ଜାରକା ବଜାରରୁ ସୁଧୁରୁନି ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା
ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଜାରକା ଅଞ୍ଚଳରେ ଅନେକ ସମୟରେ ଅଧା ଆଲୁଅ ଅଧା ଅନ୍ଧାର ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କାରଣ ରାସ୍ତା ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ମାସରେ ଅଧା ଦିନ ଜଳିଲେ ଅଧା ଦିନ ବନ୍ଦ ରହୁଛି।…
ଅକ୍ଟୋବରରେ ଚମକିବ ଏହି ୫ ରାଶିର ଭାଗ୍ୟ: ଆକସ୍ମିକ ଧନଲାଭର ଯୋଗ, ମାନ ସମ୍ମାନ ସାଙ୍ଗକୁ ପ୍ରେମ ଜୀବନରେ…
ଅକ୍ଟୋବର ମାସ ଅନେକ ରାଶିର ଜାତକଧାରୀଙ୍କ ପାଇଁ ଲାଭକାରୀ। ଏହି ମାସ ଆରମ୍ଭ ଶାରଦୀୟ ନବରାତ୍ରର ଅଷ୍ଟମୀ ତିଥିରୁ ହେଉଛି। ମାସରେ ଦୀପାବଳିଠାରୁ ଛଠ ପର୍ବ ପାଳନ କରାଯିବ। ଏହାଛଡ଼ା ଗ୍ରହ ନକ୍ଷତ୍ରର ସ୍ଥିତି ବିଷୟରେ କହିଲେ, ଏହି ମାସରେ ସୂର୍ଯ୍ୟ,…
Video: ଶିକ୍ଷା ଅଧିକାରୀଙ୍କୁ ବେଲ୍ଟରେ ପିଟିଲେ ହେଡମାଷ୍ଟର, ମହିଳା ଶିକ୍ଷୟିତ୍ରୀଙ୍କୁ…
ସୀତାପୁର,୨୪ା୯: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଆସିଥିବା ମହମୁଦାବାଦ ବ୍ଲକର ପ୍ରାଥମିକ ବିଦ୍ୟାଳୟର ହେଡମାଷ୍ଟର ବ୍ରିଜେନ୍ଦ୍ର କୁମାର ବର୍ମା ବେସିକ ଶିକ୍ଷା ଅଧିକାରୀ (BSA) ଅଖିଲେଶ ପ୍ରତାପ ସିଂଙ୍କୁ ବେଲ୍ଟରେ ଆକ୍ରମଣ କରିଥିବା ଘଟଣା…
ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଟ୍ରେନ୍ରୁ ଶ୍ରମିକ ନିଖୋଜ, କାନ୍ଦିକାନ୍ଦି ସ୍ତ୍ରୀ କହୁଛନ୍ତି ମୋ’ ସ୍ବାମୀଙ୍କୁ ଫେରାଇ ଆଣ
ପୁରୁଷୋତ୍ତମପୁର,୨୪ା୯(ସୀମାଞ୍ଚଳ ମିଶ୍ର): ପରିବାର ପ୍ରତିପୋଷଣ କରିବା ଲାଗି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗଟିପଲ୍ଲୀ ଗ୍ରାମର ସନ୍ତୋଷ ବେହେରା(୪୦)ଙ୍କ ୧୩ ଦିନ ହେଲା ପତ୍ତା ମିଳୁନି। ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ…
କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି: କାର୍ଯ୍ୟାନୁଷ୍ଠାନ ଦାବି କଲା AAP
ବରଗଡ଼,୨୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି ଘଟଣା ହଇଚଇ ସୃଷ୍ଟି କରିଛି। ପୋଲିସ ଏହାର ଥଳକୂଳ ପାଇ ପାରି ନ ଥିବାବେଳେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଏହାର ଉଚ୍ଚସ୍ତରୀୟ ତଦନ୍ତ…
NEET ରେ ୯୯.୯୯ ପର୍ସେଣ୍ଟାଇଲ ହାସଲ କରିଥିଲେ, ଡାକ୍ତର ହେବାକୁ ଇଛା ନ ଥିବାରୁ ଝୁଲିପଡିଲେ
ନୂଆଦିଲ୍ଲୀ,୨୪ା୯: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ୧୯ ବର୍ଷୀୟ ଛାତ୍ର ଅନୁରାଗ ଅନିଲ ବୋରକର ମେଡିକାଲ କଲେଜରେ ନାମଲେଖା ପାଇଁ ଯିବାର ନିର୍ଦ୍ଧାରିତ ଦିନରେ ଆତ୍ମହତ୍ୟା କରିଛନ୍ତି। ସେ ଏକ ଆତ୍ମହତ୍ୟା ନୋଟ୍ରେ ଲେଖିଥିଲେ ଯେ ସେ ଡାକ୍ତର ହେବାକୁ ଚାହୁଁ ନ…
