Home Left

ଲକ୍‌ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ ଦେଶରେ…

6 years ago

ସାନିଟାଇଜର ମେଶିନ ତିଆରି କଲେ ଯୁବ ଇଞ୍ଜିନିୟର

ବରଗଡ଼ ଅଫିସ୍‌,୧୯।୪: ଲକ୍‌ ଡାଉନ ସମୟରେ ଘରେ ବସି ନିଜର ଇଚ୍ଛାଶକ୍ତି, ପ୍ରୟାସରେ ଏକ ସାନିଟାଇଜର୍‌ ମେଶିନ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବରଗଡ଼…

6 years ago

ବିବାହକୁ ନେଇ ରାଗିଲେ ରବୀନା

ନୂଆଦିଲ୍ଲୀ: ଦେଶ ସାରା ଲକ୍‌ଡାଉନ୍‌ ହୋଇଥିବା ବେଳେ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଲ ଗୌଡା ବିବାହ କରିଛନ୍ତି। ଏହି ବିଷୟ ବର୍ତ୍ତମାନ ବଡ଼…

6 years ago

କରୋନା ଭାଇରସ ଥିମ୍‌କୁ ନେଇ ରିଲଜ ହେବ ସଲମାନଙ୍କ ଗୀତ ‘ପ୍ୟାର କରୋନା’

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ କରୋନା ଭାଇରସ ଥିମ୍‌କୁ ନେଇ ଏକ ଗୀତ ରିଲିଜ କରିବେ ବୋଲି ସୂଚନା ଦେଇଛନ୍ତି। ୫୪ ବର୍ଷୀୟ ଏହି ଅଭିନେତା…

6 years ago

ପ୍ରହସନ ପାଲଟିଛି ଲୋକଙ୍କୁ ମାସ୍କ ବଣ୍ଟନ

ଲଖନପୁର,୧୯।୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ତରଫରୁ ଲଖନପୁର ବ୍ଲକ୍‌ରେ ମାସ୍କ ବଣ୍ଟନ କରାଯାଉଛି। ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀମାନେ…

6 years ago

କୃତିଙ୍କ ହେୟାର ମସାଜ୍‌ କରୁଛନ୍ତି ପୁଲକିତ

ମୁମ୍ବାଇ: କୃତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୁହେଁ ଦୀର୍ଘ ଦିନ ହେବ ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ରହୁଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା…

6 years ago

କଥକ ଅଭ୍ୟାସ କଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ ତାରକା। ଅଭିନେତା, ଅଭିନେତ୍ରୀମାନେ ଘରେ ରହି…

6 years ago

କରୋନା ସହ ଲଢିବାକୁ ୪୧ ଆଫ୍ରିକୀୟ ଦେଶରେ ରହିଛି ୨ ହଜାରରୁ କମ୍‌ ଭେଣ୍ଟିଲେଟର!

ଓ୍ବାକାଣ୍ଡା,୧୯।୪: କରୋନା ଭାଇରସ ଏବେ ଆଫ୍ରିକା ମହାଦେଶରେ ପ୍ରବେଶ କରିବା ଆରମ୍ଭ କରିଛି। ହେଲେ ସବୁଠାରୁ ଚିନ୍ତାର ବିଷୟ ଏହାର ଅନେକ ଦେଶରେ କରୋନା ସହ ଲଢିବାକୁ…

6 years ago

ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଆହ୍ବାନ

ଗୁଡଭେଲା,୧୯।୪ଡି.ଏନ.ଏ.): ସମଗ୍ର ଦେଶରେ ବର୍ତ୍ତମାନ କରୋନା ବିରୋଧରେ ଲଢେଇ ଚାଲିଛି। ଏହି ସମୟରେ ଡାକ୍ତର, ନର୍ସ, ପୋଲିସ, ପରାମେଡିକାଲ, ସଫେଇ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ…

6 years ago

୬୮ ବର୍ଷରେ ପ୍ରଥମଥର: ପାଳନ ହେବନି ବ୍ରିଟେନ ରାଣୀଙ୍କ ଜନ୍ମଦିନ

ଲଣ୍ଡନ,୧୯।୪: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଜନ୍ମଦିନ ଚଳିତ ବର୍ଷ ପାଳନ କରାଯିବନାହିଁ। ୬୮ ବର୍ଷରେ ପ୍ରଥମଥର ମହାରାଣୀଙ୍କ ଜନ୍ମଦିନ ପାଳନକୁ ବନ୍ଦ କରିଦିଆଯାଇଛି। ଦେଶରେ କରୋନା ସଂକ୍ରମଣକୁ…

6 years ago