ନ୍ୟାସନାଲ କିକ୍ବକ୍ସିଂ ପ୍ରତିଯୋଗିତା: ଗଞ୍ଜାମକୁ ୪ ବ୍ରୋଞ୍ଜ, ଚମକିଲା ଭାଗ୍ୟ
ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ହିମାଞ୍ଚଳ ପ୍ରଦେଶରେ ଅନୁଷ୍ଠିତ ନ୍ୟାସନାଲ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିକାଶ କୁମାର ବେହେରା, ଲକ୍ଷ୍ମଣ ଆଚାରୀ, ପ୍ରତୀକ ନାୟକ ଓ ଦେବାଶିଷ ସାହୁ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ…
ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ୍: ରାତି ୨ ଟାରୁ…
ବୁଗୁଡ଼ା,୨୭।୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି କରଡାବାଡି ସେବା ସମବାୟ ସମିତି ଆଗରେ ସାର ପାଇଁ ରାତି ୨ଟାରୁ ଚାଷୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଚାଷ ଜମିରେ ରୁଆ ସରିବା ପରେ ସାରର ଆବଶ୍ୟକତା ଥିବା ବେଳେ ଚାଷୀଙ୍କୁ ବୁଗୁଡ଼ା…
ଫାଇନାଲ୍ ପୂର୍ବରୁ ପାକିସ୍ତାନକୁ ସିଧା ମେସେଜ୍ ଦେଲେ ସୂର୍ଯ୍ୟକୁମାର: ଜାଣନ୍ତୁ କ’ଣ କହିଲେ
ଦୁବାଇ,୨୭।୯: ଏସିଆ କପ ୨୦୨୫ ଫାଇନାଲ ପହଞ୍ଚିବା ମାତ୍ରେ, ଭାରତ ଏବଂ ପାକିସ୍ତାନୀ ଅଧିନାୟକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଫାଇନାଲକୁ ନେଇ ନିଜ ଦମ୍ ଦେଖାଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ।…
ସରକାରୀ ବିଦ୍ୟାଳୟରେ ତାଲା ପକାଇବା ଘଟଣା: ଖବର ପ୍ରକାଶିତ ପରେ ପ୍ରଶାସନ ନେଲା ପଦକ୍ଷେପ
ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି।…
ବାଉଣ୍ଡ୍ରି ବାହାରେ ପଡ଼ିଲା ବଲ୍, କିନ୍ତୁ ହେଲାନି ଛକା: Asia Cupରେ ରୋଚକ ଦୃଶ୍ୟ
ଦୁବାଇ,୨୭।୯: ଏସିଆ କପ ୨୦୨୫ର ଶେଷ ସୁପର ଫୋର୍ ମ୍ୟାଚରେ, ଏକ ଘଟଣା ଘଟିଥିଲା ଯାହା ପଡ଼ିଆରେ ଏବଂ ଟିଭିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଶ୍ରୀଲଙ୍କା ଟାର୍ଗେଟ ପିଛା କରୁଥିବା ସମୟରେ ପଥୁମ ନିସାଙ୍କାଙ୍କ ଶକ୍ତିଶାଳୀ ସଟ ସିଧା ଲଙ୍ଗ-ଅନରେ ଅକ୍ଷର…
ରାତିରେ ଗାଁ ଶ୍ମଶାନକୁ ଦାଦାଙ୍କ ପାଇଁ ନେଇଥିଲେ ଖାଇବା, ସକାଳେ ସ୍ତ୍ରୀ ଯାହା ଦେଖିଲେ…
ବନ୍ତଳା,୨୭।୯(ମାନସ ବିଶ୍ୱାଳ): ପୁତୁରାଙ୍କୁ ପିଟିପିଟି ମାରିଲେ ଦାଦା। ଏଭଳି ଘଟଣା ଘଟିଛି ଅନୁଗୋଳ ବ୍ଲକ ଇଙ୍କର ବନ୍ଧ ପଞ୍ଚାୟତ ବଡ଼କଞ୍ଜନୀ ଗାଁରେ। ସବୁଦିନ ଭଳି ଶୁକ୍ରବାର ପୁତୁରା ଭାତ ମାଂସ ନେଇ ଖାଇବାକୁ ଦାଦାକୁ ଦେଇଥିବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ…
୪ ଜିଲା ପରିଷଦମାନଙ୍କ ସମୀକ୍ଷା ବୈଠକ: ପଡିରହିଥିବା ପ୍ରକଳ୍ପ ନଭେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ
