Home Left

ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା…

6 years ago

ପ୍ରତିଶୋଧ ନେବାକୁ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କଲେ ମହିଳା ଜଜ୍‌: ୧୦ ବର୍ଷ ଜେଲ୍‌ ସହ ୧.୨୫ କୋଟି ଜରିମାନା

ପ୍ୟାରିସ୍‌: ସାଧାରଣତଃ ଗୃହସ୍ଥ ଜୀବନ ବିତାଇବା ସହ ପରିବାର ବୃଦ୍ଧି ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ମହିଳା ପୁରୁଷ। କିନ୍ତୁ ଜଣେ ମହିଳା ପୂର୍ବ ସ୍ବାମୀଙ୍କ…

6 years ago

ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଥିବା…

6 years ago

ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ ଜୀବନରେ…

6 years ago

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ବନ୍ଦ ରହିବ ‘କଳାଭୂମି’

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ…

6 years ago

ଜେଲ୍‌ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ

କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍‌ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ ପ୍ରଶଂସକଙ୍କୁ…

6 years ago

ଫଟୋ ଶୁଟ୍‌ କରି ଟ୍ରୋଲ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଟ୍ୟାଲେଣ୍ଟେଡ ନାୟିକା ଦୀପିକା ପାଦୁକୋନ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍‌ କରିଥିବାରୁ ଟ୍ରୋଲ୍‌ ହୋଇଥିବା କୁହାଯାଉଛି।…

6 years ago

ଏକଦା ଦିନକୁ ୩୫ ଟଙ୍କା ରୋଜଗାର କରୁଥିଲେ ରୋହିତ, ଏବେ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଲାଗି ନେଉଛନ୍ତି ୧୫ କୋଟି

ବମ୍ବେ: ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ସେଟ୍ଟୀ। ତାଙ୍କର ପ୍ରତିଟି ସିନେମାରେ ଥାଏ ଆକ୍ସନ, ରୋମାନ୍ସ, କମେଡିର ତଡକା। ଆଜି ହେଉଛି ଏହି…

6 years ago

କରୋନା ମୁକାବିଲା ଚିନ୍ତା: ବିଏମ୍‌ସି ପକ୍ଷରୁ ସ୍କ୍ବାଡ ଗଠନ; ପାନଛେପ ପକାଇଲେ କର୍ମଚାରୀଙ୍କୁ ୫ଶହ ଜରିମାନା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି…

6 years ago

କରୋନା ପ୍ରଭାବ: ମାର୍ଚ୍ଚ ୧୫ରୁ ୩୧ ଯାଏ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାରିଆଡ଼େ କରୋନା ଆତଙ୍କ। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିବା ପରେ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ସଚେତନ…

6 years ago