Home Left

ମହିଳାଙ୍କ ପାଇଁ ୬୧୩ ଓ୍ବାର୍ଡ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରଗରମ ରହିଥିବା ବେଳେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବୁଧବାର ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ…

5 years ago

ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଉପସ୍ଥାପନ କରିଥିବା ବଜେଟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ୯,୭୩୪…

5 years ago

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା ଦେଇଛନ୍ତି।…

5 years ago

ଏଣ୍ଟିଲିୟା ବୋମା ମାମଲାର ମାଷ୍ଟରମାଇଣ୍ଡ ପରମବୀର ସିଂ: ଅନିଲ ଦେଶମୁଖ

ନୂଆଦିଲ୍ଲୀ,୩ ।୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୁ ଦେଇଥିବା ବୟାନରେ ଦାବି କରିଛନ୍ତି କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର…

5 years ago

ଗଲୱାନ ସଂଘର୍ଷ ସମୟରେ ବରଫ ନଦୀରେ ଭାସି ଯାଇଥିଲେ ୩୮ ଚାଇନା ସେନା!

ବେଜିଂ,୩ ।୨: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷରେ ଚାଇନାକୁ ବହୁତ ବଡ କ୍ଷତି ସହିବାକୁ ପଡିଥିଲା…

5 years ago

ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା

ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି। ତାଙ୍କ…

5 years ago

ଅନ୍ଧାରରେ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ୍‌

ଅହମ୍ମଦାବାଦ୍‌,୨।୨: ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜ୍‌ ଉପରେ କଳାବାଦଲ ଦେଖା ଦେଇଛି। ୩ ଖେଳାଳିଙ୍କ…

5 years ago

ଯୁବକଙ୍କୁ ମାଡ଼ମାରି ଗାଡ଼ି, ମୋବାଇଲ ଛଡ଼ାଇ ନେଲେ

ଯୋଡ଼ା,୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଉଁଚବାଲି ଗ୍ରାମର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରିବା ସହିତ ତାଙ୍କ ଠାରୁ ମୋବାଇଲ ଫୋନ ଓ…

5 years ago

ଅଷ୍ଟ୍ରେଲିଆକୁ ୨୯୧ ରନ୍‌ ମଧ୍ୟରେ ରୋକିବା ଦରକାର

ଆଣ୍ଟିଗୁଆ,୨।୨: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୨୯୧ ରନ୍‌ର ଟାଗେର୍ଟ ଛିଡ଼ା କରିଛି ଭାରତୀୟ ଦଳ।…

5 years ago

ସୁନାଚୋରି ଘଟଣାରେ ଆଇଆଇସି ନିଲମ୍ବିତ

କୋରାପୁଟ/ନାରାୟଣପାଟଣା,୨ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଥାନା ଆଇଆଇସି ରଞ୍ଜିତ୍‌ ସାହୁଙ୍କୁ ବୁଧବାର ଡିଜିପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ସୁନା…

5 years ago