ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ ଠକେଇ…
ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ ଅନେକ ବ୍ୟକ୍ତି ବିଭ୍ରାନ୍ତି ଓ ଠକାମୀ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଏହାର କର୍ମକର୍ତ୍ତାମାନେ ଲୋକଙ୍କୁ ସଚେତନ ହେବାକୁ…
ପାକିସ୍ତାନ ବିପକ୍ଷରେ ଇତିହାସ ଚରିବେ ହାର୍ଦ୍ଦିକ ପାଣ୍ଡ୍ୟା? ମାତ୍ର ଦୁଇ ପାଦ ପଛରେ ଅଛନ୍ତି…
ନୂଆଦିଲ୍ଲୀ,୨୭।୯: ୨୦୨୫ ଏସିଆ କପର ଫାଇନାଲ ମ୍ୟାଚ ରବିବାର, ସେପ୍ଟେମ୍ବର ୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଏକ ଜବରଦସ୍ତ ଶତକ ପୂରଣ କରିବାର ସୁଯୋଗ…
ଦଶହରା ଛୁଟିରେ ହଷ୍ଟେଲରୁ ଘରକୁ ଯାଉଥିଲା ପୁଅ:ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ…
ରାୟଗଡ଼ା,୨୭।୯(ଆଶିଷ ରଞ୍ଜନ ପଣ୍ଡା): ହୋଇଗଲା ଦଶହରା ଛୁଟି। ମାଉସୀ ପୁଅ ସହିତ ସ୍କୁଲ ହଷ୍ଟେଲରୁ ବାଇକ୍ରେ ଘରକୁ ଯାଉଥିଲା ପୁଅ ହେଲେ ବାଟରେ ସତେ ଯେମିତି ଚାହିଁ ବସିଥିଲା ମୃତ୍ୟୁ। ରାସ୍ତାରେ ଅନ୍ୟ ଏକ ବାଇକ ଧକ୍କା ଦେବାରୁ ଆସୁଥିବା ଟ୍ରକ୍…
ପାକିସ୍ତାନକୁ ହରାଇବାକୁ ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ ପ୍ଲାନ, ଇଣ୍ଡିଆ ଜିତିବ ଫାଇନାଲ ଟ୍ରଫି?
ନୂଆଦିଲ୍ଲୀ,୨୭।୯: ଭାରତୀୟ ଦଳ ଏସିଆ କପରେ ବିଜୟ ଧାରା ଜାରି ରଖିଛି, ବର୍ତ୍ତମାନ ଫାଇନାଲରେ ପାକିସ୍ତାନ ସହିତ ମୁକାବିଲା କରୁଛି। ତଥାପି, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ସମଗ୍ର ଟୁର୍ଣ୍ଣାମେଣ୍ଟରେ ନୀରବ ରହିଛି, ପାଞ୍ଚଟି ଇନିଂସରେ ମାତ୍ର ୭୧ରନ କରିଛି। ଏହି…
FM କଲେଜ ଛାତ୍ରୀ ଆତ୍ମାହୂତି ମାମଲା, ଚାର୍ଜସିଟ ଦାଖଲ
ଭୁବନେଶ୍ୱର,୨୭।୯: ବହୁଚର୍ଚ୍ଚିତ FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ବ୍ରାଞ୍ଚ। ଶନିବାର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର SDJMଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି। FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା ରାଜ୍ୟରେ ହଇଚଇ…
ନ୍ୟାସନାଲ କିକ୍ବକ୍ସିଂ ପ୍ରତିଯୋଗିତା: ଗଞ୍ଜାମକୁ ୪ ବ୍ରୋଞ୍ଜ, ଚମକିଲା ଭାଗ୍ୟ
ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ହିମାଞ୍ଚଳ ପ୍ରଦେଶରେ ଅନୁଷ୍ଠିତ ନ୍ୟାସନାଲ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିକାଶ କୁମାର ବେହେରା, ଲକ୍ଷ୍ମଣ ଆଚାରୀ, ପ୍ରତୀକ ନାୟକ ଓ ଦେବାଶିଷ ସାହୁ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ…
ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ୍: ରାତି ୨ ଟାରୁ…
ବୁଗୁଡ଼ା,୨୭।୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି କରଡାବାଡି ସେବା ସମବାୟ ସମିତି ଆଗରେ ସାର ପାଇଁ ରାତି ୨ଟାରୁ ଚାଷୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଚାଷ ଜମିରେ ରୁଆ ସରିବା ପରେ ସାରର ଆବଶ୍ୟକତା ଥିବା ବେଳେ ଚାଷୀଙ୍କୁ ବୁଗୁଡ଼ା…
ଫାଇନାଲ୍ ପୂର୍ବରୁ ପାକିସ୍ତାନକୁ ସିଧା ମେସେଜ୍ ଦେଲେ ସୂର୍ଯ୍ୟକୁମାର: ଜାଣନ୍ତୁ କ’ଣ କହିଲେ
ଦୁବାଇ,୨୭।୯: ଏସିଆ କପ ୨୦୨୫ ଫାଇନାଲ ପହଞ୍ଚିବା ମାତ୍ରେ, ଭାରତ ଏବଂ ପାକିସ୍ତାନୀ ଅଧିନାୟକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଫାଇନାଲକୁ ନେଇ ନିଜ ଦମ୍ ଦେଖାଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ।…
ସରକାରୀ ବିଦ୍ୟାଳୟରେ ତାଲା ପକାଇବା ଘଟଣା: ଖବର ପ୍ରକାଶିତ ପରେ ପ୍ରଶାସନ ନେଲା ପଦକ୍ଷେପ
ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି।…
ବାଉଣ୍ଡ୍ରି ବାହାରେ ପଡ଼ିଲା ବଲ୍, କିନ୍ତୁ ହେଲାନି ଛକା: Asia Cupରେ ରୋଚକ ଦୃଶ୍ୟ
ଦୁବାଇ,୨୭।୯: ଏସିଆ କପ ୨୦୨୫ର ଶେଷ ସୁପର ଫୋର୍ ମ୍ୟାଚରେ, ଏକ ଘଟଣା ଘଟିଥିଲା ଯାହା ପଡ଼ିଆରେ ଏବଂ ଟିଭିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଶ୍ରୀଲଙ୍କା ଟାର୍ଗେଟ ପିଛା କରୁଥିବା ସମୟରେ ପଥୁମ ନିସାଙ୍କାଙ୍କ ଶକ୍ତିଶାଳୀ ସଟ ସିଧା ଲଙ୍ଗ-ଅନରେ ଅକ୍ଷର…
ରାତିରେ ଗାଁ ଶ୍ମଶାନକୁ ଦାଦାଙ୍କ ପାଇଁ ନେଇଥିଲେ ଖାଇବା, ସକାଳେ ସ୍ତ୍ରୀ ଯାହା ଦେଖିଲେ…
ବନ୍ତଳା,୨୭।୯(ମାନସ ବିଶ୍ୱାଳ): ପୁତୁରାଙ୍କୁ ପିଟିପିଟି ମାରିଲେ ଦାଦା। ଏଭଳି ଘଟଣା ଘଟିଛି ଅନୁଗୋଳ ବ୍ଲକ ଇଙ୍କର ବନ୍ଧ ପଞ୍ଚାୟତ ବଡ଼କଞ୍ଜନୀ ଗାଁରେ। ସବୁଦିନ ଭଳି ଶୁକ୍ରବାର ପୁତୁରା ଭାତ ମାଂସ ନେଇ ଖାଇବାକୁ ଦାଦାକୁ ଦେଇଥିବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ…
୪ ଜିଲା ପରିଷଦମାନଙ୍କ ସମୀକ୍ଷା ବୈଠକ: ପଡିରହିଥିବା ପ୍ରକଳ୍ପ ନଭେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ
ଅନୁଗୋଳ, ୨୭।୯(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପ୍ରଦକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶ କ୍ରମେ ଚାରି ଗୋଟି ଜିଲା ଯଥା କଟକ, ଢେଙ୍କାନାଳ ଦେବଗଡ଼, ଅନୁଗୋଳର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
Archives


