ମୁମ୍ବାଇ,୫।୮: ସରକାର ଯାତାୟାତକୁ ସହଜ କରିବା ପାଇଁ ରାଜପଥ, ଟନେଲ ଏବଂ ଏକ୍ସପ୍ରେସୱେ ନିର୍ମାଣ କରୁଛନ୍ତି। ହେଲେ ମହାରାଷ୍ଟ୍ରର ନାଶିକ ଜିଲାର ପେଥ୍ ତାଲୁକା ଗାଁରେ ଏହାର…
ନୂଆଦିଲ୍ଲୀ,୫।୮: ଗତ କିଛି ଦିନରୁ ଦେଶରେ ଲଗାତର ଭାବେ ଦରବୃଦ୍ଧି ପାଇବାରେ ଲାଗିଛି। ଯାହା ଲୋକଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଦିଲ୍ଲୀବାସୀଙ୍କୁ ପୁଣିଥରେ ଆଉ ଥରେ…
ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର ପରିଧିରେ…
ଢେଙ୍କାନାଳ ଅଫିସ,୫।୮: ସାତ ମହଲା କୋଠା। ତଳେ ଛିଡ଼ାହେଲେ ନଭଶ୍ଚୁମ୍ଭୀ ଅଟ୍ଟାଳିକାକୁ ଆଖିପାଉନି। ରୋଗୀ ଯେପରି ହାତପାଆନ୍ତାରେ ଗୁଣାତ୍ମକ ସେବା ପାଇପାରିବେ, ସେଥିଲାଗି କିଣାଯାଇଛି ଅତ୍ୟାଧୁନିକ ଉପକରଣ।…
ନୂଆଦିଲ୍ଲୀ,୫।୮: ରାଜଧାନୀ ଦିଲ୍ଲୀ ସମେତ ଏନ୍ସିଆରରେ ପୁଣି ଥରେ କରୋନା କାୟା ମେଲାଇଲାଣି। ଧୀରେ ଧୀରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ପୁଣି ଫେରିଥିବା ଦେଖିବାକୁ ମିଳିଛି। କରୋନା…
ଚମ୍ପୁଆ,୫ା୮(ଡି.ଏନ.ଏ.): ୧୯୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବେ ଅବହେଳିତ ଅବସ୍ଥାରେ। ସେଥିପାଇଁ ରୋଗୀ ଏବେ ଜିଲା ମୁହାଁ ହେଲେଣି। ଉଚ୍ଚ କର୍ତ୍ତୃପକ୍ଷ ଅବହେଳାରୁ ଡାକ୍ତର…
ମୁମ୍ବାଇ:ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ କାଜଲ ଅନ୍ୟତମ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ଆଜି କାଜଲ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି।…
ଠାକୁରମୁଣ୍ଡା,୫ା୮(ଡି.ଏନ.ଏ.): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା କହୁଛନ୍ତି। ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ମାତ୍ର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ତାଳପଦା…
ଯାଜପୁର ଅଫିସ,୫ା୮: ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଦେଶର ୪ର୍ଥ ସର୍ବବୃହତ୍ ତୈଳଭଣ୍ଡାର ପଥର ଖାଦାନ ପାଇଁ ବଳିପଡିଛି। କ୍ୟାବିନେଟ ମଞ୍ଜୁରୀ ମିଳିବାର ଇତିମଧ୍ୟରେ ୪ ବର୍ଷ…
ନୂଆଦିଲ୍ଲୀ,୫।୮:ଚିଟ୍ଫଣ୍ଡ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ କମ୍ପାନୀର ୨.୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଓଡ଼ିଶାର…