Home Left

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଜାତି ଭିତ୍ତିକ ରାଜନୈତିକ ସମାବେଶ, ଗାଡ଼ି ଷ୍ଟିକର, ସାଇନବୋର୍ଡ ଉପରେ କଟକଣା

ନୂଆଦିଲ୍ଲୀ,୨୨ା୯: ଉତ୍ତରପ୍ରଦେଶ ସରକାର ସୋମବାର ରାଜ୍ୟରେ ଜାତିଗତ ବୈଷମ୍ୟ ରୋକିବା ପାଇଁ ଆଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ରେକର୍ଡ ଓ ସାର୍ବଜନୀନ ସ୍ଥାନରେ ଜାତିଗତ ଉଲ୍ଲେଖ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ମୁଖ୍ୟ ସଚିବ ଦୀପକ କୁମାରଙ୍କ ନିର୍ଦ୍ଦେଶ ଅନୁଯାୟୀ,…

ବିଭିନ୍ନ ଦାବି ନେଇ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ଝୁଲିଲା ତାଲା

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର କାର୍ଯ୍ୟରତ ଏମ୍‌ବିକେ, ସି୍‌ଆର୍‌ପିସିଏମ୍‌, ବ୍ୟାଙ୍କ, କୃଷି ଓ ପ୍ରାଣୀ ମିତ୍ରମାନେ ୭ଦଫା ଦାବି ନେଇ ତୁମୁଡିବନ୍ଧ ବ୍ଲକସ୍ଥିତ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟକୁ ତାଲା ପକାଇବା ସହ…

ଗୋଟିଏ ସପ୍ତାହରେ କଳିଙ୍ଗାଘାଟିରେ ୨ ଥର ଭୂସ୍ଖଳନ, ଧୋଇଗଲା ମରାମତି କାର୍ଯ୍ୟ

ଦାରିଙ୍ଗବାଡ଼ି,୨୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ କଳିଙ୍ଗାଘାଟିରେ ପୁଣି ଥରେ ଭୂସ୍ଖଳନ ହୋଇଛି। ଗତ ୧୬ ତାରିଖ ମଧ୍ୟାହ୍ନରେ ଭୂସ୍ଖଳନ ହୋଇଥିଲା। ସୋମବାର ପ୍ରବଳ ବାଦଲ ଫଟା ବର୍ଷାରେ ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନ ମରାମତି ଚାଲିଥିବାବେଳେ ତାହା…

କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ନେଇ ଯୋଜନା ପ୍ରସ୍ତୁତ, ୨୪ରେ ଗଠନ ହେବ…

ଭଞ୍ଜନଗର,୨୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରେ ପରିଚାଳନା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି।…

କାନାଡାରେ ଗିରଫ ହେଲେ ଖଲିସ୍ତାନୀ ଆତଙ୍କବାଦୀ

ଟରଣ୍ଟୋ,୨୨।୯: କାନାଡିୟ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ଘନିଷ୍ଠ ସହଯୋଗୀ ଇନ୍ଦ୍ରଜିତ ସିଂହ ଗୋସାଲଙ୍କୁ ଗିରଫ କରିଛି। କାନାଡିୟ ବାସିନ୍ଦା ଇନ୍ଦ୍ରଜିତ ଆମେରିକା ସ୍ଥିତ ଖଲିସ୍ତାନୀ ସଂଗଠନ ଶିଖ୍ସ ଫର ଜଷ୍ଟିସ (SFJ)ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।…

ପାକିସ୍ତାନର ପରାଜୟର ଆଉ ଏକ ପ୍ରମାଣ: ଡାଲ୍ ହ୍ରଦରୁ ମିଳିଲା…

ଶ୍ରୀନଗର,୨୨।୯: ଜମ୍ମୁ ଓ କଶ୍ମୀରର ଡାଲ୍ ହ୍ରଦରୁ ଏକ ଜୀବନ୍ତ ମିଶାଇଲ୍‌ ଉଦ୍ଧାର କରାଯାଇଛି। ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଶ୍ରୀନଗରରେ ଏକ ମିଶାଇଲ୍‌ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମିଶାଇଲ୍‌ଟିକୁ ନିଷ୍କ୍ରିୟ କରାଯାଉଛି ଏବଂ…

