Home Left

ବିବାଦରେ WWEର ପୂର୍ବତନ ଅଧ୍ୟକ୍ଷ ଭିନ୍ସ ମ୍ୟାକମୋହନ, ଯୌନ ଶୋଷଣ ଅଭିଯୋଗ ଆସିବା ପରେ…

ନୂଆଦିଲ୍ଲୀ,୬।୬: ପୂର୍ବତନ WWE ଅଧ୍ୟକ୍ଷ ଭିନ୍ସ ମ୍ୟାକମାହନ TKO ଗ୍ରୁପ ହୋଲ୍ଡିଂସର ପ୍ରାୟ ୨୫୦ ନିୟୁତ ଡଲାର (ପ୍ରାୟ ୨୧,୪୬,୧୧,୨୪,୯୦୦ ଟଙ୍କା) ମୂଲ୍ୟର ଷ୍ଟକ ବିକ୍ରି କରିଛନ୍ତି। ଏହି କମ୍ପାନୀ ହେଉଛି WWE ଏବଂ UFCର ମୂଳ କମ୍ପାନୀ। ଭିନ୍ସ...

ତେଜିଲା ଆନ୍ଦୋଳନ: କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ

ବିନିକା,୬।୬: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଶୁକ୍ରବାର ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଚାଷୀମାନେ ବୀମା ଓ କ୍ଷତିପୂରଣ ପ୍ରଦାନ ଦାବିରେ ଗର୍ଜିବା ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ଫଳରେ ରାମପୁର ସହରରେ ଦୋକାନ ବଜାର...

ନୂଆ କିଟ୍‌ ପିନ୍ଧି ଇଂଲଣ୍ଡ ଗସ୍ତରେ ବାହାରିଲା ଟିମ୍‌ଇଣ୍ଡିଆ

ମୁମ୍ବାଇ,୬।୬: ଭାରତୀୟ କ୍ରିକେଟ ଦଳ ଆଜି ସକାଳେ ଇଂଲଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଯାତ୍ରା ଆରମ୍ଭ କରିଛି। ମୁମ୍ବାଇରୁ ଯାଇଥିବା ଟିମ୍‌ ଇଣ୍ଡିଆ ନୂଆ କିଟ୍‌ରେ ନଜର ଆସିଥିଲା। ରୋହିତ-ବିରାଟଙ୍କ ଅବସର ପରେ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଦଳର...

ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୈନାବ ରାବଜୀଙ୍କୁ ବିବାହ କଲେ ନାଗାର୍ଜୁନଙ୍କ ପୁଅ ଅଖିଲ ଆକ୍କିନେନି

ହାଇଦ୍ରାବାଦ,୬।୬: ତେଲୁଗୁ ସିନେମା ଜଗତର ପ୍ରଖ୍ୟାତ ଅଭିନେତା ନାଗାର୍ଜୁନ ଆକ୍କିନେନିଙ୍କ ଛୋଟ ପୁତ୍ର ଅଖିଲ ଆକ୍କିନେନି ଶୁକ୍ରବାର ତାଙ୍କ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୈନାବ ରାବଜୀଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିଛନ୍ତି। ଏହି ଅନ୍ତରଙ୍ଗ ବିବାହ ଉତ୍ସବ...

ବିଶ୍ୱର ସବୁଠାରୁ ଉଚ୍ଚ ବ୍ରିଜ ଉପରକୁ ତ୍ରିରଙ୍ଗା ନେଇ କାହିଁକି ପହଞ୍ଚିଲେ ମୋଦି? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୬।୬: ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଶୁକ୍ରବାର ଅର୍ଥାତ ଜୁନ ୬,୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଏବଂ କଶ୍ମୀରରେ ପହଞ୍ଚିଛନ୍ତି। ଏଠାରେ ସେ ରିଆସି ଜିଲାରେ ନିର୍ମିତ ଚେନାବ ସେତୁର ଉଦଘାଟନ କରିଥିଲେ। ଏହି ସମୟରେ...

ବାପା ମୋ ଉପରେ ପ୍ରବଳ ରାଗିଛନ୍ତି…କାହିଁକି ଏମିତି କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୬: ନିକଟରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ପୂର୍ବରୁ ସେ ଟି-୨୦କୁ ଅଲବିଦା କହିଥିଲେ। ଏବେ ସେ ଭାରତୀୟ ଦଳ ପାଇଁ କେବଳ ଏକଦିବସୀୟ କ୍ରିକେଟରେ ଖେଳିବା ଦେଖିବାକୁ ପାଇବେ। ଚେତେଶ୍ୱର ପୂଜାରାଙ୍କ ପତ୍ନୀ ପୂଜା...

କିଏ ଶଶି ଥରୁରଙ୍କ ପୁଅ ଇଶାନ, ଭାରତ-ପାକିସ୍ତାନକୁ ନେଇ ପଚାରିଲେ ଏମିତି ପ୍ରଶ୍ନ, କଂଗ୍ରେସ ଏମପିଙ୍କୁ କହିବାକୁ ପଡିଲା…

ନୂଆଦିଲ୍ଲୀ,୬।୬: କଂଗ୍ରେସ ଏମପି ଶଶି ଥରୁରଙ୍କ ପୁଅ ଇଶାନ ଥରୁର ହଠାତ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ପିତା ଏବଂ ବରିଷ୍ଠ ରାଜନେତା ଶଶି ଥରୁରଙ୍କୁ ପହଲଗାମ ଆକ୍ରମଣ ଏବଂ ଭାରତ-ପାକିସ୍ତାନ ସମ୍ପର୍କିତ ଏପରି ପ୍ରଶ୍ନ ପଚାରିଥିଲେ ଯାହା ସବୁଠି...

ଦାମୋଦରପୁର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ

ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୨ ନମ୍ବର ଓ୍ବାର୍ଡର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ ଜମିରହିଥିବା ଦେଖିବାକୁ ମିଳିଛି। ଯାହା ଓ୍ବାର୍ଡବାସୀଙ୍କ ପାଇଁ ନାହିଁ ନ ଥିବା ସମସ୍ୟା ସୃଷ୍ଟି କରୁଛି। ପ୍ରତ୍ୟହ ଓ୍ବାର୍ଡର ଘରୁ...

ରାଜ୍ୟରେ ଖୁବଶୀଘ୍ର ଆସିବ କରୋନା ମାର୍ଗଦର୍ଶିକା: ଏଭଳି ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର,୬।୬: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତଥାପି ରାଜ୍ୟ ସରକାର ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ବୋଲି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା...

ଅଗଷ୍ଟ ୩ରେ ନିଟ୍-ପିଜି ପରୀକ୍ଷା, ତାରିଖ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୬: ସୁପ୍ରିମକୋର୍ଟ ଗୁରୁବାର ନ୍ୟାସନାଲ ବୋର୍ଡ ଅଫ ଏକ୍ସାମିନେସନ୍ସ (ଏନବିଇ)କୁ ନିଟ୍-ପିଜି ୨୦୨୫ ପରୀକ୍ଷା ଅଗଷ୍ଟ ୩ ତାରିଖରେ ଆୟୋଜନ କରିବାକୁ ଅନୁମତି ଦେଇଛି। ଏନବିଇର ପରୀକ୍ଷା ତାରିଖ ବୃଦ୍ଧି କରିବା ପାଇଁ କରାଯାଇଥିବା ଆବେଦନକୁ ଶୁଣାଣି କରି କୋର୍ଟ...

ପାଦର ଆଙ୍ଗୁଠି କାଟିଦେବାକୁ ପ୍ଲାନିଂ କରିଥିଲେ ଏହି କ୍ରିକେଟର୍‌..ଆଉ ତା’ପରେ ଘଟିଗଲା ଏମିତି କିଛି

ନୂଆଦିଲ୍ଲୀ,୬।୬: ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ କାର୍ସେ ତାଙ୍କ ଜୀବନର ଏକ ଲୋମଟାଙ୍କୁରା ଘଟଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଦିନେ ଏକ ନିରନ୍ତର ଯନ୍ତ୍ରଣାଦାୟକ ସମସ୍ୟାରୁ ସୁସ୍ଥ ହେବା ପାଇଁ ତାଙ୍କ ପାଦର ଆଙ୍ଗୁଠି କାଟିବାକୁ ଚିନ୍ତା କରିଥିଲେ। କାରଣ...

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଅନ୍ୟ ଏକ ଗାଡ଼ି

ବାରଙ୍ଗ,୬ା୬(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ସହିତ ଗୋଟିଏ ଟ୍ରକ୍‌ ଧକ୍କା ହୋଇଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri