ଗୋଟିଏ ମ୍ୟାଚ୍ରେ ୨ ଶତକ, ଇତିହାସ ରଚିଲେ ଏହି କ୍ରିକେଟର
ଗାଲେ,୨୧।୬: ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ କମାଲ କରିଛନ୍ତି ଜଣେ କ୍ରିକେଟର। ମ୍ୟାଚ୍ର ଉଭୟ ଇନିଂସରେ ସେ ଶତକ ହାସଲ କରି ଇତିହାସ ରଚିଛନ୍ତି। କ୍ରିକେଟରଜଣଙ୍କ ହେଲେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ଶାଣ୍ଟୋ। ତେବେ...
ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୨୫ ଶେଷ ବେଳକୁ କୋଟିପତି ହେବେ ଏହି ୪ ରାଶି!
ବାବା ଭେଙ୍ଗା ୨୦୨୫ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ୨୦୨୫ ମସିହାରେ କେଉଁ ରାଶି ସବୁଠାରୁ ଧନୀ ହେବେ। ବୁଲଗେରିଆର ରହସ୍ୟମୟ ଭବିଷ୍ୟବକ୍ତା ୨୦୨୫ ବର୍ଷ ବିଷୟରେ ତାଙ୍କର ଭବିଷ୍ୟବାଣୀରେ କହିଛନ୍ତି ଯେ...
ଗୋଟିଏ ପରମାଣୁ ବୋମାର ଦାମ୍ କେତେ ଜାଣନ୍ତି କି? ଖର୍ଚ୍ଚ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୨୧।୬: ପରମାଣୁ ବୋମା, ଯାହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଧ୍ୱଂସାତ୍ମକ ଅସ୍ତ୍ର, ତା’ର ନିର୍ମାଣ ଖର୍ଚ୍ଚ ସମ୍ପର୍କରେ ଅନେକଙ୍କ ମନରେ କୌତୂହଳ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏକ ପରମାଣୁ ବୋମା ତିଆରି ପାଇଁ କେତେ ଖର୍ଚ୍ଚ ହୁଏ...
ଟଙ୍କାଟିଏ ନ ଦେଇ ଅପ୍ଗ୍ରେଡ୍ କରନ୍ତୁ ଟ୍ରେନ୍ ଟିକେଟ, ସ୍ଲିପର ଦାମ୍ରେ ମିଳିବ ACର ମଜା! ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୧।୬: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏଥିପାଇଁ ପ୍ରତ୍ୟେହ ହଜାର ହଜାର ଟ୍ରେନ ଚାଲିଥାଏ, ଯାହା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଏ। ବିଶେଷକରି ଗ୍ରୀଷ୍ମ ଋତୁରେ ଯଦି କେହି ଏକ ଲମ୍ବା ଯାତ୍ରାରେ, ପ୍ରତ୍ୟେକ...
ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇଲେ ଶିକ୍ଷକ: ଅପହରଣ ପରେ ବଳାତ୍କାର କରି…
ଭୁବନେଶ୍ୱର,୨୧।୬ (ସତ୍ୟଜିତ୍ ରାଉତ): ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗରେ ସ୍କୁଲ ଶିକ୍ଷକଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ...
ଦିନେ ଅମିତାଭ ବଚ୍ଚନଙ୍କୁ ବିବାହ କରିବାକୁ ଚାହୁଁଥିଲେ ରାଣୀ, ହେଲେ ଅଭିଷେକଙ୍କ ସହ କରୁଥିଲେ…
ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ରାଣୀ ମୁଖାର୍ଜୀ ତାଙ୍କର ଚମତ୍କାର ଅଭିନୟ ବଳରେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଣୀ ପ୍ରସିଦ୍ଧ ଚଳଚ୍ଚିତ୍ର ର୍ନିମାତା ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି। କିନ୍ତୁ ଆପଣ ଜାଣିଲେ...
ଇରାନରେ ଟାର୍ଗେଟେଡ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ସିନିୟର ମିଲିଟ୍ରି ଅଧିକାରୀ ନିହତ, ରହିଛି ହମାସ ସହ କନେକ୍ସନ
ତେହେରାନ,୨୧।୬: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର ବରିଷ୍ଠ ସାମରିକ ସଦସ୍ୟ ସଇଦ ଇଜାଦିଙ୍କୁ ହତ୍ୟା କରିଛନ୍ତି। ଇଜାଦିଙ୍କ ଉପରେ ଇସ୍ରାଏଲ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଅଭିଯୋଗ ଅଛି। ଇସ୍ରାଏଲ ଇରାନରେ ଏକ ଲକ୍ଷ୍ୟଭେଦୀ ବିମାନ...
ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ ଏମିତି ବୟାନ ଦେଲେ ଇରାନ ବୈଦେଶିକ ମନ୍ତ୍ରୀ ଯାହାକୁ ନେଇ ବଢୁଛି ଚର୍ଚ୍ଚା
ତେହେରାନ,୨୧।୬: ଇସ୍ରାଏଲ-ଇରାନ ବିବାଦ ଏବେ ନବମ ଦିନରେ ପହଞ୍ଚିଛି ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଇସ୍ରାଏଲ ଆତ୍ମରକ୍ଷା ପାଇଁ କାର୍ଯ୍ୟ କରିଛି ବୋଲି ଦାବି କରୁଥିବା ବେଳେ, ଇରାନ ଏହାକୁ ଏକ ଅବୈଧ ଏବଂ ବଳପୂର୍ବକ...
ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏମିତି ଉତ୍ତର ଦେଲେ ଶାହା, ଶୁଣିଲେ ଶେହବାଜଙ୍କ ହୋସ୍ ଉଡିଯିବ
ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ...
ବର୍ଷେଯାଏ ସବୁ ଫ୍ରି, ମାତ୍ର ଏତିକି ଟଙ୍କାରେ ମିଳିବ ମାଗଣା କଲିଂ ସହ 600 GB ଡାଟା
ଯେବେଠାରୁ ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ପ୍ଲାନଗୁଡ଼ିକୁ ମହଙ୍ଗା କରିଛନ୍ତି, ସେବେଠାରୁ ଉପଭୋକ୍ତାମାନେ BSNL ଆଡକୁ ମୁହାଁଇଛନ୍ତି। କାରଣ BSNL ହେଉଛି ଏକମାତ୍ର କମ୍ପାନୀ ଯାହା କମ ମୂଲ୍ୟରେ ଅଧିକ ଲାଭ ଦେଉଛି। ସମ୍ପ୍ରତି, କମ୍ପାନୀ ଏହାର ପରବର୍ତ୍ତୀ...
କାହାକୁ ମିଳିବ ଦୁର୍ଘଟଣାରେ ଉଦ୍ଧାର ୮୦ ଲକ୍ଷର ସୁନା? ଯଦି କେହି ଦାବି ନ କଲେ…
ନୂଆଦିଲ୍ଲୀ,୨୦।୬: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଆରମ୍ଭ ହେବାର ତୁରନ୍ତ ପରେ ଏକ ହଷ୍ଟେଲ ଛାତ...
ଗୋପାଳପୁର ଗଣବଳାତ୍କାର: ଚିହ୍ନାଇଦେଲେ ପୀଡ଼ିତା, କିଏ ସେ ରାକ୍ଷାସ
ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଛି। ଏହି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଶୁକ୍ରବାର ଟିଆଇ ପରେଡ୍ରେ ପୀଡ଼ିତା ଚିହ୍ନଟ କରିଛନ୍ତି। ଘଟଣାଟି...
Archives


