ଫୁରସତ

୨୦୩୨ରେ ପୃଥିବୀ ସହ ଧକ୍କା ହୋଇପାରେ: ଓଡ଼ିଶା ସମେତ ୭ ରାଜ୍ୟକୁ ଆଷ୍ଟେରଏଡ୍‌ ଭୟ

ଓ୍ବାଶିଂଟନ୍‌, ୨୩ା୨: ୧୩୦ରୁ ୩୦୦ ଫୁଟ ଲମ୍ବା ଆଷ୍ଟେରଏଡ୍‌ ‘ଓ୍ବାଇଆର୍‌୪’ ସମ୍ପ୍ରତି ପୃଥିବୀ ଆଡ଼କୁ ମାଡ଼ିଆସୁଛି। ୨୦୩୨ରେ ଏହି ଆଷ୍ଟେରଏଡ୍‌ ପୃଥିବୀ ସହ ଧକ୍କା ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହାଦ୍ୱାରା ମହାରାଷ୍ଟ୍ର, ଉତ୍ତର ତେଲଙ୍ଗାନା, ଦକ୍ଷିଣ ମଧ୍ୟପ୍ରଦେଶ,…

କାହିଁକି ବଢୁଛି Breakup, ଜାଣନ୍ତୁ ଏହାର ମୁଖ୍ୟ କାରଣ

ନୂଆଦିଲ୍ଲୀ: ପ୍ରେମରେ ସବୁକିଛି ମିଳିବା କଷ୍ଟକର, କିନ୍ତୁ ଆପଣ ଜାଣନ୍ତି କି କିଛି ଛୋଟ ଭୁଲ ଆପଣଙ୍କ ସୁନ୍ଦର ସମ୍ପର୍କକୁ ନଷ୍ଟ କରିପାରେ। ଆରମ୍ଭରେ ଏହି କଥାଗୁଡ଼ିକ ଆପଣଙ୍କୁ ସାମାନ୍ୟ ମନେହୁଏ, କିନ୍ତୁ ଧୀରେ ଧୀରେ ଏଗୁଡ଼ିକ Breakupର କାରଣ ପାଲଟିଯାଏ।…

ଏହି ଅଷ୍ଟ୍ରେଲିୟ ବ୍ୟକ୍ତିଙ୍କ ହିନ୍ଦୀ ଶୁଣି ଚମକି ଯାଉଛନ୍ତି ଭାରତୀୟ, Video ଦେଖିଲେ କହିବେ ଅବିଶ୍ୱସନୀୟ…

ଆଜିକାଲି ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। କାରଣ ସେ ଜଣେ ବିଦେଶୀ ହୋଇଥିଲେ ହେଁ ଅନର୍ଗଳ ହିନ୍ଦୀ କହିପାରୁଛନ୍ତି। ଅନ୍ୟ କୌଣସି ଦେଶର ଭାଷା ଶିଖିବା ଏବଂ ଏତେ ସରଳ ଭାବେ କହିବା ସାଧାରଣ କଥା ନୁହେଁ।…

ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…

ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ…

ଭାରତୀୟମାନେ ନିଜ ଦେଶର Scientistsଙ୍କୁ କେତେ ବିଶ୍ୱାସ କରନ୍ତି? ଉତ୍ତର ଜାଣିଲେ ତାଜୁବ ହେବେ

ଆମ ଜୀବନରେ Scientistsଙ୍କ ଭୂମିକା ଏକ ଅଦୃଶ୍ୟ ଶକ୍ତି ସଦୃଶ। ନୂଆ ଔଷଧର ଆବିଷ୍କାର ହେଉ, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାର ଉପାୟ ହେଉ, କିମ୍ବା ଆମର ଦୈନନ୍ଦିନ କାମକୁ ସହଜ କରୁଥିବା ପ୍ରଯୁକ୍ତିବିଦ୍ୟା ହେଉ। କିନ୍ତୁ ଆମ ଭବିଷ୍ୟତକୁ ଗଢ଼ି…

କ୍ୟାବ୍‌ରେ ଯିବା ସମୟରେ ମହିଳାଙ୍କୁ ହେଲା ପ୍ରସବ ଯନ୍ତ୍ରଣା, କ୍ୟାବ୍‌ ଡ୍ରାଇଭର କଲେ ଏମିତି କାମ ଯାହାକୁ ଶୁଣି ଆପଣ ବି କହିବେ ବାଃ ବାଃ

ଏବେ ସହଜରେ ଯାତାୟତ ପାଇଁ ଅନଲାଇନ କ୍ୟାବ ମିଳିଯାଉଛି। ନିକଟରେ ଜଣେ ମହିଳା କ୍ୟାବରେ ଯାତ୍ରା କରୁଥିବାବେଳେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଯାହାପରେ କ୍ୟାବ ଡ୍ରାଇଭର କିଛି ଏପରି କାମ କରିଥିଲେ ଯାହାକୁ ନେଇ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।…

