Home Left

ଏକ କୁଲିର କାହାଣୀ

କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ...

ବଦଳିଲେ ଭଦ୍ରକ ଏସ୍‌ପି: ମନୋଜଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୫।୬: ଗୃହ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଭଦ୍ରକ ଏସ୍‌ପି ଏମ୍‌. ସନ୍ଦୀପ ସମ୍ପତଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ନୂଆ ଏସ୍‌ପି ଭାବେ ମନୋଜ କୁମାର ରାଉତଙ୍କୁ...

‘ପ୍ଲାଷ୍ଟିକ ବ୍ୟବହାର ମାନବ ସମାଜ ପାଇଁ ବିପଦ’

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ସେକସନରେ ଗୁରୁବାର ବିଶ୍ବ ପରିବେଶ ଦିବସ ପାଳନ ସହ ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ...

କାହିଁକି ଜର୍ମାନୀରେ ବିବାହ କଲେ ମହୁଆ-ପିନାକୀ? ଏହା ପଛର କାରଣ କହିଲେ ପରିବାର ସଦସ୍ୟ, କେବେ ଫେରିବେ ସ୍ବଦେଶ…

କୋଲକାତା,୫।୬: ପଶ୍ଚିମବଙ୍ଗ ନାଦିଆ ଜିଲାର କୃଷ୍ଣନଗର ଲୋକ ସଭା ଆସନରୁ ତୃଣମୂଳ ଏମପି ମହୁଆ ମୋଇତ୍ରା ଗତ ସପ୍ତାହରେ ୩୦ ମେ’ରେ ଜର୍ମାନୀର ବର୍ଲିନ ପ୍ୟାଲେସରେ ପୂର୍ବତନ ପୁରୀ (ଓଡ଼ିଶା)ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଥିଲେ। ୬୫ ବର୍ଷୀୟ ପିନାକୀ...

ଗାଡ଼ିଆରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି,୫।୬(ଗିରିଧାରୀ ପରିଛା): ଗାଡ଼ିଆରେ ବୁଡି ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ଗ୍ରାମର ଈଶ୍ବର ବଡ଼ରଇତଙ୍କ ଝିଅ ଆରତି...

ବିଜେଡ଼ି ଛାଡି ହାତ ଧରିଲେ

ଜି.ଉଦୟଗିରି,୫ା୬(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ. ୱାର୍ଡ କାଉନସିଲର ଜାକେଶ ପ୍ରଧାନ ଓ ପୂର୍ବତନ ବ୍ଲକ୍‌ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ ଲାଲୁ ଜୀଙ୍କୁ...

ବିବାହକୁ ନେଇ ପ୍ରଥମଥର ବଡ଼ କଥା କହିଲେ ମହୁଆ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରା ବିଜେଡି ନେତା ପିନାକୀ ମିଶ୍ରଙ୍କ ସହ ତାଙ୍କ ବିବାହ ଖବର ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୁରୁବାର (ଜୁନ ୫, ୨୦୨୫) , ଟିଏମସି ଏମପି ମହୁଆ...

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଲା ଅମରନାଥ ଯାତ୍ରାର ‘ସୁରକ୍ଷା କବଚ’

ନୂଆଦିଲ୍ଲୀ,୫।୬: ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସରକାର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଚାର କରୁଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ର ୫୮୧ୟୁନିଟ, ଡ୍ରୋନ, ଜାମର୍‌ ଏବଂ K9 ୟୁନିଟ ମୁତୟନ...

ପାରିବାରିକ କଳହର କରୁଣ ପରିଣତି: ଜେଜେ ମା’ଙ୍କୁ ପିଟିପିଟି ହତ୍ୟା

କବିସୂର୍ଯ୍ୟନଗର/ଖଲ୍ଲିକୋଟ,୫ା୬(କୃପାସିନ୍ଧୁ ସ୍ବାଇଁ/ପ୍ରଶାନ୍ତ କୁମାର ମିଶ୍ର)): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ କୋଦଳା ଥାନା ଅନ୍ତର୍ଗତ ନାୟିକାଣିପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ନାତି ଚିତ୍ରସେନ ସ୍ବାଇଁ ଜେଜେ ମା’ଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଅନି ସ୍ବାଇଁ(୭୨)।...

IPL 2025 ବିଫଳତା ପରେ କାର୍ଯ୍ୟାନୁଷ୍ଠାନ ନେବେ ସଞ୍ଜିବ ଗୋଏଙ୍କା, ୨୭ କୋଟି ଟଙ୍କିଆ…

ନୂଆଦିଲ୍ଲୀ,୫।୬: ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସଜି) ଆଇପିଏଲ ୨୦୨୫ରେ ନିରାଶାଜନକ ପ୍ରଦର୍ଶନ କରିଛି, ଯେଉଁଥିରେ ଦଳ ୧୪ଟି ମ୍ୟାଚରୁ ମାତ୍ର ୬ଟିରେ ଜିତି ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଏହି ବିଫଳତା ପରେ ଦଳର ମାଲିକ ସଞ୍ଜିବ ଗୋଏଙ୍କା...

ଠାକୁରାଣୀ ଯାତ୍ରା: ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଜକର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ଦୂର ଦୂରାନ୍ତରେ ରହୁଥିବା ଲୋକମାନେ ଗାଁକୁ ପହଞ୍ଚିଛନ୍ତି। ଗ୍ରାମର ବଡ଼ସାହିସ୍ଥିତ...

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ମୃତକଙ୍କ ପିତାଙ୍କ ଚିତ୍କାର ଶୁଣିଲେ ଥରି ଉଠିବ ଛାତି, କହିଲେ-‘ଏକ କୋଟି ଦେବି…’

ବେଙ୍ଗାଲୁରୁ,୫।୬: ବୁଧବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଥମ ଆଇପିଏଲ ଟାଇଟଲ ବିଜୟର ଉତ୍ସବ ଏକ ଦଳାଚକଟାରେ ପରିଣତ ହୋଇଥିଲା, ଯେଉଁଥିରେ ୧୧ ଜଣ ଆରସିବି ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ, ଡଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri