ୟୁରିଆ ସାର ସଙ୍କଟ ପଛରେ ବଡ଼ କେଳେଙ୍କାରୀ
ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। କେତେବେଳେ ଧାନ ବିକ୍ରିବଟା ତ ଆଉକେବେ ଧାନବିକ୍ରି ପାଇଁ ପଞ୍ଜୀକରଣ ନୀତିକୁ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଭିନ୍ନ ଜିଲାରେ ହେବ…
ସମ୍ବଲପୁର,୭ା୯(ପ୍ରମୋଦ ବହିଦାର): ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି କରୁଛନ୍ତି। ଏହିକ୍ରମେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ଜିଲାରେ କ୍ୟାବିନେଟ୍ ବୈଠକ କରାଯିବ ବୋଲି ଶନିବାର ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଅଁାଖାଇ ଭେଟ୍ଘାଟ୍ ଅବସରରେ ମୁଖ୍ୟମନ୍ତ୍ରୀ…
ଓଡ଼ିଶାର କଂସା ଶିଳ୍ପ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରୁଛି: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭ା୯(ସୌମ୍ୟରଞ୍ଜନ ରାଉତ): ଏମ୍ଜିଏମ୍ ଫାଉଣ୍ଡେଶନ ଓ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ ଆର୍ଟ ଆଣ୍ଡ୍ ଡିଜାଇନ ଷ୍ଟୁଡିଓ ପକ୍ଷରୁ ଓଡ଼ିଶାର କଂସା ଶିଳ୍ପ ଐତିହ୍ୟ ଉପରେ ରଚିତ ପୁସ୍ତକ ‘କଂସା: ପରମ୍ପରା ଗଠନ, ଭବିଷ୍ୟତ ରୂପରେଖ’ର ଲୋକାର୍ପଣ ଉତ୍ସବ ଶନିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ…
ଆଜି ଚନ୍ଦ୍ର ଗ୍ରହଣ: ଏହି ସମୟରୁ ପାକ ନିଷେଧ
ପୁରୀ,୭ା୯(ଅଜିତ୍ କୁମାର ମହାନ୍ତି): ୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି ହେବ। ମଧ୍ୟାହ୍ନ ୧୨ଟା ୫୭ମିନିଟ ୨୨ ସେକେଣ୍ଡ ପରେ ପାକ ତ୍ୟାଗ ଓ ଦେବ ନୀତି…
ବଡ଼ ଘୋଷଣା: ଓଡ଼ିଶାରେ ଏହିଦିନଠୁ ଲାଗୁ ହେବ ଏସ୍ଆଇଆର୍!
ନୂଆଦିଲ୍ଲୀ,୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିବାଦ ଲାଗିରହିଥିବାବେଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୬ ଜାନୁଆରୀ ୧ରୁ ସାରା ଦେଶରେ ଏସ୍ଆଇଆର୍ ଆରମ୍ଭ କରିପାରନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ…
କଡ଼ା ନିର୍ଦ୍ଦେଶ: ନିୟମ ନ ମାନିଲେ ୩୦ ତାରିଖରୁ ଦୈନିକ ୫୦୦ ଜରିମାନା
ରାୟଗଡ଼ା,୬।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରାଞ୍ଚଳରେ ଓଡ଼ିଆ ନାମଫଳକକୁ ବାଧ୍ୟତାମୂଳକ କରିଛି ପୌରପରିଷଦ। ଏନେଇ ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ରାୟଗଡ଼ା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ବୁଲି ଓଡ଼ିଆ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ…
EPFO ନିୟମରେ ବଡ଼ ପରିବର୍ତ୍ତନ: ଏଣିକି ମାସେ ଚାକିରି କଲେ ବି ମିଳିବ ପେନସନ
ନୂଆଦିଲ୍ଲୀ,୬।୯: ସରକାର କର୍ମଚାରୀମାନଙ୍କୁ ବଡ଼ ରିଲିଫ ଦେଇ ଇମ୍ପ୍ଲୋୟୀଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫ୍ଓ) ପେନସନ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏବେ ଯଦି ଜଣେ କର୍ମଚାରୀ ମାତ୍ର ୧ ମାସ ବି ଚାକିରି କରନ୍ତି, ତେବେ ସେ ଇମ୍ପ୍ଲୋୟୀସ ପେନସନ…
୩୩୨ ଆଥ୍ଲେଟଙ୍କୁ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ,୬ା୯: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁରିଟି ଫୋର୍ସ (ସିଆଇଏସ୍ଏଫ୍) ମୋଟ ୩୩୨ ଆଥ୍ଲେଟଙ୍କୁ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରେ ୧୭୯ ମହିଳା ରହିଥିବା ପାରାମିଲିଟାରୀ ସଂସ୍ଥା ତରଫରୁ ଶନିବାର କୁହାଯାଇଛି। ଏହି କ୍ରୀଡ଼ାବିତ୍ମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ାରେ ୩୪ଟି ନୂଆ ପୁରୁଷ ଓ…
କୋଟିପତି କରିବ ୨୦୦୦ ଟଙ୍କାର ଛୋଟିଆ SIP, ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୬।୯: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍ଆଇପି, ଅର୍ଥାତ ସିଷ୍ଟେମେଟିକ ଇନଭେଷ୍ଟମେଣ୍ଟ ପ୍ଲାନର ପ୍ରକୃତ ଶକ୍ତି ହେଉଛି ‘କମ୍ପାଉଣ୍ଡିଂ’, ଯେଉଁଥିରେ ଆପଣଙ୍କ ନିବେଶ ଉପରେ…
୨୭ରେ ସ୍ବତନ୍ତ୍ର ଓଟିଇଟି: ୧୭ରୁ ମିଳିବ ଆଡ୍ମିଟ୍ କାର୍ଡ
କଟକ,୬।୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବୋର୍ଡ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ଦିନ ଦୁଇଟି ସିଟିଂରେ…
ହୋଟେଲରେ ବିକୁଛନ୍ତି ବାସିଖାଦ୍ୟ, ଟ୍ରେଡ୍ ଲାଇସେନ୍ସ ନାହିଁ: ଚଢ଼ାଉ ଜୋରଦାର କଲା ଭଞ୍ଜନଗର NAC , ୭ ଦୋକାନ…
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସି ପକ୍ଷରୁ ଶନିବାର ଶତାଧିକ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି। ବେନିୟମ ଭାବେ ଦୋକାନ ଖୋଲିବା, ହୋଟେଲରେ ନିମ୍ନ ମାନର ଖାଦ୍ୟ ବିକ୍ରି କରିବା, ଟ୍ରେଡ ଲାଇସେନ୍ସ ନ ରଖିବା, ପଲିଥିନ ବ୍ୟବହାର କରିବା…
ଭାରତ ଏ’ ଦଳର ନେତୃତ୍ୱ ନେବେ ଶ୍ରେୟସ
ନୂଆଦିଲ୍ଲୀ,୬ା୯: ଆଗାମୀ ଏସିଆ କପ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବା ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ବହୁ ଦିନିଆ ମ୍ୟାଚ୍ରେ ଭାରତ ଏ’ ଦଳର ନେତୃତ୍ୱ ନେବେ। ସିରିଜ୍ର ପ୍ରଥମ ମ୍ୟାଚ୍…
Archives


