Home Left

ପମ୍ପ ହାଉସରେ ପଶି ହାତଗୋଡ଼ ବାନ୍ଧି ଲୁଟିନେଲେ

କାମାକ୍ଷାନଗର, ୧୭।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ରେକୁଳାଠାରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ପମ୍ପ ହାଉସରେ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ପଶିଥିଲେ । ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ…

5 years ago

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ କେଜରିୱାଲ

ନୂଆଦିଲ୍ଲୀ,୧୭ ।୮: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ବାକି ରହିଛି । ତେଣୁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି…

5 years ago

ଅନୀଲଙ୍କୁ ପୁଣି ଇଡ଼ିର ସମନ ଜାରି…

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ବୁଧବାର ହାଜର ହେବା ପାଇଁ ଇଡି ପକ୍ଷରୁ ମଙ୍ଗଳବାର ନୂଆ ସମନ ଜାରି କରାଯାଇଛି। ସୁପ୍ରିମକୋର୍ଟ ୭୧ ବର୍ଷୀୟ…

5 years ago

ପୁରୁଷୋତ୍ତମପୁର ପୋଲିସର ଧରପଗଡ଼

ପୁରୁଷୋତ୍ତମପୁର,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଅପରାଧୀଙ୍କ ନିୟନ୍ତ୍ରଣକୁ ନେଇ ତତ୍ପର ହୋଇଉଠିଛି। ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ପୋଲିସ ଫୋର୍ସ…

5 years ago

ଅନ୍ତିମ ସଂସ୍କାରକୁ ପିନ୍ଧିକି ଯାଇଥିବା ଡ୍ରେସ୍‌ ନିଲାମ କଲେ ଦୀପିକା: ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଚର୍ଚ୍ଚାରେ। କିଛି ଦିନ ହେବ ସେ ନିଜର ପୁରୁଣା ପୋଷାକ ନିଲାମ କରୁଥିବାର ଦେଖାଯାଇଛି। ଏହା ମଧ୍ୟ ଏକ ସାମାଜିକ…

5 years ago

ଗୀତ ଗାଇଲେ ଛତ୍ରପୁର ବିଇଓ

ଛତ୍ରପୁର,୧୭।୮(ଡି.ଏନ୍‌.ଏ.): ଭାରତର ବିକାଶକୁ ନେଇ ମୋ ସୁନା ଭାରତ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହୋଇଛି। ଏହି ଗୀତରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ କଣ୍ଠଦାନ…

5 years ago

ଲଗାଣ ବର୍ଷାରେ ବୁଡ଼ିଲା କରୁକୋଣ୍ଡା ପୋଲ

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛିି। ଲଘୁଚାପ ବର୍ଷା ଯୋଗୁ ମାଲକାନଗିରିଠାରୁ ବାଲିମେଳାକୁ ସଂଯୋଗ କରୁଥିବା କରୁକୋଣ୍ଡା ପୋଲ ଉପରେ ୫…

5 years ago

ପାଟଣା ରେଞ୍ଜରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ୍‌ ବିଟ୍‌ରେ ୧ ସପ୍ତାହରୁ ଊଦ୍ଧର୍‌ବ ସମୟ ହେବ ୨୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ…

5 years ago

ଏହି ମହାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ କୋହଲି

ଲର୍ଡସ,୧୭।୮: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ କରିଛନ୍ତି। ଅଧିନାୟକ ଭାବରେ ଟେଷ୍ଟ ଜିତିବା ଦୃଷ୍ଟିରୁ ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି। ଲର୍ଡସ…

5 years ago

ତାଲିବାନର କ୍ଷମତା ଦଖଲ ପରେ ମହିଳା ରିପୋର୍ଟର ବଦଳାଇଲେ ନିଜ ଡ୍ରେସ୍‌ କୋଡ୍‌…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ମହିଳାମାନେ ଭୟଭୀତ ହୋଇପଡ଼ିଛନ୍ତି। ସେଠାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ମହିଳା ଟିଭି ରିପୋର୍ଟର କ୍ଷମତା ଦଖଲର ୨୪…

5 years ago