ରାଜ୍ୟସ୍ତରୀୟ ଟ୍ରାପ ଶୁୁଟିଂ ଚାମ୍ପିୟନଶିପରେ: ବାଜି ମାରିଲେ ଶୁଭମ୍
ଥୁଆମୂଳ ରାମପୁର,୨୨।୬:(ଦୁର୍ଗା କୀର୍ତ୍ତି): ଦୁର୍ଗମ, ପଛୁଆ ଅଞ୍ଚଳ ଆଉ ପଛରେ ନାହିଁ । ସେ ଶିକ୍ଷା, ଦୀକ୍ଷା, କଳାସଂସ୍କୃତି ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଆଗକୁ ଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଡୁମେରପଦର...
ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ନେଇ ସଙ୍କେତ ଦେଲେ ବାବା ଭେଙ୍ଗା, ଭାରତକୁ ନେଇ କହିଲେ…
ଲଣ୍ଡନ/ତେହେରାନ, ୨୨।୬: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭାଙ୍ଗା, ଯିଏ ନିଜର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ବିଶ୍ୱବ୍ୟାପୀ ପରିଚିତ, ତାଙ୍କ ଏକ ଭୟଙ୍କର ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାରେ ଆସିଛି। ୧୯୯୬ରେ ମୃତ୍ୟୁବରଣ କରିଥିବା ବାବା ଭାଙ୍ଗା ୨୦୨୫ ପାଇଁ ଏକ...
ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ
ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ...
ନବୀନଙ୍କ ପାଇଁ ପୂଜାର୍ଚ୍ଚନା: ଶୀଘ୍ର ସୁସ୍ଥ ହୋଇଯାନ୍ତୁ…
ଗଜପତି୨୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଛି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଶନିବାର ସା ସମୟରେ ଜିଲା ବିଜେଡି ପକ୍ଷରୁ...
ବଜାରରେ କେଟିଏମ୍ ୩୯୦ ଆଡ୍ଭେଞ୍ଚର ଏକ୍ସ, ଏହାର ଦାମ୍ ରହିଛି…
ଭୁବନେଶ୍ୱର,୨୨।୬(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍ ବ୍ରାଣ୍ଡ ତଥା କେଟିଏମ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ‘କେଟିଏମ୍ ୩୯୦ ଆଡ୍ଭେଞ୍ଚର ଏକ୍ସ’ର ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଆର୍ଏମ୍ ମୋଟର୍ସ ସମ୍ବଲପୁର ଶୋ’ରୁମ୍...
ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି
ଛତ୍ରପୁର,୨୨ା୬ (ସନ୍ତୋଷ ପାଢ଼ୀ): ଆସନ୍ତା କାଲି ତା ୨୩.୦୬.୨୦୨୫ ରିଖ ସୋମବାର ଦିନ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଉକ୍ତ ସୋମବାର...
ଓଡ଼ିଶା ପିଲାଙ୍କୁ ପଢ଼ାଉଛି ଆନ୍ଧ୍ର
ନନ୍ଦପୁର,୨୨ା୬(ତୁଷାରକାନ୍ତ ମହାନ୍ତି): ଓଡ଼ିଶା ସୀମାନ୍ତବାସୀଙ୍କୁ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ମଙ୍ଗଳ ବିଭାଗର ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳ ହେଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ସମଗ୍ର ଦେଶର ଛାତ୍ରୀଛାତ୍ରଙ୍କ ଏକକ ଆପାର ଆଇଡି...
ମହିଳାଙ୍କ ଭିତରେ ଏହି ୪ ଗୁଣ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ...
ବ୍ରଜରାଜନଗରରୁ ପୁରୀକୁ ଯିବ ରଥର ବ୍ରେକ କଣ୍ଟା
ଝାରସୁଗୁଡା, ୨୧।୬(ଆଶିଷ ରଞ୍ଜନ ଦାଶ)-ପୁରୀରେ ତିନି ରଥ ଲାଗି ବ୍ରେକ୍ କଣ୍ଟା ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରରୁ ଯିବ। ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୩ବିଗ୍ରହଙ୍କ ତିନି ରଥରେ ବ୍ୟବହାର ହେଉଥିବା କଣ୍ଟା ଏବଂ ବ୍ରେକ ବ୍ରଜରାଜନଗରରେ ନିର୍ମିତ...
ସକାଳ ଜଳଖିଆରେ କଦଳୀ ଖାଇବା ଠିକ ନା ଭୁଲ? କ୍ଷୀର ନୁହେଁ ଏସବୁ ଖାଦ୍ୟ ସହ ଖାଆନ୍ତୁନି…
କଦଳୀ ଏକ ଶକ୍ତିରେ ପରିପୂର୍ଣ୍ଣ ଫଳ ଏବଂ ଅଧିକାଂଶ ଲୋକ ଏହାକୁ ସ୍ବାସ୍ଥ୍ୟକର ମନେ କରି ସକାଳ ଜଳଖିଆରେ ସାମିଲ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳ ଜଳଖିଆରେ କଦଳୀ ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ କି...
କଳିଙ୍ଗ ବ୍ଲାକ ଟାଇଗର୍ସର ପ୍ରଥମ ବିଜୟ
ମୁମ୍ବାଇ,୨୧ା୬: ଓଡ଼ିଶାର କଳିଙ୍ଗ ବ୍ଲାକ ଟାଇଗର୍ସ (କେବିଟି) ଚଳିତ ରଗ୍ବୀ ପ୍ରିମିୟର ଲିଗ୍ (ଆର୍ପିଏଲ୍)ରେ ଶନିବାର ପ୍ରଥମ ବିଜୟ ହାସଲ କରିଛି। ଆଜି ଖେଳାଯାଇଥିବା ମ୍ୟାଚ୍ରେ କଳିଙ୍ଗ ବ୍ଲାକ ଟାଇଗର୍ସ ୧୯-୧୫ ପଏଣ୍ଟରେ ଦିଲ୍ଲୀ ରେଡ୍ଜକୁ ପରାସ୍ତ କରିଛି। ବିଜୟୀ...
ଜିଲାପାଳ ଗସ୍ତର ୫ ଦିନ ପରେ ପୁଣି ତେଜିଲା କୋଟିଆ ସୀମା ବିବାଦ
ପଟ୍ଟାଙ୍ଗି,୨୧।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଜିଲାପାଳ ଭି.ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ବିଭିନ୍ନ ସରକରୀ କାର୍ଯ୍ୟକ୍ରମର ତଦାରାଖ କରିଥିଲେ। ଗସ୍ତର ୫ ଦିନ ପରେ ପୁଣି କୋଟିଆ ସୀମା ବିବାଦ...
Archives