ରେଳ କର୍ମଚାରୀଙ୍କୁ ସରକାରଙ୍କ ବଡ଼ ଉପହାର: ଦଶହରାରେ ନୁହେଁ ଏହିଦିନ ମିଳିବ ୭୮ ଦିନର ବୋନସ୍
ନୂଆଦିଲ୍ଲୀ,୨୪ା୯: କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛି। ବୁଧବାର ଅନୁଷ୍ଠିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ୍ ୧୦.୯୧ ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଭାବରେ ୧,୮୬୫.୬୮ କୋଟି…
ପିଲା ଛୁଆ ସ୍ତ୍ରୀ’ଙ୍କୁ ଧରି ଲଣ୍ଡନରେ ବୁଲୁଛନ୍ତି ବିରାଟ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି…
ନୂଆଦିଲ୍ଲୀ,୨୪ା୯: ବିରାଟ କୋହଲି ଓ ଅନୁଷ୍କା ଶର୍ମା ଲଣ୍ଡନରେ ସେମାନଙ୍କ ପୁଅ ଅକାୟ ସହ ଏକାଠି ବୁଲୁଥିବା ଦେଖାଯାଇଛି। ବିରାଟ ବ୍ରାଉନ ସ୍ୱେଟଶାର୍ଟ ଓ ଡେନିମ ପିନ୍ଧିଥିବା ବେଳେ ଅନୁଷ୍କା ମାରୁନ ସ୍ୱେଟଶାର୍ଟ ଓ ମ୍ୟାଚିଂ ଟ୍ରାଉଜର୍ସରେ ଦେଖାଯାଇଥିଲେ। ଫଟୋ ଅନଲାଇନରେ…
ଆମେରିକା ଟାରିଫ ମାଡ଼ରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଗୁରୁତର ପ୍ରଭାବିତ
ଭୁବନେଶ୍ୱର,୨୪ା୯: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଟାରିଫ ପ୍ରତିବନ୍ଧକ ଯୋଗୁ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପ୍ରଭାବିତ ହୋଇଛି ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବୁଧବାର ବିଧାନସଭାରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ…
ବଧୂହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ, ସମୟ ମାଗିଲେ ଆଇଆଇସି
କେସିଙ୍ଗା,୨୪ା୯(ତୁମେଶ୍ୱର ସାହୁ): ସ୍ବର୍ଗତା କ୍ଷୀରବତୀ ସାହୁଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦ ଙ୍କୁ ଗିରଫ ଦାବିରେ ମୃତ ପରିବାରବର୍ଗଙ୍କ ସମେତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡି ପକ୍ଷରୁ ଥାନା ସମ୍ମୁଖରେ ବୁଧବାର ପ୍ରତିବାଦ ଦେଇ ଗଣଧାରଣା ଦେଇଥିଲେ। ପୂର୍ବାହ୍ନ…
ଭାରତରେ ବି ତାତିଲେ Gen-Z: ପୋଲିସ-ଛାତ୍ର ମୁହାଁମୁହିଁ, ଜାଳିଦେଲେ ଗାଡ଼ି
ଶ୍ରୀନଗର,୨୪।୯: ଲେହରେ Gen-Z କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଛାତ୍ରମାନେ ଏକ ବିଶାଳ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସମୟରେ ଛାତ୍ରମାନେ ଏକ CRPF ଗାଡ଼ି ଜାଳି ଦେଇଥିଲେ। ପୋଲିସ ଏବଂ ଛାତ୍ରମାନଙ୍କ…
ବରଦାନ ସାଜିଥିବା ଦପାନାଳ ଏବେ ପାଲଟିଲା ଅଭିଶାପ
ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବ୍ରାହ୍ମଣୀ ନଦୀର ନୂଆହାଟଠାରୁ ଜନ୍ମ ନେଇଥିବା ଦପାନାଳ ଦିନେ ଲୋକଙ୍କ ବରଦାନ ପାଲଟିଥିଲା। ଚାଷକାର୍ଯ୍ୟଠାରୁ ଆରମ୍ଭ କରି ମତ୍ସ୍ୟଜୀବୀ ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ରେଖା ପାଲଟିଥିଲା। ପାଖାପାଖି ଶହଶହ ଲୋକେ ଏହା…
Archives


