୧୬୬ ବର୍ଷର ରେକର୍ଡ ଭାଙ୍ଗିଲେ ରାହୁଲ ଚହର
ଲଣ୍ଡନ,୨୮।୯: ଭାରତର ଲେଗ୍ ସ୍ପିନର ରାହୁଲ ଚହର ପଦାର୍ପଣ ମ୍ୟାଚ୍ରେ ୮ ଉଇକେଟ ନେଇ କାଉଣ୍ଟି କ୍ରିକେଟର ୧୬୬ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ସେ ହାମ୍ପଶାୟାର ବିପକ୍ଷ ମ୍ୟାଚ୍ରେ ୨୪ ଓଭର ବୋଲିଂ କରି ୭ ମେଡେନ ସହିତ…
ଆରମ୍ଭ ହେଲା ଫୁଟବଲ ଟୁର୍ନାମେଣ୍ଟ: ଜାଣନ୍ତୁ ଯୋଗ ଦେଇଛନ୍ତି ଏହି ସବୁ ବଡ଼ ଦଳ…
ପାଟଣା,୨୮।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଗୋଡିପଖରୀ ଗ୍ରାମର ଜୀବନଦୀପ କ୍ଲବ ଆନୁକୁଲ୍ୟରେ ରବିବାର ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ,…
ରାସ୍ତା କାଦୁଅ ପଚପଚ: କାହାକୁ କହିବା ଶୁଣିବ କିଏ, ଚିନ୍ତାରେ ଅଞ୍ଚଳବାସୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୮।୯ଅରୁଣ ସାହୁ /ମନୋରଞ୍ଜନ ରଣା): ଦିନେ କି ଦୁଇ ଦିନ ନୁହଁ, ବର୍ଷ ବର୍ଷ ଧରି ପଞ୍ଚାୟତ ମୁଖ୍ୟାଳୟକୁ ଯିବାପାଇଁ ରାସ୍ତା ଟିଏ ନାହିଁ। ଏନେଇ ଅଞ୍ଚଳବାସୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି। ହେଲେ…
ସାହିତ୍ୟର ବିକାଶ ଲାଗି ସାମୁହିକ ଉଦ୍ୟମ ଲୋଡ଼ା
ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ରବିବାର କବି ସମ୍ରାଟ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟ ଓ ସମାଜ ଉପରେ ଏକ ଆଲୋଚନାଚକ୍ର ଅନଷ୍ଠିତ ହୋଇଥିଲା। ଏହି…
ମୁଖ୍ୟମନ୍ତ୍ରୀଙ୍କ ଘରେ ଗୋବିନ୍ଦଙ୍କ ପରିବାର: କଲେ ଏଭଳି ଦାବି…
ଭୁବନେଶ୍ୱର,୨୮।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ରବିବାର ଗୋବିନ୍ଦ ସାହୁଙ୍କ ପରିବାର ଲୋକେ ପହଞ୍ଚିଥିଲେ। ଏହି ଅବସରରେ ଗୋବିନ୍ଦଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଗୋବିନ୍ଦଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ମମିତା ମେହେର…
ଖେଳିବନି ଅଭିଷେକ ଶର୍ମା? ଫାଇନାଲ ମ୍ୟାଚ ପୂର୍ବରୁ ଆସିଲା ବଡ଼ ଅପଡେଟ୍…
ଦୁବାଇ, ୨୮।୯: ଏସିଆ କପ ୨୦୨୫ର ରୋମାଞ୍ଚକର ଫାଇନାଲ ଆଜି ଦୁବାଇ ଇନ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବ। କିନ୍ତୁ ଭାରତୀୟ ଟିମ କ୍ୟାମ୍ପରେ ଏକ ଚିନ୍ତାର ସୃଷ୍ଟି ହୋଇଛି ଓପନର୍ ଅଭିଷେକ ଶର୍ମାଙ୍କ ଆଘାତପ୍ରାପ୍ତ ହେବା। ଶ୍ରୀଲଙ୍କାଙ୍କ…
BCCI ଚୟନ କମିଟିରେ ଦୁଇ ଓଡ଼ିଆ: ଭାରତୀୟ ଦଳରେ ମିଳିବ କି ଓଡିଶା ଖେଳାଳିଙ୍କୁ ସୁଯୋଗ ?
ଭୁବନେଶ୍ୱର,୨୮।୯: ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଆନୁଆଲ୍ ଜେନେରାଲ୍ ମିଟିଂ (ଏଜିଏମ୍)ରେ ନୂଆ ପ୍ରଶାସନିକ ଓ ଚୟନ ସମିତିର ଘୋଷଣା ହୋଇଛି। ପୂର୍ବତନ ଭାରତୀୟ କ୍ରିକେଟର ମିଥୁନ ମାନହସଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ…
ବର୍ଷା ହେଲେ ଏହି ଦଳ ଜିତିଯିବ ମ୍ୟାଚ୍! ବିଜୟୀ ହେବ…
ଦୁବାଇ,୨୮।୯: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ଏସିଆ କପ ୨୦୨୫ର ଫାଇନାଲ ହାଇ ଭୋଲଟେଜ ମ୍ୟାଚ ହେବାକୁ ଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଛି। ଏହି ସମୟରେ,…
ଏହି ଦେଶ ପାଖରେ ରହିଛି ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ, ହାଇ ଟେକ୍ନୋଲୋଜିରେ ହୋଇଛି ତିଆରି
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନ କାହା ପାଖରେ ଅଛି? ଏହି ପ୍ରଶ୍ନ ପ୍ରାୟତଃ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ରଣନୀତି ଏବଂ ବୈଷୟିକ କ୍ଷମତା ସହିତ ଜଡ଼ିତ। ଆଧୁନିକ ଯୁଗରେ ଅନେକ ଦେଶ ସେମାନଙ୍କର ଲଢ଼ୁଆ ବିମାନ ବିଷୟରେ ଗର୍ବ କରନ୍ତି,…
ଚମକାଇଲା BSNL ପ୍ଲାନ, ମାତ୍ର ୨୨୫ ଟଙ୍କାରେ…
ନୂଆଦିଲ୍ଲୀ,୨୮।୯: ସରକାରୀ ଟେଲିକମ କମ୍ପାନୀ BSNL ଆଉ ଏକ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ଯୋଜନା ୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା…
ସ୍କୁଟି ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ୨ ଜୀବନ
ବରଗଡ଼,୨୮ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଏକ…
ବିହାର ବିଧାନସଭା ସହ ହେବ ନୂଆପଡ଼ା ଉପନିର୍ବାଚନ!
ନୂଆପଡ଼ା,୨୮ା୯: ବିହାର ବିଧାନସଭା ସହ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ସୂଚନା ବି ଦେଇଛନ୍ତି। ୩୨୦ ଆଇଏଏସ୍ଙ୍କ ୬୦ ଆଇପିଏସ୍ ଏବଂ ୯୦ ଆଇଆର୍ଏସ୍…
Archives


