିଟ କାର୍ଡରୁ ଚତୁରତା ସହ ହ୍ୟାକର ମୋଟ ୩ ଲକ୍ଷ ୫୩…
ନୂଆବୋହୂ ହାତରୁ ଛାଡ଼ିନି ମେହେନ୍ଦୀ: ଲିଭିଗଲା ମଥାର ସିନ୍ଦୁର, ବାହୁନି ବାହୁନି କାନ୍ଦୁଛି….
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ନବବିବାହିତ ଯୁବକ ମନ୍ମଥ କୁମାର ଭୁଁୟା (୨୮) ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସେ ଚାଷ ଜମିରେ କାମ କରୁଥିବା ବେଳେ ତାଙ୍କ ବାମ…
୨୦୨୫ ବର୍ଷ ଶେଷ ୪ମାସରେ କୋଟିପତି ହେବେ ଏହି ୩ରାଶି! ମିଳିବ ବଡ଼ ଅଫର୍
ବହୁ ବର୍ଷ ପୂର୍ବେ ବୁଲଗେରିଆର ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଏବେ ଧୀରେ ଧୀରେ ସତ ହେବାକୁ ଯାଉଛି। ବାବା ଭେଙ୍ଗା ୨୦୨୫ ମସିହାରେ ଯୁଦ୍ଧ, ହିଂସା ସମେତ ଅନେକ ସମସ୍ୟାର ଭବିଷ୍ୟତବାଣୀ କରିଥିଲେ। ଏହା ସହିତ, ବାବା…
୨୪ ଖୋ ଖୋ ଖେଳାଳିଙ୍କୁ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ, ୫ା୯: ରିକ୍ରୁଟମେଣ୍ଟ ଟ୍ରାଏଲ୍ରେ ଉତ୍ତୀର୍ଣ୍ଣ ହେବା ପରେ ସ୍ପୋଟର୍ସ କୋଟା ଜରିଆରେ ୨୪ ଖୋ ଖୋ ଖେଳାଳିଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍)ରେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ରହିଛନ୍ତି। ନିଯୁକ୍ତି ପାଇଥିବା ଖେଳାଳିମାନଙ୍କ ମଧ୍ୟରେ…
ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପଡ଼ିଲା ଶୁଭଖୁଣ୍ଟି
ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା ’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି ଗାନ୍ଧୀ ଛକସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରା ଯାଇଛି। ଆସନ୍ତା…
କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ଆନିସିମୋଭା-ସାବାଲେଙ୍କା
ନ୍ୟୁୟର୍କ,୫ା୯: ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍ର ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଶନିବାର ଆମେରିକାର ଆମାଣ୍ଡା ଆନିସିମୋଭା ଓ ନମ୍ବର-୧ ଖେଳାଳି ବୋଲାରୁଷର ଆରିନା ସାବାଲେଙ୍କାଙ୍କ ମଧ୍ୟରେ ହେବ। ଆନିସିମୋଭା ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଚାରି ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ଶିକ୍ଷକମାନଙ୍କୁ ମିଳିବ କ୍ୟାଶଲେସ ଚିକିତ୍ସା ସୁବିଧା…
ଲକ୍ଷ୍ନୌ,୫।୯: ଏଣିକି ଉତ୍ତର ପ୍ରଦେଶର ସମସ୍ତ ସରକାରୀ ଶିକ୍ଷକ କ୍ୟାଶଲେସ ଚିକିତ୍ସାର ସୁବିଧା ପାଇବେ। ଏହି ଯୋଜନାର ଲାଭ ଶିକ୍ଷାମିତ୍ର ଏବଂ ଅନୁଦେଶକମାନଙ୍କୁ ମଧ୍ୟ ମିଳିବ। ପୂର୍ବ ରାଷ୍ଟ୍ରପତି, ମହାନ ଶିକ୍ଷାବିଦ ତଥା ‘ଭାରତ ରତ୍ନ’ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ…
Archives


