ପଥାନାମଥିତ୍ତା(କେରଳ),୧୪।୧୨: ୨୭ ଦିନର ଶିଶୁ ପୁତ୍ରକୁ ହତ୍ୟା କରିଥିବା ମହିଳାଙ୍କୁ ସୋମବାର ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ, ପ୍ରିମାଚ୍ୟୁର ଶିଶୁପୁତ୍ର ନିୟମିତ ଅସୁସ୍ଥ ରହୁଥିଲା ଏବଂ…
ନୂଆଦିଲ୍ଲୀ, ୧୩।୧୨: କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପ୍ରଦାନ ଲାଗି…
ନୂଆଦିଲ୍ଲୀ,୧୩।୧୨: ଚଳିତ ମାସର ଅନ୍ତିମ ଭାଗରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହି ସିରିଜ୍…
ନୂଆଦିଲ୍ଲୀ, ୧୩।୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ରଞ୍ଜନ ଗୋଗୋଇ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତ୍କାରରେ ଏକ ବିବୃତି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ…
ଲୋଇସିଂହା,୧୩।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ଭୁଏ(୩୦)ଙ୍କୁ…
ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ ଗୁଳି…
ଜେନେଭା,୧୩।୧୨: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ୍ର ନୂଆ ଭାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ସୁଦ୍ଧା ୬୧ ଦେଶକୁ ବ୍ୟାପିଲାଣି। ଏହି ଭାରିଆଣ୍ଟ ବିଶ୍ୱକୁ ବଡ଼ ବିପଦ ବୋଲି…
ନୂଆଦିଲ୍ଲୀ,୧୩।୧୨: କୋଭିଡ୍-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ କୋଭିଡ୍…
ବ୍ରହ୍ମପୁର ଅଫିସ,୧୩।୧୨: ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ତାଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ବିବାଦ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତ ୧୦ ତାରିଖରୁ…
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନ…