Home Left

ବୁମ୍‌ରା ପାଇବେ ପଲି ଉମ୍ରିଗର ପୁରସ୍କାର

ମୁମ୍ବାଇ,୧୨।୧(ପି.ଟି.)- ଭାରତୀୟ ତରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପାଇବେ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାର। ୨୦୧୯-୨୦ ସିଜନରେ ଅନ୍ତର୍ଜାତୀୟ କ୍ରିକେଟରେ ଆସାଧାରଣ ପ୍ରଦର୍ଶନ ପାଇଁ ଏଥର…

6 years ago

ଦେଶ ଛାଡ଼ିଲେ ଇରାନ୍‌ର ଏକମାତ୍ର ମହିଳା ଅଲିମ୍ପିକ୍‌ ମେଡାଲିଷ୍ଟ

ନିକୋସିଆ,୧୨।୧(ଏଏଫ୍‌ପି)- ଇରାନର ଏକମାତ୍ର ମହିଳା ଅଲିମ୍ପିକ ପଦକ ହାସଲକାରୀ ଆଥଲେଟ୍‌ କିମିଆ ଅଲିଜାଦେ ଦେଶ ଛାଡି ଚାଲିଯାଇଛନ୍ତି। ଶନିବାର ଏ ନେଇ ସେ ଘୋଷଣା କରିଛନ୍ତି। ସ୍ଥାୟୀ…

6 years ago

ଖୁବ୍‌ଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ବସିପାରନ୍ତି ନଡ୍ଡା

ନୂଆଦିଲ୍ଲୀ,୧୨।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଖୁବ୍‌ଶୀଘ୍ର ଜେ.ପି ନଡ୍ଡା ବସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଆସନ୍ତା ୧୯ କିମ୍ବା ୨୦ ଜାନୁୟାରୀରେ ତାଙ୍କୁ…

6 years ago

ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ

ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ ରବିବାର…

6 years ago

ଭାରତ-ନେପାଳ ସୀମାରେ ଲଗାତାର ୪୫ ମିନିଟ ଧରି ଗୁଳି ଚାଳନା କଲେ ଯବାନ: ଫରଓ୍ବାର୍ଡ ପୋଷ୍ଟରେ ହଇଚଇ

କିଶନଗଞ୍ଜ,୧୨।୧: ବିହାର କିଶନଗଞ୍ଜର ଭାରତ-ନେପାଳ ସୀମାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୁତୟନ ଥିବା ସଶସ୍ତ୍ର ସୀମା ସୁରକ୍ଷା ବଳ ଯବାନ ଅଭୟ କୁମାର ଲଗାତର…

6 years ago

ଗୁଡ଼ିରେ ମୋଦି-ଶାହା ଯୋଡି

ଲୁଧିଆନା,୧୨।୧: ମକର ସଂକ୍ରାନ୍ତି ଓ ଲୋରି ପାଖେଇ ଆସୁଥିବା ବେଳେ ପଞ୍ଜାବର ଲୁଧିଆନାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏଠାରେ ବିକ୍ରି କରାଯାଉଥିବା ଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

6 years ago

୧୩୧ ବଲ ବୋଲିଂ କରି ଇଂଲଣ୍ଡକୁ କୌଣସି ରନ୍‌ କରିବାର ସୁଯୋଗ ବି ଦେଇ ନ ଥିଲେ ବାପୁ ନାଦକର୍ଣ୍ଣୀ

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୬ ବର୍ଷ ତଳେ ଜାନୁୟାରୀ ୧୨ରେ ନାଦକର୍ଣ୍ଣୀ ଏକ ବିରଳ…

6 years ago

ସିଏଏକୁ ନେଇ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଲେଖାହେଲା ୫.୫ ଲକ୍ଷ ଚିଠି

ଅହମ୍ମଦାବାଦ,୧୨।୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଅହମ୍ମଦାବାଦବାସୀ ସିଏଏକୁ…

6 years ago

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ ପ୍ରିୟଙ୍କା…

6 years ago

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା…

6 years ago