Home Left

ହାଇଦ୍ରାବାଦ୍‌ ପୋଲିସଙ୍କୁ ସଲାମ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୬।୧୨: ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା ସାମ୍ନାକୁ…

7 years ago

ଦାରିଙ୍ଗବାଡିରେ ବଢିଲା ଶୀତ: ଖସିଲା ପାରଦ, ସର୍ବନିମ୍ନ ୭ଡିଗ୍ରୀ

ଦାରିଙ୍ଗବାଡି,୬।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ଶୁକ୍ରବାର ଶୀତ ବଢିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୭ଡିଗ୍ରୀରେ ପହଞ୍ଚିଛି । ଚଳିତମାସର…

7 years ago

ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ରାଞ୍ଚି,୬।୧୨(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ ଆର୍‌ଜେଡି…

7 years ago

ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଏମ୍‌ପିଙ୍କୁ ଆଉ ମିଳିବନି ରିହାତି ଦରରେ ଖାଦ୍ୟ

ନୂଆଦିଲ୍ଲୀ, ୬।୧୨(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଏମ୍‌ପିମାନଙ୍କୁ ଆଉ ରିହାତି ମୂଲ୍ୟରେ ଖାଦ୍ୟ ମିଳିବନି। ଆଗାମୀ ଅଧିବେଶନ କାଳରେ ଏହାକୁ ଲାଗୁ କରାଯିବ। ବିଜନେସ୍‌ ଆଡଭାଇଜରି କମିଟି ବୈଠକରେ…

7 years ago

‘ସାବରିମାଳା ମନ୍ଦିରକୁ ମହିଳା ପ୍ରବେଶ ରାୟ ଚୂଡ଼ାନ୍ତ ନୁହେଁ’

ନୂଆଦିଲ୍ଲୀ, ୬।୧୨(ଆଇଏଏନ୍‌ଏସ୍‌): କେରଳର ସାବରିମାଳାସ୍ଥିତ ଆୟାପ୍ପା ମନ୍ଦିରକୁ ସବୁ ବୟସ ଓ ବର୍ଗର ମହିଳାଙ୍କ ପ୍ରବେଶ ନେଇ ୨୦୧୮ରେ ଦିଆଯାଇଥିବା ରାୟ ଚୂଡ଼ାନ୍ତ ନୁହେଁ ବୋଲି ଗୁରୁବାର…

7 years ago

ପାର୍ଲାମେଣ୍ଟରେ ଉନ୍ନାଓ ଝଡ଼

ବଳାତ୍କାର କରି ଜେଲ୍‌ ଯାଇଥିଲେ। ଜାମିନରେ ଫେରି ଜାଳିଦେଲେ। ମାନବିକତାକୁ ଲଜ୍ଜିତ କରି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ପୁଣି ଏକ ବର୍ବରକାଣ୍ଡ ଘଟିଛି…

7 years ago

୧୦୦ ଲୋକପ୍ରିୟ ସହର ମଧ୍ୟରେ ଭାରତର ୭

ଲଣ୍ଡନ, ୬।୧୨(ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ୧୦୦ ସହର ମଧ୍ୟରେ ଭାରତର ୭ ସହର ରହିଛନ୍ତି। ବ୍ରିଟେନ୍‌ର ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାଶନାଲ…

7 years ago

କର୍ନାଟକ ଉପନିର୍ବାଚନ: ୬୭% ମତଦାନ

ବେଙ୍ଗାଲୁରୁ, ୬।୧୨(ଆଇଏଏନ୍‌ଏସ୍‌):କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୭ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଅଧିକ…

7 years ago

ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର: ୧୬ରେ ସବୁ ଜିଲାରେ ଦିଆଯିବ ଏତଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର ା ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସନ୍ତା ୧୬ରେ ରାଜ୍ୟର ସବୁ ଜିଲାର ଏସ୍‌ପିଙ୍କ ନିକଟରେ ନବ…

7 years ago

ଓପିଜିସି ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା

କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍‌ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ରେ…

7 years ago