୪ ଶିକ୍ଷକଙ୍କୁ ୧୪ ପିଲା,ତଥାପି ଅବହେଳା : ଉପାନ୍ତ ଅଞ୍ଚଳ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟତିକ୍ରମ
ମୋରଡ଼ା,୧୩ା୯(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଏହି ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତ ମୋରଡ଼ା ଏବଂ ବାରିପଦା ବ୍ଲକ ସୀମାରେ ଅବସ୍ଥିତ। ଉକ୍ତ ପଞ୍ଚାୟତରେ ନାହାଶୋଳ ସରକାରୀ ଉଚ୍ଚ ପ୍ରାଥମିକ…
ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ ଦେଲେ ପାକିସ୍ତାନ ଅଧିନାୟକ
ଆବୁଧାବି,୧୩।୯: ଏସିଆ କପ ୨୦୨୫ର ଉତ୍ସାହ ନିରନ୍ତର ବୃଦ୍ଧି ପାଉଛି। ଶୁକ୍ରବାର ଖେଳାଯାଇଥିବା ଗ୍ରୁପ ଏ ମ୍ୟାଚ୍ରେ ପାକିସ୍ତାନ ଓମାନକୁ ୯୩ ରନ୍ରେ ପରାସ୍ତ କରି ଟୁର୍ନାମେଣ୍ଟରେ ଏକ ଭଲ ଆରମ୍ଭ କରିଛି। ଏହି ବିଜୟ ପାକିସ୍ତାନୀ ଦଳର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ…
ପିଲାଙ୍କ ଆଖିରେ ଫେବିକୁଇକ୍ ଅଠା ମାରିଦେବା ଘଟଣାରେ ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…
ଫୁଲବାଣୀ, ୧୩।୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେବିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲାପାଳ ବେଦ ଭୂଷଣ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନଶିକ୍ଷକ ହେଲେ ମନୋରଞ୍ଜନ…
ଭାରତକୁ ହିନ୍ଦୁରାଷ୍ଟ୍ର କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ, ଯଦି ପଡ଼ୋଶୀ ଦେଶ ଭଳି ହୁଏ ତେବେ…
ବାଗେଶ୍ୱର ଧାମ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭାରତକୁ ହିନ୍ଦୁରାଷ୍ଟ୍ର କରିବା ଦାବି କରି ନଭେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, ଭାରତରେ ପଡ଼ୋଶୀ ଦେଶ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ଦେଶକୁ…
ସରକାରଙ୍କ ବଡ଼ ଘୋଷଣା! ଏଣିକି ରୂପା ଅଳଙ୍କାର କିଣିଲେ…
ନୂଆଦିଲ୍ଲୀ,୧୩।୯: କେବଳ ସୁନା ନୁହେଁ ଏବେ ରୂପା ଅଳଙ୍କାର ଦାମ୍ ମଧ୍ୟ ହୁ ହୁ ହୋଇ ବଢୁଛି। ଆଉ ଏଇ ବଢୁଥିବା ରେଟ୍ ଭିତରେ ରୂପାକୁ ନେଇ ଆସିଛି ବଡ଼ ଖବର। ରୂପା ଅଳଙ୍କାର ଏବଂ ଜିନିଷପତ୍ର ପାଇଁ ହଲମାର୍କିଂ ବାଧ୍ୟତାମୂଳକ…
FM କଲେଜ ଛାତ୍ରୀ ଆତ୍ମହୂତି ମାମଲା: ହାଇକୋର୍ଟ ନେଲେ ବଡ଼ ନିଷ୍ପତ୍ତି
କଟକ,୧୩।୯: ବହୁ ଚର୍ଚ୍ଚିତ ଏଫଏମ୍ କଲେଜ ଛାତ୍ରୀ ଆତ୍ମହୂତି ମାମଲା। ବାଲେଶ୍ୱର ଏସଡିଜେଏମ ଅଦାଲତରେ ବିଚାରଧୀନ ମାମଲାରେ ଅମିତ ସ୍ପନ୍ଦନ ବେହେରା ଓ ସୌରଭ ବେହେରାଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଆଗୁଆ ଜାମିନ ଲୋ ହାଇକୋର୍ଟରେ ପୃଥକ ଭାବେ…