Fake Notes: ମାର୍କେଟରେ ନେଣଦେଣ କରୁଛନ୍ତି କି ନକଲି ନୋଟ୍‌, ୭ବର୍ଷ ଜେଲଦଣ୍ଡ ସହ ଭରିବାକୁ ପଡିବ ଏତେ ଟଙ୍କା

ୟୁପିର ଜାଲୌନର ଅତିରିକ୍ତ ଜିଲା କୋର୍ଟ ୧୩ ବର୍ଷ ପୁରୁଣା ନକଲି ନୋଟ ରଖିବା ମାମଲାରେ ଦୁଇ ଜଣଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡ ସୱରୂପ, ଉଭୟଙ୍କୁ ୧୦-୧୦ ବର୍ଷ ଜେଲଦଣ୍ଡ ଏବଂ ୨୦,୦୦୦ ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଯଦି ଜରିମାନା…

Sim Card Scam:ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଇପାରେ ଆପଣଙ୍କ ସିମ କାର୍ଡ: ଜାଣନ୍ତୁ କେମିତି ରହିବେ ସତର୍କ

ପ୍ରଯୁକ୍ତିବିଦ୍ୟା ଆଗକୁ ବଢ଼ିବା ସହିତ ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି। ଆଜିକାଲି ବହୁତ କମ୍‌ ଲୋକ ଅଛନ୍ତି, ଯାହାଙ୍କ ପାଖରେ ମୋବାଇଲ ନାହିଁ। ମୋବାଇଲ ବ୍ୟବହାର କରିବାକୁ ହେଲେ, ସିମ୍‌ କାର୍ଡ ମଧ୍ୟ ରହିବା ଆବଶ୍ୟକ।…

କାନାଡ଼ାରୁ ଆସିଲେ କନ୍ୟାଯାତ୍ରୀ,ଗହମ କିଆରିରେ ହେଲା ବିବାହ: ଉପହାରରେ ବର-କନ୍ୟା ଦେଲେ ଏମିତି ଜିନିଷ…

ଫିରୋଜପୁର,୨୨।୨: ପଞ୍ଜାବର ଫିରୋଜପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ସାଧାରଣତଃ ବର ବିବାହ ଶୋଭାଯାତ୍ରା ସହିତ କନ୍ୟା ଘରକୁ ଯାଏ। କିନ୍ତୁ ଏହି ବିବାହରେ, କନ୍ୟା ସାତ ସମୁଦ୍ର ପାରି ହୋଇ ବିବାହ ଶୋଭାଯାତ୍ରା ସହିତ ବର ଘରେ ପହଞ୍ଚିଥିଲେ।…

India’s Most Dangerous Airport:ଭାରତର ସବୁଠାରୁ ବିପଦପୂର୍ଣ୍ଣ ବିମାନବନ୍ଦର: ଅବତରଣ ସମୟରେ ଅଟକି ଯାଏ ନିଃଶ୍ୱାସ

ଶ୍ରୀନଗର,୨୨।୨: ଆଜିକାଲି ବିମାନ ଦୁର୍ଘଟଣା ବହୁତ ସାଧାରଣ ହୋଇଗଲାଣି। କେତେବେଳେ ବିମାନଗୁଡ଼ିକ ଆକାଶରେ ଧକ୍କା ହୁଅନ୍ତି ଏବଂ କେତେବେଳେ ଅବତରଣ କରିବା ସମୟରେ ବିମାନଟି ଓଲଟିଯାଏ। ଏହି ସମସ୍ତ ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁ ଘଟିଛି। ତଥାପି ଆକାଶରେ ବିମାନ ଉଡ଼ାଇବା…

ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା

ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ…

5 Kidneys: ଏହି ବ୍ୟକ୍ତିଙ୍କର ଅଛି ୫ଟି କଡନୀ, କାମ କରୁଛି ଗୋଟିଏ, ଆଉ ୪ଟି…ଚମକାଇବ ଏହି ଘଟଣା

ସମସ୍ତଙ୍କ ଶରୀରରେ ଦୁଇଟି କିଡନୀ ଥାଏ। ଏକଥା ସମସ୍ତେ ଜାଣନ୍ତି। କାହାର ଦରକାର ପଡିଲେ ଲୋକମାନେ କିଡନୀ ମଧ୍ୟ ଦାନ କରନ୍ତି। କାରଣ ଆମ ଶରୀର ଗୋଟିଏ କିଡନୀ ସହିତ ମଧ୍ୟ କାମ କରିପାରିବ। କିନ୍ତୁ ନୂଆଦିଲ୍ଲୀର ୪୭ ବର୍ଷୀୟ ବୈଜ୍ଞାନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri