ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ…
ଧମା, ୭।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍ ଖିଣ୍ଡା ଗ୍ରାମର ଖଲିଆବନ୍ଧ ନିକଟରୁ ଧମା ବନ ବିଭାଗ ମଙ୍ଗଳବାର ସକାଳେ ଏକ ଆହତ ସମ୍ବରକୁ ଉଦ୍ଧାର…
ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ୨୧ ଦିନଆ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହି ଲକ୍ଡାଉନ ପୂରଣ ହେବାକୁ ଆଉ ମାତ୍ର ୭ ଦିନ…
ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ ଦାରିଙ୍ଗବାଡ଼ି…
ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ତଥା ଓଡିଶାର ପ୍ରସିଦ୍ଧ ଦୈବିପୀଠ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍ଯାପିତ ହୋଇଯାଇଛି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଗଞ୍ଜାମ ଜିଲାପାଳ…
ମୁମ୍ବାଇ,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ଦେଶରେ ୨୧ଦିନ ଯାଏଁ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଫିଲ୍ମ…
ଇସଲାମାବାଦ୍,୭।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶରେ ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର…
ବ୍ରହ୍ମପୁର ଅଫିସ,୭ା୪- କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ଓଡ଼ିଶାରେ ବଢିବାକୁ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ…
ବେଗୁନିଆପଡା,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ବେଗୁନିଆପଡ଼ା ବ୍ଲକ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅସ୍ଥାୟୀ ସଙ୍ଗରୋଧ ଗୃହ ପରିଦର୍ଶନ କରିଛନ୍ତି। ଭୁବେନଶ୍ବର ଫେରନ୍ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା…
ଦିଗପହଣ୍ଡି,୭ା୪(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଅଧିନ ବାଲିଘାଇ ଗ୍ରାମ ଇନ୍ଦିରା ଆବାସ କଲୋନୀ ନିକଟରେ ଥିବା ପ୍ରକାଶ ନାଇକଙ୍କ ପାଳଗଦା ଜଳିଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…