ରାୟଗଡ଼ା-କୋରାପୁଟ ରେଳପଥରେ ବର୍ଷାରେ ଭାଙ୍ଗିଲା ଗଛ: ଟ୍ରେନ୍ ଚଳାଚଳ ବିଚ୍ଛିନ୍ନ
କଲ୍ୟାଣସିଂହପୁର,୨।୧୦(ଦୀପକ୍ କୁମାର ପରିଡ଼ା): ଜିଲାରେ ଲାଗିରହିଥିବା ଲଗାଣ ବର୍ଷାରୁ ରାୟଗଡ଼ା-କୋରାପୁଟ ରେଳପଥରେ ବିପତ୍ତି ସୃଷ୍ଟି ହୋଇଛି। ଭାଲୁମୁଷ୍କା ଓ ଲେଲିଗୁମ୍ମା ଷ୍ଟେସନ୍ ମଧ୍ୟରେ ଟ୍ରାକ୍ ଉପରେ ଦୁଇ ଫୁଟ ପାଣି ଚାଲୁଥିବା ବେଳେ ଗଛ ପଡ଼ିବାରୁ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ…
ସରକାରୀ ଚାକିରି ବଞ୍ଚାଇବାକୁ ଚତୁର୍ଥ ସନ୍ତାନକୁ ବଣରେ ଛାଡି ଚାଲିଗଲେ ଶିକ୍ଷକ ଦମ୍ପତି
ମଧ୍ୟପ୍ରଦେଶ,୨।୧୦: ସରକାରୀ ଚାକିରି ଚାଲିଯିବା ଭୟରେ ଚତୁର୍ଥ ସନ୍ତାନକୁ ପଥର ତଳେ ଛାଡି ଚାଲି ଚାଲିଗଲେ ଶିକ୍ଷକ ଦମ୍ପତି। ସରକାରୀ ନିୟମରେ ଦୁଇ ପୁତ୍ର ଅତିରିକ୍ତ ହେଲେ ନିଯୁକ୍ତି ହରାଇବାର ଭୟରୁ ବୁଲୁ ଦଣ୍ଡୋଲିୟା ଓ ପତ୍ନୀ ରାଜକୁମାରୀ ଗର୍ଭଧାରଣ ଖବର…
ଭିଜିଲା ବିଜୟା ଦଶମୀ: ବାଲିଗୁଡାରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ
ବାଲିଗୁଡା, ୦୨।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ବାଲିଗୁଡାରେ ଏକପ୍ରକାର ଶୂନଶାନ ପରିବେଶ ହୋଇଯାଇଛି। ଏପରିକି ଗୁରୁବାର…
ଲଘୁଚାପ ଜନିତ ବର୍ଷା, ଗୁମାଡି ନଦୀର ଅସ୍ଥାୟୀ ପୋଲ ଉପରେ ବର୍ଷା ଜଳ ପ୍ରବାହିତ, ଭୟଭୀତ ଗ୍ରାମବାସୀ
ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାରେ ଗୁରୁବାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି କ୍ରମରେ ତିଲୋରୀ ପଞ୍ଚାୟତର ଗୁମାଡି ନଦୀ ଫୁଲିଛି ଫଳରେ ଗୁମାଡି ନଦୀରେ ନୂତନ…
‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ପାଇଁ ବିବାଦ: ୪୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ
ନୂଆଦିଲ୍ଲୀ,୨।୧୦: ଉତ୍ତରପ୍ରଦେଶର ବାରେଲୀ ଅଂଚଳରେ ‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ବିବାଦ ଓ ଆଗାମୀ ଦଶହରା-ଦୁର୍ଗାପୂଜା ଉତ୍ସବ ପୂର୍ବରୁ ସମ୍ପ୍ରଦାୟିକ ବିବାଦ ବା ହିଂସା ରୋକିବାକୁ ଗୁରୁବାର ସନ୍ଧ୍ୟାରୁ ଶନିବାର ୩ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ…
ମୋଦି-ଶାହାଙ୍କ ଦଶହରା ଉତ୍ସବ କାର୍ଯ୍ୟକ୍ରମ ହଠାତ୍ ବାତିଲ, ଜାଣନ୍ତୁ କାହିଁକି ନିଆଗଲା ଏଭଳି ନିଷ୍ପତ୍ତି?
ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦଶହରା ଉତ୍ସବକୁ ସ୍ଥଗିତ ରଖିଛନ୍ତି। ସେ ଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ଏକ୍ସଟେନ୍ସନ ରାମଲୀଳାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରବଳ ବର୍ଷା ଯୋଗୁ ତାଙ୍କର କାର୍ଯ୍ୟକ୍ରମ ବାତିଲ ହୋଇଗଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପିତାମପୁରାରେ…
ଭାରତ-ଓ୍ବେଷ୍ଟ ଇଣ୍ଡିଜର ପ୍ରଥମ ଟେଷ୍ଟରେ ଖାଲି ପଡିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ, BCCI ର ନିଷ୍ପତ୍ତିକୁ ନେଇ ହେଉଛି ଆଲୋଚନା
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ଗ୍ରାଉଣ୍ଡ ଆଧୁନିକ ସୁବିଧାରେ ସଜ୍ଜିତ, ଯେଉଁଠି ଏକାଥରେ ୧୦୦,୦୦୦ରୁ ଅଧିକ ଲୋକ ବସିପାରିବେ। ତଥାପି, ଗୁରୁବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ…
ନିବେଶ କରନ୍ତୁ ୨୧୦, ପାଇବେ ମାସକୁ ୫୦୦୦ ଟଙ୍କାର ପେନସନ; ଜବରଦସ୍ତ ସରକାରୀ ସ୍କିମ୍ରେ…
ଭୁବନେଶ୍ୱର,୨।୧୦: ଯଦି ଆପଣ ଅବସର ପରେ ନିଜ ପାଇଁ ପେନ୍ସନର ବ୍ୟବସ୍ଥା କରିବାକୁ ଚାହାଁନ୍ତି, ତେବେ ଅଟଳ ପେନସନ ଯୋଜନା (ଏପିଓ୍ବାଇ) ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ। ଏହି ଯୋଜନା ମାଧ୍ୟମରେ ଆପଣ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିପାରିବେ।…
ହାଇକୋର୍ଟଙ୍କ କଡ଼ା ବାର୍ତ୍ତା, ‘ଜଣେ ବିଚାରପତିଙ୍କ ବାଧ୍ୟତାମୂଳକ ଅବସର ପାଇଁ ଗୋଟିଏ ନକରାତ୍ମକ ଟିପ୍ପଣି ଯଥେଷ୍ଟ’
ଗାନ୍ଧିନଗର,୨।୧୦: ଗୁଜରାଟ ହାଇକୋର୍ଟ ଏକ କଡ଼ା ମତ ରଖିଛନ୍ତି ଯେ ଜଣେ ବିଚାରପତିଙ୍କ ବିରୁଦ୍ଧରେ ଗୋଟିଏ ବିପରୀତ ମନ୍ତବ୍ୟ କିମ୍ବା ତାଙ୍କ ସାଧୁତା ଉପରେ ପ୍ରଶ୍ନ ଉଠାଇବା ବାଧ୍ୟତାମୂଳକ ଅବସର ପାଇଁ ଯଥେଷ୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜଣେ ବିଚାରପତିଙ୍କ…
ରାୟଗଡ଼ରେ ଭୂସ୍ଖଳନ: ବାପପୁଅ ନିଖୋଜ, ଯୋଗାଯୋଗ ବିଚ୍ଛିନ୍ନ
ରାୟଗଡ଼,୨।୧୦: ଲଘୁଚାପ ପ୍ରଭାବରେ ଜାରି ରହିଥିବା ବର୍ଷରେ ରାୟଗଡ଼ ବ୍ଲକର ପେକେଟ ଗାଁ ନିକଟସ୍ଥ ବାମରା ପାହାଡ଼ରୁ ବ୍ୟାପକ ଭୂସ୍ଖଳନ ହୋଇଛି। ଏହି ଘଟଣାରେ ଏକ ବାପପୁଅଙ୍କୁ ମାଟି ଚାପି ହୋଇ ରହିଥିବା ସନ୍ଦେହ ହୋଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ…
ସ୍ତ୍ରୀକୁ ଗଳା ଚିପି ହତ୍ୟା କଲେ ସ୍ବାମୀ, ହତ୍ୟା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ
ଲାଞ୍ଜିଗଡ, ୨।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ ବିଜେପୁର ପଞ୍ଚାୟତ ବିଜେପୁର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ପୁଲସିଙ୍ଗ ମାଝୀ (୫୯) ନିଜ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ବୁଧବାର ବିଜେପୁର ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ…
ବିଜୟା ଦଶମୀରେ ଖୋଲିଲା ନ୍ୟୁ ଲାଇଫ ମେଡିକାଲ ହଲ୍: ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତର
ପାଟଣା,୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ତ୍ରିବିନ୍ଧାରେ ଗୁରୁବାର ନ୍ୟୁ ଲାଇଫ ମେଡିକାଲ ହଲ୍ ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଫିତା କାଟି ଉଦ୍ଘାଟିତ…
Archives


