Home Left

ରଥଯାତ୍ରାକୁ ନେଇ ଗଜପତିଙ୍କ ସହ ଆଲୋଚନା କଲେ ଦଇତାପତି

ପୁରୀ ଅଫିସ, ୨।୫: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ଭିତରେ…

6 years ago

କରୋନା ସଂକ୍ରମଣ ରହିବ ୨ ବର୍ଷ: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ଆଗାମୀ ବର୍ଷେରୁ ୨ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆମେରିକା କହିଛି। ଆମେରିକାର ସେଣ୍ଟର ଫର୍‌ ଇନଫେକ୍‌ସିୟସ୍‌ ଡିଜିଜ୍‌ ରିସର୍ଚ୍ଚ ଆଣ୍ଡ୍‌ ପଲିସି…

6 years ago

ବରୀରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ

ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ ବ୍ଲକରେ…

6 years ago

କରୋନା ଲଢ଼େଇରେ ସଫଳତା: ସଂକ୍ରମିତଙ୍କୁ ରେମ୍‌ଡିସିଭିର୍‌ ଔଷଧ ଦେଲେ ପଡୁନି ଭେଣ୍ଟିଲେଟରର ଆବଶ୍ୟକତା

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଆମେରିକାରେ କରୋନା ସଂକ୍ରମିତଙ୍କ…

6 years ago

CORONAVIRUS UPDATE: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ତଥ୍ୟ ଜାରିକଲେ ରାଜ୍ୟ ସରକାର

ଭୁବନେଶ୍ୱର,୨।୫ (ବ୍ୟୁରୋ): ଯାଜପୁର ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏହାକୁ ମିାଶଇ ରାଜ୍ୟରେ ମୋଟ…

6 years ago

ଏବେ ଟ୍ରେନ୍‌ରେ ଫେରିବେ ପ୍ରବାସୀ ଶ୍ରମିକ, ଶିକ୍ଷାର୍ଥୀ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ…

6 years ago

ଆମେରିକାକୁ ଘାରିଛି କରୋନା ଭ୍ୟାକ୍ସିନ ଫର୍ମୁଲା ଚୋରି ହେବାର ଭୟ !

ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଏହି ସଂକ୍ରମଣରେ ବିଶ୍ୱରେ ପାଖାପାଖି ୨ ଲକ୍ଷ ୩୩ ହଜାର…

6 years ago

ମାଲକାନଗିରିରେ ଅନେକ କୋଲ୍‌କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି,୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍‌କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ ଲୋକ…

6 years ago

୩ ଦିନ ପାଇଁ ସିଲ୍‌ ହେଲା ରିମ୍ସର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟ

ରାଞ୍ଚି,୧।୫: ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ରିମ୍ସ)ର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟକୁ ୩ ଦିନ ପାଇଁ ସିଲ୍‌ କରିଦିଆଯାଇଛି। ସେଠାରେ ଜଣେ ଲାବୋରୋଟୋରୀ ଟେକ୍ନିସିଆନ୍‌ କରୋନାରେ…

6 years ago

୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ

ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟର ୬ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ନଂ ୧୨୩, ୧୨୪,…

6 years ago