ଅନୁଗୋଳ, ୨୭।୯(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପ୍ରଦକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶ କ୍ରମେ ଚାରି ଗୋଟି ଜିଲା ଯଥା କଟକ, ଢେଙ୍କାନାଳ ଦେବଗଡ଼, ଅନୁଗୋଳର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
ଦୀପାବଳିରେ ଏହି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, କରନ୍ତୁ ଗୋଟିଏ କାମ, ନଚେତ୍…
ନୂଆଦିଲ୍ଲୀ,୨୭।୯: ଆଗାମୀ ମାସରେ ଦୀପାବଳି। ସାରା ଦେଶର ଲୋକମାନେ ଉତ୍ସାହର ସହିତ ଦୀପାବଳିକୁ ଅପେକ୍ଷା କରିଛନ୍ତି। ସାରା ଦେଶରେ ଆନନ୍ଦର ପରିବେଶ ରହିଛି। ଦୀପାବଳି ସମୟରେ, କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟର ସରକାର ନାଗରିକମାନଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ…
ଦୃଢ଼ ଇଚ୍ଛାଶକ୍ତି ଦେଲା ସଫଳତା: ସ୍ବାଗତିକା ହେଲେ ମିସେସ୍ ଇଣ୍ଡିଆ
ଯାଜପୁରରୋଡ୍,୨୭ା୯(ପବିତ୍ର ରଞ୍ଜନ ମହାନ୍ତି): ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତା ଆଣିଦେଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନ ନହକା ଅଞ୍ଚଳର ସ୍ବାଗତିକା ସାମଲ। ନୂଆଦିଲ୍ଲୀର ଡିକେ ପିଜାଣ୍ଟ ସଂସ୍ଥା ପକ୍ଷରୁ ରେଡିସନ ବ୍ଲ୍ୟୁ ହୋଟେଲଠାରେ…
ମିଳିଲା ପରିଶ୍ରମ ଫଳ: ଓସିଏସ୍ ପରୀକ୍ଷାରେ ହାଟଡ଼ିହୀରୁ ୨ କୃତକାର୍ଯ୍ୟ
ବଉଳା/ ହାଟଡିହୀ,୨୭ା୯(ଦୁର୍ଗା ପ୍ରସାଦ ଆୟଚ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ର ୨ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ନୂଆରମ୍ପାସ ଗ୍ରାମର ବୀତିହୋତ୍ର ନାୟକ ଓ ଶାଲଣୀଆଁ ଗ୍ରାମର ଜଗନ୍ନାଥ ସା ସଫଳତା ଅର୍ଜନ କରିଥିବା…
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଯାଉଥିବାବେଳେ ହଠାତ୍ ପଶିଆସିଲା ଅଜଣା ଗାଡି
ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ବାଚନ ପାଇଁ ବିହାର ଗସ୍ତରେ ଅଛନ୍ତି। ଏହି ସମୟରେ ଶାହାଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଘଟିଛି। ହଠାତ୍ ତାଙ୍କ ରାଲିରେ ଏକ ଅଜଣା କାର୍ ପଶିଗଲା। ଚାରିଚକିଆ ଗାଡିଟିକୁ ଶୀଘ୍ର…
ମାଡି ଆସୁଛି କରୋନା ଭାଇରସର ପୁଣି ଏକ ନୂଆ ଭାରିଆଣ୍ଟ! ଦେଖାଯାଉଛି ଏହି ଲକ୍ଷଣ
ନୂଆଦିଲ୍ଲୀ,୨୭।୯: ଗତ କିଛି ବର୍ଷ ଧରି କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଯଦିଓ ଟୀକା ଏବଂ ଚିକିତ୍ସା ସମୟ ସହିତ ଆଶ୍ୱସ୍ତି ପ୍ରଦାନ କରିଛି, କିନ୍ତୁ ଏହି ଭାଇରସର ବିକଶିତ ପ୍ରକୃତି ଚିନ୍ତାର କାରଣ ରହିଛି। କୋଭିଡ-୧୯ର ନିକଟରେ…
Archives