ଭାରତ-ପାକିସ୍ତାନ ମଧ୍ୟରେ ହେବ ଏସିଆ କପ୍‌ ଫାଇନାଲ୍‌! ଜାଣନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ,୨୨।୯: ଏସିଆ କପ ୨୦୨୫ର ଉତ୍ସାହ ଏବେ ଶୀର୍ଷରେ ରହିଛି। ଏହି ଟୁର୍ନାମେଣ୍ଟରେ କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ। ଟୁର୍ନାମେଣ୍ଟ ଆରମ୍ଭ ହେବା ପରଠାରୁ, ଦୁଇ ଦଳ ଦୁଇଥର ମୁହାଁମୁହିଁ…

‘ଆତଙ୍କବାଦୀଙ୍କୁ କୋଳରେ ବସାଇ ଦିଅନ୍ତୁ…,’ କାହିଁକି ରାଗିଲେ ନେତାନ୍ୟାହୁ, ଜାଣନ୍ତୁ ଏହାର ଅସଲ କାରଣ

ଜେରୁଜେଲମ,୨୨।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସକୁ ନିପାତ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ ଏହା ହାସଲ କରିବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ, କିନ୍ତୁ ତାଙ୍କର ପଥ ସହଜ ନୁହେଁ। ଆମେରିକା ଇସ୍ରାଏଲକୁ ପ୍ରଶଂସା କରିପାରେ, କିନ୍ତୁ…

ଭାରତକୁ ପ୍ରଶଂସାରେ ପୋତି ପକାଇଲେ ଶାହିଦ ଆଫ୍ରିଦି: ପାକିସ୍ତାନକୁ ଧୋଇଲେ

ନୂଆଦିଲ୍ଲୀ,୨୨।୭: ୨୦୨୫ ଏସିଆ କପର ସୁପର ଫୋରରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା, ଯାହା ଫଳରେ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦି ଭାରତୀୟ ଖେଳାଳିମାନଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଥିଲେ। ଆଫ୍ରିଦି କହିଥିଲେ, ଟିମ ଇଣ୍ଡିଆ ଏକ ବିଶ୍ୱସ୍ତରୀୟ ଦଳ।…

ଭାଜପାକୁ ଟେନସନ ଦେଲେ ଓପି ରାଜଭରଙ୍କ ପୁଅ? ଦେଲେ ଏତେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତା ଅରବିନ୍ଦ ରାଜଭରଙ୍କ ଉପସ୍ଥିତିରେ ବାରାଣସୀରେ ଏକ ବଡ଼ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉତ୍ତର ପ୍ରଦେଶରେ ୨୦୨୭ ନିର୍ବାଚନ ବିଷୟରେ ଏବିପି ନ୍ୟୁଜ ସହିତ କଥାବାର୍ତ୍ତା କରି ସୁହେଲଦେବ ଭାରତୀୟ ସମାଜ ପାର୍ଟି…

କାନ୍ଥପଡ଼ି ଚାଲିଗଲା ମା-ବାପାଙ୍କ ଜୀବନ, ଝିଅ ଗୁରୁତର

ବସ୍ତା,୨୨ା୯(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମା-ବାପାଙ୍କ ମୃତ୍ୟୁ ହେବା ସହ ଝିଅ ଗୁରୁତର ହେବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନାନୁସାରେ, ରବିବାର…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

କଟକ,୨୦।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କଟକ ମେୟର ସୁବାସ ସିଂ। ଉପର ପଡ଼ିଆରେ ଐତିହାସିକ ବାଲିଯାତ୍ରା ନ ହେବା ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଚିଠିରେ ମେୟର ବାଲିଯାତ୍ରା ଉଭୟ ତଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri