ସମ୍ବଲପୁରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ ଘରେ ପଶିଲା ପାଣି
ସମ୍ବଲପୁର,୨୪।୯(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଦୁଇଦିନ ଧରି ନିରବଚ୍ଛିନ ଭାବେ ପ୍ରବଳ ବର୍ଷା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଅନେକ ବସ୍ତି ଅଞ୍ଚଳ ଜଳମଗ୍ନ ହେବାସହ ସହରରେ ଏକ ପ୍ରକାର ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ…
ଜଙ୍ଗଲ ଚନ୍ଦା, ପାହାଡ଼ ଲଣ୍ଡା:ପୂର୍ବରୁ କାନ୍ଦୁଲ ଏବେ ମକା ସାଜିଛି କାଳ
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦିନକୁ ଦିନ ମକା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭଲ ରୋଜଗାର ମଧ୍ୟ ମକା ଦେଇଛି। କମ ସମୟ ମଧ୍ୟରେ ମକା ଅମଳ ହେଉଛି। ଆଉ ଚାଷୀ ଲାଭବାନ ମଧ୍ୟ…
ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ: ବାଘଡ଼ା ଛକ ନିକଟରେ ମାଡିବସିଲା ପୋଲିସ
ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଗୋ ଚାଲାଣ ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି। ଏଥିସହ ଗାଡ଼ି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ପିକ୍ଅପ୍ ଭ୍ୟାନ୍ (ଓଡି-୧୧ଏଫ୍-୫୫୩୩)ରେ ୫…
POK ଖାଲି କର, ଆଉ ଚଳିବ ନାହିଁ ମିଛ: ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ,୨୪।୯: ଭାରତ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ସମାଲୋଚନା କରିଛି। ଜେନିଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭର୍ତ୍ସନା କରିଛି। ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ ପ୍ରକାଶ କରି ପ୍ରଥମେ ଅବୈଧ…
ଧରିତ୍ରୀରେ ଖବର ପ୍ରକାଶ ପରେ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ନିର୍ମାଣ
ଦାରିଙ୍ଗବାଡି,୨୪।୯ (ଅରୁଣ ସାହୁ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଗୁରୁତ୍ୱ ଦେଇ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସହ ପୁଷ୍ଟିକର ଖାଦ୍ୟରେ ମାଣ୍ଡିଆ ଲଡ଼ୁ ଆଦି ପ୍ରଦାନ କରୁଛନ୍ତି। ଏଥିପାଇଁ…
ମୋଦିଙ୍କ ବିରୋଧରେ ଉସ୍କାଉଥିଲେ: ପନ୍ନୁଙ୍କ ବିରୋଧରେ ବଡ଼ ଆକ୍ସନ ନେଲା NIA
ନୂଆଦିଲ୍ଲୀ,୨୪।୯: ଜାତୀୟ ତଦନ୍ତ ସଂସ୍ଥା (NIA) ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ, ପନ୍ନୁ ଚଳିତ ବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଲକିଲ୍ଲାରେ ତ୍ରିରଙ୍ଗା…
ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କୁ ଝୁରୁଛି ଗଞ୍ଜାମ ମାଟି, ଅମର ଆତ୍ମାର ସଦ୍ଗତି କାମନା କରି…
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମାଷ୍ଟର ପଙ୍କଜ ବାରିକଙ୍କ ଅକାଳ ବିୟୋଗ ଘଟିଛି । ପୁଇଁତୋଳା ଚାରିସାହି ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ ଭାବେ ଗ୍ରାମର ବହୁ ଉନ୍ନୟନ…
କିଛି କହିବା ଉଚିତ
କୌଣସି ଘଟଣା ବା ପ୍ରସଙ୍ଗ ଉପରେ କିଛି କହିବା ବା କିଛି ନ କହି ଚୁପ୍ ରହିବା, ଏ ଯୋଡିଏ ବିକଳ୍ପରୁ ଆମକୁ ଗୋଟିଏ ବିକଳ୍ପକୁ ଧରିବାକୁ ହେବ! ତେବେ ଆମେ ଦୈନନ୍ଦିନ ଜୀବନରେ ପ୍ରାୟ ଗୋଟିଏ ପ୍ରକାରର ସମସ୍ୟାକୁ ସାମ୍ନା…
ମାକ୍ସ ମୁଲାର: ବିଚାରର ଦୁଇଦିଗ
ଛାୟାକାନ୍ତ ଷଡ଼ଙ୍ଗୀ ଯେଉଁ କେତେଜଣ ଇଂରେଜ ଭାରତ ପାଇଁ କିଛି ଚିନ୍ତା କରୁଥିଲେ, ସେମାନଙ୍କ ମଧ୍ୟରେ ଥମାସ୍ ବେବିଙ୍ଗଟନ୍ ମାକ୍ଲେ ଅନ୍ୟତମ। ସେ ଜଣେ ଆଇନ ପରାମର୍ଶଦାତା ଭାବରେ ୧୮୩୪ ମସିହାରେ ଭାରତ ଆସିଲେ ଓ ଭାରତରେ ଇଂଲିଶ ଶିକ୍ଷା ପ୍ରବର୍ତ୍ତନ…
ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା
ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର ଏଚ୍-୧ବି…
ଘର ଲୋକ ଛାଡ଼ି ପଳାଇଲେ… ବିଜେଡି ଏବେ କରିବ କ’ଣ
ଯାଜପୁର,୨୪ା୯(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ରୋଚକ ରାଜନୈତକ ଘଟଣା ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ସମୟରେ ଅନ୍ୟ ଜିଲାରେ ପ୍ରାର୍ଥୀ ହୋଇ ହାରିଥିବା ବିଜେଡିର ଜଣେ ଜଣାଶୁଣା ନେତା ଗତ ୨୦ ତାରିଖରେ କୋରେଇ ନିର୍ବାଚନମଣ୍ଡଳୀର ଷଠିପୁରରେ…
ହନୁମାନଙ୍କୁ ମିଛ ହିନ୍ଦୁ ଦେବତା କହି ବିବାଦରେ ଆମେରିକା ନେତା
ହ୍ୟୁଷ୍ଟନ୍,୨୪ା୯: ଆମେରିକାର ଜଣେ ରିପବ୍ଲିକାନ୍ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ ଏବଂ…
Archives