ଟ୍ରମ୍ପଙ୍କୁ ବଡ଼ ଝଟ୍କା! ସବୁଠୁ ନିକଟତମ ବନ୍ଧୁଙ୍କୁ ଭାରତ ପଠାଉଛନ୍ତି ପୁଟିନ
ଓ୍ବାଶିଂଟନ୍,୧୩।୯: ଆମେରିକା ଦ୍ୱାରା ଲାଗୁ ହୋଇଥିବା ଟାରିଫ୍ ମଧ୍ୟରେ, ରୁଷିଆର ଉପ-ପ୍ରଧାନମନ୍ତ୍ରୀ ଦିମିତ୍ରୀ ପାତ୍ରୁଶେଭ ଏହି ମାସରେ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି। ପାତ୍ରୁଶେଭ କୃଷି କ୍ଷେତ୍ରର ଜଣେ ବିଶେଷଜ୍ଞ ଏବଂ ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତରୁ ଚିଙ୍ଗୁଡ଼ି ଆମଦାନୀ…
ପରକୀୟା ପ୍ରୀତି: ୨ ଯୁବକଙ୍କ ସହ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ
ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଗ୍ରାମବାସୀ କଙ୍ଗାରୁ କୋର୍ଟ କରିଛନ୍ତି। ୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼…
କଡ଼ା ସୁରକ୍ଷା ମଧ୍ୟରେ ଏଟିଏମ ଭାଙ୍ଗି କରୁଥିଲେ ଚୋରି, ହଠାତ୍ ପହଞ୍ଚିଗଲେ, ତା’ପରେ…
ଲାଞ୍ଜିଗଡ଼, ୧୩।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏଟିଏମ ଭାଙ୍ଗି ଚୋରି କରିବା ଉଦ୍ୟମ ଫେଲ ମାରିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି…
SBI ରେ ବଡ଼ ନିଯୁକ୍ତି, ଆବେଦନର ଶେଷ ତାରିଖ…
ନୂଆଦିଲ୍ଲୀ,୧୩।୯: ସରକାରୀ ଚାକିରି ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ବଡ଼ ଖବର। ବଡ଼ ନିଯୁକ୍ତି ସୁଯୋଗ ଆଣିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) । SBI ଜୁନିୟର ଆସୋସିଏଟ (କ୍ଲର୍କ) ପଦବୀ ପାଇଁ ୬,୫୮୯ଟି ପଦବୀ ପୂରଣ କରିବାକୁ ଯାଉଛି, ଯାହା…
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨.୩ ବର୍ଷର ବାଳିକା
ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ଚର୍ଚ୍ଚାରେ ଅଦ୍ଭୁତ ବାଳିକା ଦୀପିକା ବିଶ୍ବାଳ। ତାଙ୍କୁ ମାତ୍ର ଦୁଇ ବର୍ଷ ୩ ମାସ ହେଉଛି। ହେଲେ ସେ ନିର୍ଭୁୁଲ ଭାବରେ କହୁଛନ୍ତି ବିଭିନ୍ନ ଶ୍ଲୋକ। ଖାଲି ସେତିକି ନୁହେଁ ସପ୍ତାହ, ମାସ, ବିଭିନ୍ନ ପ୍ରାଣୀ, ଜାତୀୟ ସଙ୍ଗୀତ,…
ଦୋକାନୀ କାଲି କିଣିଥିଲେ ନୂଆ ଫ୍ରିଜ୍, ଫାଟିଲା କମ୍ପ୍ରେସର, ଆଉ ତା’ ପରେ…
ଗଜପତି,୧୩ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଗାନ୍ଧି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସାହୁ କଫି ନାମକ ଏକ ପାନ ମସଲା ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ନରସିଂହ ସାହୁଙ୍କ କହିବା ଅନୁସାରେ,…
Archives


