ପାଳଗଦା ଜଳିଗଲା

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଅଧିନ ବାଲିଘାଇ ଗ୍ରାମ ଇନ୍ଦିରା ଆବାସ କଲୋନୀ ନିକଟରେ ଥିବା ପ୍ରକାଶ ନାଇକଙ୍କ ପାଳଗଦା ଜଳିଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପ୍ରକାଶଙ୍କ ଧାନ ଖଳାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ଏକର ଜମିର ପାଳଗଦା ପୋଡି ଯାଇଥିଲା। ଦିଗପହଣ୍ଡି ଦମକଳବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲା।