Home Left

କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା ମୁଖିଆଙ୍କୁ…

6 years ago

ସବ୍ୟସାଚୀଙ୍କ ଯୋଗୁ ଛଅ ମାସରେ ବଦଳିଗଲା କୁନିଙ୍କ ଜୀବନ, ଏବେ ବାନ୍ଧିଲେ ରାକ୍ଷୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): କୁନିଙ୍କ ହାତରେ ବଢ଼ୁଥିଲା ମାଂସ ପିଣ୍ଡୁଳା। ହେଲେ ପାଖରେ ଟଙ୍କା ନ ଥିବାରୁ ଚିକିତ୍ସା ହୋଇପାରୁ ନ ଥିଲା। ଲକ୍‌ଡାଉନ୍‌ ବେଳେ ସମାଜସେବାକୁ ନେଇ ଚର୍ଚ୍ଚାକୁ…

6 years ago

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ଘରେ ବିଶେଷ ପୂଜା!

କୋଲକାତା,୨୬ ।୨: ନିର୍ବାଚନ କମିଶନଙ୍କ ଦ୍ୱାରା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରଯାଇଥିବା ବେଳେ ଏଥିରେ ୫ ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରାଯିବ…

6 years ago

ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ, ଭିଡିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। ଏପରି ଲଢ଼େଇ ଆପଣ ଆଗରୁ…

6 years ago

ଗଞ୍ଜାମ ସହରରେ ବନ୍ଦ ପ୍ରଭାବ

ଗଞ୍ଜାମ,୨୬।୨(ଡି.ଏନ୍‌.ଏ.): ଜିଏସ୍‌ଟି ସରଳୀକରଣ ନିମନ୍ତେ ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛିl ଏହାକୁ ଗଞ୍ଜାମ ସହର ବଡ଼ ବଜାର ଓ…

6 years ago

ଗାଡ଼ି ଚଳାଇ ଧରାପଡିଲେ ନାବାଳକ: ୨୫ ହଜାର ଜରିମାନା ଗଣିଲେ ବାପା

ଛତ୍ରପୁର,୨୬।୨(ଡିଏନଏ): ଜଣେ ନାବାଳକଙ୍କୁ ଏକ ମାଲବାହୀ ଅଟୋ ଚଳାଇବାଙ୍‌ ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ଏହି ନାବାଳକ…

6 years ago

ମାଳଦୀପରେ ସମୟ ବିତାଉଛନ୍ତି ବିପାଶା

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଳଦୀପରେ ସମୟ ବିତାଉଛନ୍ତି। ଏହି ସମୟର ଭିଡିଓକୁ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ…

6 years ago

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ କରିଥିଲେ।…

6 years ago

ଗୋଟିଏ ମ୍ୟାଚ୍‌ରେ ୧୧ ଉଇକେଟ; ଅଧିନାୟକ କୋହଲି କହିଲେ ‘ ଏ ବାପୁ….’

ଅହମ୍ମଦାବାଦ,୨୬।୨: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଛନ୍ତି ଅକ୍ଷର ପଟେଲ। ସେ ମ୍ୟାଚ୍‌ରେ କେବଳ ୭୦ରନ୍‌ ଦେଇ ମୋଟ…

6 years ago

ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତ ବନ୍ଦ

ରାଉରକେଲା ଅଫିସ,୨୬।୨: ଜିଏସ୍‌ଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ଟାରୁ ସହରର…

6 years ago