ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ ନେଇ…
ପାଟପୁର,୨୯।୯(ଡି.ଏନ୍.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି…
ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କ ପକ୍ଷରୁ ପ୍ରଶ୍ନ…
ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ହାରିଯାଇଛି, କିନ୍ତୁ ଦଳର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ତାଙ୍କ ଚମତ୍କାର ଇନିଂସରେ ସମସ୍ତଙ୍କ ହୃଦୟ ଜିତିଥିଲେ।…
ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି । ଏହା…
ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି…
ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସ ଯୋଗେ…
ୱାଶିଂଟନ,୨୯ ।୯: ସାରା ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୧୦ ଲକ୍ଷ ଲୋକଙ୍କ ଜୀବନ…
ନୂଆଦିଲ୍ଲୀ,୨୯।୯: ଦୀର୍ଘ ୨୧ ବର୍ଷ ପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ। ଜଣେ ମହିଳାଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଉପରେ ସୁପ୍ରିମକୋର୍ଟ…
ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ସାରା ବିଶ୍ୱରେ ହୃଦୟ ଦିବସ ପାଳନ କରାଯାଏ। ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ହେଉଛି ଏହି ଦିନ ପାଳନ କରିବାର ପ୍ରକୃତ…